Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଶ୍ରୀମନ୍ଦିରରେ ୪ ମାସ ଭିତରେ ହେବ ଧାଡ଼ି ଦର୍ଶନ ବ୍ୟବସ୍ଥା;ଘଣ୍ଟାରେ ୮ ହଜାର ଶ୍ରଦ୍ଧାଳୁ କରି ପାରିବେ ଦର୍ଶନ

ଭୁବନେଶ୍ୱର: ପୁରୀ ଶ୍ରୀମନ୍ଦିରରେ ପ୍ରତି ବର୍ଷ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସଂଖ୍ୟା ଅହେତୁକ ଭାବେ ବୃଦ୍ଧି ପାଇବାରେ ଲାଗିଛି । ବିଶେଷ କରି ଛୁଟି ଦିନ ମାନଙ୍କରେ ଏହି ସଂଖ୍ୟା ବହୁଗୁଣିତ ହେଉଛି । ଏହାକୁ ଦୃଷ୍ଟିରେ ରଖି ସବୁ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଶୃଙ୍ଖଳିତ ଦର୍ଶନକୁ ସୁନିଶ୍ଚିତ କରିବା ଲାଗି…

ଭୁବନେଶ୍ୱର ବିମାନବନ୍ଦରକୁ ଲିଜ୍ ଦେବା ପ୍ରସଙ୍ଗ: ଆନ୍ଦୋଳନର ଧମକ ଦେଲା ବିଜେଡି, କେନ୍ଦ୍ରରୁ କୌଣସି ପ୍ରସ୍ତାବ…

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରକୁ ଲିଜ୍ ଦେଇ ଘରୋଇକରଣ କରାଇବାକୁ ନେଇ ରିପୋର୍ଟ ଆସିବା ପରେ ରାଜ୍ୟ ସରକାର ଏବଂ ବିରୋଧୀ ଦଳ (ବିଜେଡି) ଏହି ପ୍ରସଙ୍ଗରେ ଭିନ୍ନ ଭିନ୍ନ ମତ ରଖିଛନ୍ତି। ଏହି ବିଷୟକୁ ନେଇ ବିଜେଡିର ବରିଷ୍ଠ ନେତା, ପୂର୍ବତନ ମନ୍ତ୍ରୀ…

ବିଟ୍ ରୁଟରୁ କିପରି ତିଆରି ହୁଏ ଚିନି?

ନୂଆଦିଲ୍ଲୀ: ଆସୁଛି ପର୍ବାଣ ଋତୁ। ବଜାରରେ ଚିନିର ମୂଲ୍ୟ ବୃଦ୍ଧି ପାଇବା ଯୋଗୁଁ ମିଠାର ଚାହିଦା ମଧ୍ୟ ବେଶ ବଢିବାରେ ଲାଗିଛି। ଭାରତ ହେଉଛି ବିଶ୍ୱର ଦ୍ୱିତୀୟ ବୃହତ୍ତମ ଚିନି ଉତ୍ପାଦନକାରୀ ଦେଶ, କିନ୍ତୁ ଆଜି ପରିସ୍ଥିତି ଏତେ ଗମ୍ଭୀର ହୋଇପଡ଼ିଛି ଯେ ବିଦେଶରୁ ଚିନି ଆମଦାନି କରିବା ଜରୁରୀ…

Bank unions call nationwide strike:ସେପ୍ଟେମ୍ବର ୧୧ରେ ଦେଶବ୍ୟାପୀ ବ୍ୟାଙ୍କ ଧର୍ମଘଟ ଡାକରା; ଦ୍ୱିତୀୟ…

ନୂଆଦିଲ୍ଲୀ: କାର୍ଯ୍ୟଦକ୍ଷତା ଭିତ୍ତିକ ପ୍ରୋତ୍ସାହନ ଯୋଜନାରେ ମତଭେଦ, ୫ ଦିନିଆ ବ୍ୟାଙ୍କିଙ୍ଗ ପ୍ରସଙ୍ଗ ଏବଂ ପେନସନ ସମ୍ବନ୍ଧୀୟ ସମସ୍ୟା ସହିତ ଅନେକ ଦାବି ନେଇ ସେପ୍ଟେମ୍ବର ୧୧ ରେ ଦେଶବ୍ୟାପୀ ଧର୍ମଘଟ କରିବାକୁ ନିଷ୍ପତ୍ତି ନେଇଛି ବ୍ୟାଙ୍କ ୟୁନିଅନ । ୟୁନିୟନ ତରଫରୁ ଆସନ୍ତା ସେପ୍ଟେମ୍ବର…

ମାଆକୁ ମାରି ଘରେ ପ୍ଲାଷ୍ଟର କରିଦେଲା ପୁଅ!

ପୁରୀ: କୁମ୍ଭାରପଡ଼ା ଅଞ୍ଚଳରେ ଚାଞ୍ଚଲ୍ୟ । ମାଆଙ୍କୁ ହତ୍ୟା କରି ଘର ଭିତରେ ପୁଅ ପ୍ଲାଷ୍ଟର କରି ଦେଇଥିବା ଭଳି ସଙ୍ଗୀନ ଅଭିଯୋଗ ଆସିଛି। ପୁରୀ ଜିଲ୍ଲା କୁମ୍ଭାରପଡ଼ା ଭଡ଼ାଘରେ ଏଭଳି ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ପ୍ରବଳ ଦୁର୍ଗନ୍ଧ ହେବାରୁ ଘର ମାଲିକଙ୍କ ସନ୍ଦେହ ହେବାରୁ ଘଟଣାଟି ସାମ୍ନାକୁ…

