Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଲାଇନ୍‌ଚ୍ୟୁତ ହେଲା ଏକ୍ସପ୍ରେସ୍ ଟ୍ରେନ୍, ଟ୍ରାକରୁ ଖସିଲା ୩ ବଗି

ଭୁବନେଶ୍ୱର: ଲାଇନ୍‌ଚ୍ୟୁତ ହେଲା ଏକ୍ସପ୍ରେସ୍। ଯାଜପୁର ଜିଲ୍ଲା ଦାନଗଦି ବ୍ଲକ ଯଖପୁରା ରେଳଷ୍ଟେସନ୍‌ ନିକଟରେ କୌଣସି କାରଣରୁ ଲାଇନଚ୍ୟୁତ ହେଲା ଏମଜିଆର-ଚେନ୍ନାଇ ସେଣ୍ଟ୍ରାଲ ନିୟୁ ଜଲପାଇଗୁଡ଼ି ଏକ୍ସପ୍ରେସ୍। କୌଣସି କ୍ଷୟକ୍ଷତି ହେଇନଥିବା ସୂଚନା ମିଳିଛି। ଏହି ଟ୍ରେନ୍‌ ଦୁର୍ଘଟଣାରେ କେହି…

ମହାନଦୀ ଜଳ ବିବାଦ, ଫେବୃଆରୀ ୭ରେ ଟ୍ରିବ୍ୟୁନାଲରେ ହେବ ଶୁଣାଣି

କଟକ: କେମିତି ହେବ ମହାନଦୀ ଜଳ ବିବାଦ ସମସ୍ୟାର ସମାଧାନ? ମହାନଦୀ ଜଳ ବିବାଦର ସମାଧାନ ପାଇଁ ରାଜ୍ୟ ସରକାର ସର୍ବାଧିକ ଗୁରୁତ୍ୱ ଦେଉଛନ୍ତି। ଫେବୃଆରୀ ୭ରେ ମହାନଦୀ ଜଳ ବିବାଦ ନେଇ ଟ୍ରିବ୍ୟୁନାଲରେ ହେବ ଶୁଣାଣି । ଏହା ପୂର୍ବରୁ ସମାଧାନ ପାଇଁ ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ମଧ୍ୟସ୍ଥତା ପାଇଁ…

ବଦଳିବ ୭ ଜିଲ୍ଲାର ଇଂରାଜୀ ନାଁ, ସଂଶୋଧନ କରିବେ ରାଜ୍ୟ ସରକାର

ଭୁବନେଶ୍ୱର: ବଦଳିବ ୭ ଜିଲ୍ଲାର ଇଂରାଜୀ ନାଁ। ରାଜ୍ୟର ୭ଟି ଜିଲ୍ଲାର ଇଂରାଜୀ ନାଁ ସଂଶୋଧନ କରିବେ ରାଜ୍ୟ ସରକାର। ମୋଟ୍ ୧୧ ଜିଲ୍ଲାର ୨୫ଟି ସ୍ଥାନରେ ଇଂରାଜୀ ନାଁ ମଧ୍ୟ ସଂଶୋଧନ ହେବ। ଏନେଇ ରାଜସ୍ବ ବିଭାଗ ପକ୍ଷରୁ ପ୍ରକାଶ ପାଇଲା ବିଧିବଦ୍ଧ ବିଜ୍ଞପ୍ତି। ଏଣିକି ଓଡ଼ିଆ ନାଁ ଅନୁସାରେ ରହିବ…

ଏବେ ବି ହୋଇପାରେ ଭାରତ-ପାକିସ୍ତାନ ମ୍ୟାଚ୍! ପାକିସ୍ତାନ ସରକାର ଜାରି କଲା ବୟାନ

ନୂଆଦିଲ୍ଲୀ: ଭାରତ-ପାକିସ୍ତାନ ଟି-୨୦ ବିଶ୍ୱକପ୍ ୨୦୨୬ ମ୍ୟାଚ୍ ସମ୍ପର୍କରେ ପରିସ୍ଥିତି ଅସ୍ପଷ୍ଟ ରହିଛି। ପାକିସ୍ତାନ ସରକାର ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି ଯେ ଦଳ ଭାରତ ବିପକ୍ଷରେ ଖେଳିବ ନାହିଁ। ପାକିସ୍ତାନ କ୍ରିକେଟ୍ ବୋର୍ଡ ଏ ବିଷୟରେ ଆଇସିସିକୁ ଆନୁଷ୍ଠାନିକ ଭାବରେ ଜଣାଇ ନାହିଁ।…

ଟ୍ରମ୍ପଙ୍କ ଦାବିକୁ ଖାରଜ କଲା ରୁଷ: ଭାରତକୁ ନେଇ ଏପରି କହିଦେଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ: ରୁଷ ସ୍ପଷ୍ଟ ଭାବରେ କହିଛି ଯେ ଭାରତ ଏହାର ଅଶୋଧିତ ତୈଳ ଏବଂ ପେଟ୍ରୋଲିୟମ ଉତ୍ପାଦ କ୍ରୟ ପାଇଁ ଯେକୌଣସି ଦେଶ ସହିତ କାରବାର କରିବାକୁ ସମ୍ପୂର୍ଣ୍ଣ ସ୍ୱାଧୀନ। କ୍ରେମଲିନ୍ ମୁଖପାତ୍ର ଦିମିତ୍ରୀ ପେସକୋଭ୍ ବୁଧବାର ଗଣମାଧ୍ୟମ ସହିତ କଥାବାର୍ତ୍ତା କରି ଜୋର ଦେଇଛନ୍ତି ଯେ ଭାରତର…

