Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

Penalty For Delay In Public Services:ସେବାରେ ବିଳମ୍ବ ହେଲେ ତଣ୍ଡ ଗଣିବେ ସରକାରୀ ଅଫିସର;ଦରମାରୁ କଟିବ ଟଙ୍କା

ଭୁବନେଶ୍ବର: ସରକାରୀ ସେବା ପ୍ରଦାନରେ ବିଳମ୍ବ କଲେ ଏଣିକି ତଣ୍ଡ ଗଣିବେ ସମ୍ପୃକ୍ତ ଅଫିସର। ସରକାରୀ ସେବା ପ୍ରଦାନ ବ୍ୟବସ୍ଥାକୁ ଅଧିକ ପାରଦର୍ଶୀ ଓ ଉତ୍ତରଦାୟୀ କରିବା ପାଇଁ ଓଡ଼ିଶା ସରକାର ଏକ ଗୁରୁତ୍ୱପୂର୍ଣ୍ଣ ବ୍ୟବସ୍ଥା ଲାଗୁ କରିଛନ୍ତି । ଏଣିକି ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଲୋକଙ୍କୁ…

ବିଷାକ୍ତ ଇଞ୍ଜେକସନ ନେଇ ଲ୍ୟାବ୍ ଟେକ୍ନିସିଆନଙ୍କ ଆତ୍ମହତ୍ୟା ସନ୍ଦେହ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଏକ ଅଭାବନୀୟ ତଥା ରହସ୍ୟମୟ ଘଟଣା ସାମ୍ନାକୁ ଆସିଛି । ଲକ୍ଷ୍ମୀସାଗର ଥାନା ଅଞ୍ଚଳରେ ଜଣେ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି । ନିଜେ ଏକ ବିଷାକ୍ତ ଇଞ୍ଜେକସନ ନେଇ ଯୁବକ ଜଣକ ଆତ୍ମହତ୍ୟା କରିଥିବା ନେଇ ପୋଲିସ ପ୍ରାଥମିକ ତଦନ୍ତରୁ ସନ୍ଦେହ କରୁଛି ।…

ନଦୀଗୁଡ଼ିକରେ ବଢ଼ୁଛି ଜଳସ୍ତର: ୯ଟି ସ୍ଥାନରେ ୧୦୦ ମିମିରୁ ଅଧିକ ବର୍ଷା, ସନ୍ଧ୍ୟା ସୁଦ୍ଧା ସ୍ଥିତି ସୁଧୁରିବା ନେଇ…

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ରାଜ୍ୟରେ ଲାଗି ରହିଥିବା ଲଗାଣ ବର୍ଷା କାରଣରୁ ବିଭିନ୍ନ ପ୍ରମୁଖ ନଦୀର ଜଳସ୍ତର ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି । ଫଳରେ ଉପକୂଳ ତଥା ଉତ୍ତର ଓଡ଼ିଶାର ଅନେକ ତଳିଆ ଅଞ୍ଚଳରେ ଏବେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଏହି…

ନାଉଗାଁ SRA ଭଞ୍ଜକିଶୋର ବେହେରାଙ୍କ ଘରେ ଭିଜିଲାନ୍ସ ରେଡ୍, ୩ କୋଟିରୁ ଅଧିକ…

ଭୁବନେଶ୍ୱର: ଅଗଷ୍ଟ ୧୨ ତାରିଖରେ ୩ କୋଟିରୁ ଅଧିକ ସରକାରୀ ପାଣ୍ଠିର ଅପବ୍ୟବହାର ପାଇଁ ଗିରଫ ହୋଇଥିବା ଜଗତସିଂପୁରର ନାଉଗାଁ ତହସିଲର ବରିଷ୍ଠ ରାଜସ୍ୱ ସହାୟକ (SRA) ଭଞ୍ଜ କିଶୋର ବେହେରାଙ୍କ ସହ ଜଡିତ ୬ଟି ସମ୍ପତ୍ତିରେ ସୋମବାର ଓଡ଼ିଶା ଭିଜିଲାନ୍ସ ଅଧିକାରୀମାନେ ଏକକାଳୀନ ଚଢ଼ାଉ କରିଛନ୍ତି।…

୫ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ: ହୀରାକୁଦର ଖୋଲିଲା ଆଉ ୩ ଗେଟ୍

ସମ୍ବଲପୁର: ରାଜ୍ୟରେ ଲଘୁଚାପ ଜନିତ ଲଗାଣ ବର୍ଷା ଜାରି ରହିଥିବା ବେଳେ ନଦୀଗୁଡ଼ିକର ଜଳସ୍ତରରେ ବୃଦ୍ଧି ଦେଖିବାକୁ ମିଳିଛି । ଉପରମୁଣ୍ଡ ତଥା ଛତିଶଗଡ଼ରେ ପ୍ରବଳ ବର୍ଷା କାରଣରୁ ହୀରାକୁଦ ଜଳଭଣ୍ଡାରକୁ ଲଗାତାର ଭାବେ ବନ୍ୟାଜଳ ପ୍ରବେଶ କରୁଛି । ଜଳଭଣ୍ଡାରର ଜଳସ୍ତରକୁ ନିୟନ୍ତ୍ରଣରେ ରଖିବା…

ଭିସା ଟେନସନ ଓ କାମର ଚାପ: କାହିଁକି ଆମେରିକା ଛାଡିବାକୁ ନିଷ୍ପତ୍ତି ନେଲେ ଭାରତୀୟ ମହିଳା?