Mercury Transit:ରକ୍ଷାବନ୍ଧନ ପରେ ବୁଧଙ୍କ ଚଳନରେ ଆସିବ ପରିବର୍ତ୍ତନ;ମେଷ ରାଶି ସମେତ ୪ ରାଶି ପାଇଁ ଭଲ ଦିନ ଆରମ୍ଭ

ଭୁବନେଶ୍ବର: ଅଗଷ୍ଟ ୨୯ ତାରିଖରେ ବୁଧ ଗ୍ରହ ଶୁକ୍ରଙ୍କ ଦ୍ୱାରା ଶାସିତ 'ପୂର୍ବ ଫାଲ୍ଗୁନୀ' ନକ୍ଷତ୍ରରେ ପ୍ରବେଶ କରିବେ। ଏହା ପରେ ଅଗଷ୍ଟ ୩୧ ତାରିଖରେ ସୂର୍ଯ୍ୟ ମଧ୍ୟ ଏହି ନକ୍ଷତ୍ରରେ ପ୍ରବେଶ କରିବେ। ଏହି ନକ୍ଷତ୍ରକୁ ବୁଧଙ୍କର ଗୋଚର ମୁଖ୍ୟତଃ ଚାରୋଟି ରାଶି ପାଇଁ ଶୁଭ ଓ ଫଳପ୍ରଦ ସାବ୍ୟସ୍ତ…

ଆସନ୍ତା ୩୦ ତାରିଖରେ ନିଟ୍-ପିଜି ପରୀକ୍ଷା, କେବେ ଠାରୁ ମିଳିବ ଆଡମିଟ୍ କାର୍ଡ?

ନୂଆଦିଲ୍ଲୀ: ଆସନ୍ତା ଅଗଷ୍ଟ ୩୦ ତାରିଖରେ ଅନୁଷ୍ଠିତ ହେବ ନିଟ୍‌ ପିଜି ପରୀକ୍ଷା। ଗୋଟିଏ ସିଫ୍ଟରେ ସକାଳ ୯ରୁ ୧୨ଟା ୩୦ ଯାଏଁ ପରୀକ୍ଷା। କମ୍ପ୍ୟୁଟର ଆଧାରିତ (CBT) ମୋଡ୍‌ରେ ହେବ ପରୀକ୍ଷା। ଏଥିପାଇଁ ଆଡମିଟ୍‌ କାର୍ଡ ଆଜି ଠାରୁ ଉପଲବ୍ଧ ହେବାର ଥିଲା। କିନ୍ତୁ ନ୍ୟାଶନାଲ ଏକ୍ସାମିନେସନ୍ସ ଇନ…

କଙ୍ଗୋରେ ଭୟଙ୍କର ରୂପ ନେଲାଣି “ଇବୋଲା”

କଙ୍ଗୋ :ଡେମୋକ୍ରାଟିକ୍ ରିପବ୍ଲିକ୍ ଅଫ୍ କଙ୍ଗୋରେ ଇବୋଲା ମହାମାରୀ ସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯାଇଛି। ସମ୍ପ୍ରତି ପ୍ରକାଶିତ ସୂଚନା ଅନୁଯାୟୀ, ଦେଶରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୫,୫୧୫ରେ ପହଞ୍ଚିଥିବା ବେଳେ ମୃତ୍ୟୁସଂଖ୍ୟା ୨,୫୦୦ ଅତିକ୍ରମ କରିସାରିଛି। ଏହା କଙ୍ଗୋ ଇତିହାସରେ…

ରାଜଧାନୀ ଉପକଣ୍ଠରେ ୪୦୦ରୁ ଅଧିକ ରେଡ୍ ଜୋନ୍ ଶିଳ୍ପ, ପାଲଟିବ କି ଦିଲ୍ଲୀ?

ଭୁବନେଶ୍ୱର: ରାଜଧାନୀ ଉପକଣ୍ଠରେ ଦ୍ରୁତ ଶିଳ୍ପାୟନ ମଧ୍ୟରେ ବଢ଼ୁଛି ପ୍ରଦୂଷଣର ଆଶଙ୍କା। ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ରିପୋର୍ଟ ଅନୁଯାୟୀ ଖୋର୍ଦ୍ଧା ଜିଲ୍ଲାରେ ଏବେ ୨୫ଶହରୁ ଅଧିକ ଶିଳ୍ପ ସଂସ୍ଥା ରହିଛି। ଏଥିମଧ୍ୟରୁ ୪୬୨ଟି ରେଡ୍ ଜୋନ୍‌ରେ ଥିବାବେଳେ ୧୧୪୫ଟି ଅରେଞ୍ଜ ଜୋନ୍, ୩୬୩ଟି…

୨ କୋଟି ଟଙ୍କା ମୂଲ୍ୟର ଗଞ୍ଜେଇ ଜବତ,୫ ଗିରଫ

ଭୁବନେଶ୍ବର:ଓଡ଼ିଶା-ଛତିଶଗଡ଼ ସୀମାନ୍ତରେ ଛତିଶଗଡ଼ ପୋଲିସର ବଡ଼ ସଫଳତା। ୫ ଜଣ ଆନ୍ତଃରାଜ୍ୟ ଗଞ୍ଜେଇ ବ୍ୟବସାୟୀଙ୍କୁ ଗିରଫ କରାଯାଇଛି। ନୂଆପଡ଼ା ଜିଲ୍ଲା ଏବଂ ଛତିଶଗଡ଼ ରାଜ୍ୟ ସୀମାନ୍ତ ଗରିଆବନ୍ଧ ଜିଲ୍ଲା ଦେବଭୋଗ ଥାନା ଖୁଟଗାଁ ପୋଲିସ ଚେକ୍ ପୋଷ୍ଟ ନିକଟରୁ ଏକ ଆନ୍ତଃ ରାଜ୍ୟ ୫ ଜଣ ଗଞ୍ଜେଇ…