Weather Update: ଖସିବ ପାରଦ, ଫେରିବ ଶୀତ

ଭୁବନେଶ୍ୱର: କିଛି ଦିନ ହେବ ରାଜ୍ୟରେ କମ ଶୀତ ଅନୁଭୁତ ହେଉଛି। ଗୁରୁବାର ରାଜ୍ୟର ଅଧିକାଂଶ ସ୍ଥାନରେ ରାତି ତାପମାତ୍ରା ଅଧିକ ରହିବ। ଉପକୂଳ ଓଡ଼ିଶାର ଅନେକ ସ୍ଥାନରେ ପାରଦ ୧୬-୧୭ ଡିଗ୍ରୀ ପାଖାପାଖି ରହିପାରେ। କିନ୍ତୁ ଶୁକ୍ରବାରଠାରୁ ପାରଦ ସାମାନ୍ୟ ଖସିବ । ଉପକୂଳ ଓଡ଼ିଶାର ଅଧିକାଂଶ ସ୍ଥାନରେ…

ପାକିସ୍ତାନର ଖାଇବର ପଖତୁନଖ୍ୱାରେ ବଡ଼ ଆକ୍ରମଣ, ଫାଟିଲା ଗ୍ୟାସ ପାଇପ ଲାଇନ

ଇସଲାମାବାଦ: ପାକିସ୍ତାନର ଖାଇବର ପଖତୁନଖ୍ୱାରେ ଏକ ବଡ଼ ଆକ୍ରମଣ ନେଇ ଜାତୀୟ ଗଣମାଧ୍ୟମ ରିପୋର୍ଟ କରିଛି। ଦେଶର ହିଂସାଗ୍ରସ୍ତ ଉତ୍ତର-ପଶ୍ଚିମ ପ୍ରଦେଶ ଖାଇବର ପଖତୁନଖ୍ୱାର ଲକ୍କି ମାରୱାଟ ଅଞ୍ଚଳର ମାଞ୍ଜିୱାଲା ନିକଟରେ ଏକ ଗ୍ୟାସ ପାଇପଲାଇନକୁ ଟାର୍ଗେଟ କରାଯାଇଥିବା ଜଣାପଡ଼ିଛି। ରିପୋର୍ଟ…

SAFF Under-19 Women’s Championship: ଭାରତୀୟ ଦଳ ଭୁଟାନକୁ ୮ଗୋଲରେ ପରାସ୍ତ କରି ଫାଇନାଲରେ ମାରିଲା…

ନୂଆଦିଲ୍ଲୀ: ବୁଧବାର ଦିନ ପୋଖରା ରଙ୍ଗଶାଲା ଷ୍ଟାଡିୟମରେ ଭାରତୀୟ ୧୭ ବର୍ଷରୁ କମ୍ ମହିଳା ଦଳ ଭୁଟାନକୁ ୮-୦ ଗୋଲରେ ପରାସ୍ତ କରି ଫାଇନାଲ୍‌ରେ ପ୍ରବେଶ କରିଛି। ଏହି ମ୍ୟାଚରେ ଭାରତ ପକ୍ଷରୁ ପର୍ଲ ଫର୍ଣ୍ଣାଣ୍ଡିସ୍ (୧୬', ୩୯', ୪୧') ପ୍ରଥମାର୍ଦ୍ଧରେ ହ୍ୟାଟ୍ରିକ୍ ସ୍କୋର କରିଥିଲେ,ସେହିପରି…

Terrorist killed in encounter: ଉଧମପୁର ପରେ କିସ୍ତୱାରରେ ଟଳିଲା ଜୈସ ଆତଙ୍କୀ; ଏନକାଉଣ୍ଟର ଜାରି

ଶ୍ରୀନଗର: ଜମ୍ମୁ-କାଶ୍ମୀରରେ ଆତଙ୍କବାଦୀଙ୍କୁ ନିପାତ କରିବା ପାଇଁ ଭାରତୀୟ ସେନା ନିରନ୍ତର ଅପରେସନ୍ ଜାରି ରଖିଛି । ଏହି ମଧ୍ୟରେ ଜମ୍ମୁ ଡିଭିଜନର କିସ୍ତୱାର ଜିଲ୍ଲାରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଏକ ଏନକାଉଣ୍ଟର ଚାଲିଛି। ଭାରତୀୟ ସେନା ଜୈସ-ଏ-ମହମ୍ମଦର ଜଣେ…

Forest Fire Control: ବନାଗ୍ନି ନିୟନ୍ତ୍ରଣ ପାଇଁ ବ୍ୟବହାର କରାଯିବ କ୍ୟାମେରା ଓ ଡ୍ରୋନ;ନିଆଁ ଲାଗିଲେ ଏହି ନଂରେ…

ଭୁବନେଶ୍ବର:ଗ୍ରୀଷ୍ମ ପୂର୍ବରୁ ଜଙ୍ଗଲ ନିଆଁ ରୋକିବାକୁ ପ୍ରାକ୍‌ ପ୍ରସ୍ତୁତି । ରାଜ୍ୟରେ ଆସନ୍ତା ବନାଗ୍ନି ଋତୁକୁ ସଫଳତାର ସହ ମୁକାବିଲା କରିବା ପାଇଁ ବନ ବିଭାଗ ପକ୍ଷରୁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଏନେଇ ଭୁବନେଶ୍ୱରସ୍ଥିତ 'ଅରଣ୍ୟ ଭବନ'ଠାରେ ପ୍ରଧାନ ମୁଖ୍ୟ ବନ ସଂରକ୍ଷକ…