ନୂଆଦିଲ୍ଲୀ: ବିଦେଶରେ ସ୍ଥାୟୀ ଭାବେ ବସବାସ କରିବା ଏବଂ କ୍ୟାରିୟର ଗଢ଼ିବା ଅନେକଙ୍କର ସ୍ୱପ୍ନ ଥାଏ । ତେବେ ପରିବାରର ସ୍ନେହ ଏବଂ ନିଜ ମାଟିର ଟାଣ ବେଳେବେଳେ ମଣିଷକୁ ସବୁକିଛି ଛାଡ଼ି ପୁଣିଥରେ ସ୍ୱଦେଶ ଫେରାଇ ଆଣିଥାଏ । ଠିକ୍ ଏମିତି ଏକ ଘଟଣା ଦେଖିବାକୁ ମିଳିଛି ପଙ୍ଖୁରୀ ନାମକ ଜଣେ ଭାରତୀୟ…

ମହିଳା ଡାକ୍ତରଖାନାର ଶିଶୁ ୱାର୍ଡରେ ଭୟାବହ ଅଗ୍ନିକାଣ୍ଡ, ୩ ନବଜାତକ ଜୀବନ୍ତ ଦଗ୍ଧ

ଅମରାବତୀ: ମହାରାଷ୍ଟ୍ରର ଅମରାବତୀ ଜିଲ୍ଲାରୁ ଏକ ଅତ୍ୟନ୍ତ ହୃଦୟବିଦାରକ ଖବର ସାମ୍ନାକୁ ଆସିଛି । ସେଠାରେ ଥିବା ଏକ ସରକାରୀ ମହିଳା ଡାକ୍ତରଖାନାର ଶିଶୁ ୱାର୍ଡରେ ଅଚାନକ ଭୟାବହ ଅଗ୍ନିକାଣ୍ଡ ଘଟି ତିନି ଜଣ ନବଜାତକଙ୍କର ଶୋଚନୀୟ ମୃତ୍ୟୁ ଘଟିଛି । ଏହି ଛାତିଥରା ଘଟଣା ସ୍ଥାନୀୟ ଅଞ୍ଚଳରେ ଶୋକର…

ବ୍ୟାଙ୍କ ୟୁନିୟନର ବଡ଼ ଘୋଷଣା: ସେପ୍ଟେମ୍ବର ଏବଂ ଅକ୍ଟୋବରରେ ବ୍ୟାପକ ଧର୍ମଘଟ, ଆଗୁଆ ସାରିଦିଅନ୍ତୁ ଜରୁରୀ କାମ

ନୂଆଦିଲ୍ଲୀ: ବ୍ୟାଙ୍କ ଗ୍ରାହକଙ୍କ ପାଇଁ ଏକ ଅତ୍ୟନ୍ତ ଜରୁରୀ ଖବର । ଆସନ୍ତା ସେପ୍ଟେମ୍ବର ଏବଂ ଅକ୍ଟୋବର ମାସରେ ଦେଶବ୍ୟାପୀ ବ୍ୟାଙ୍କ ସେବା ବ୍ୟାପକ ଭାବେ ପ୍ରଭାବିତ ହେବାକୁ ଯାଉଛି । ବ୍ୟାଙ୍କ କର୍ମଚାରୀଙ୍କ ସପ୍ତାହକୁ ୫ ଦିନିଆ କାର୍ଯ୍ୟ ଦିବସ ଏବଂ ନୂତନ ପର୍ଫରମାନ୍ସ ଲିଙ୍କଡ୍ ଇନସେଣ୍ଟିଭ୍…

‘ଆମେରିକାକୁ ସାଥ୍ ଦେଲେ ବୁନ୍ଦାଏ ତୈଳ ବି ବାହାରିବନି’, ପଡ଼ୋଶୀ ଦେଶଙ୍କୁ ଇରାନର ଖୋଲା ଧମକ

ତେହେରାନ: ଆମେରିକା ଏବଂ ଇରାନ ମଧ୍ୟରେ ଲାଗି ରହିଥିବା ତିକ୍ତତା ଏବେ ଏକ ନୂଆ ଏବଂ ବିସ୍ଫୋରକ ମୋଡ଼ ନେଇଛି । ମଧ୍ୟପ୍ରାଚ୍ୟରେ ପୁଣିଥରେ ଯୁଦ୍ଧର କଳାବାଦଲ ଘୋଟି ଆସୁଛି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ତାଙ୍କ ପ୍ରଶାସନ ପକ୍ଷରୁ ଇରାନ ଉପରେ ଏଯାବତ୍‌ର ସବୁଠାରୁ କଡ଼ା…

ସମୁଦ୍ରରେ ମିଶିଗଲା ପନାମାର କାର୍ଗୋ ଜାହାଜ, ୨୪ ଘଣ୍ଟା ପରେ ୨ ଉଦ୍ଧାର, ୨୨ ଏବେ ବି ନିଖୋଜ

ପାରାଦୀପ : ବଙ୍ଗୋପସାଗରରେ ଏକ ବଡ଼ ଧରଣର ଜାହାଜ ଦୁର୍ଘଟଣା ଘଟିଛି । ପାରାଦୀପ ବନ୍ଦରରୁ ଲୁହାପଥର ନେଇ ବିଦେଶ ଯାଉଥିବା ପାନାମା ପତାକାବାହୀ ଏକ ବିଶାଳ ମାଲବାହୀ ଜାହାଜ 'ଏମଭି ଓସେନ୍ ୱିନର୍' ସମୁଦ୍ର ମଝିରେ ବୁଡ଼ିଯାଇଛି । ମିଳିଥିବା ସୂଚନା ଅନୁଯାୟୀ, ଏହି କାର୍ଗୋ ଜାହାଜରେ ୨୪ ଜଣ କ୍ରୁ…