Latest Odisha News

BREAKING NEWS

Browsing Category

Uncategorized

ରବି ଶାସ୍ତ୍ରୀ ହୋଇ ପାରନ୍ତି ଇଂଲଣ୍ଡ କୋଚ !

ନୂଆଦିଲ୍ଲୀ: ଇଂଲଣ୍ଡ ଟିମ ଟେଷ୍ଟରେ ନୈରାଶ୍ୟଜନକ ପ୍ରଦର୍ଶନ ଜାରୀ ରଖିଛି । କୋଚ ବ୍ରେଣ୍ଡନ ମ୍ୟାକକୁଲାମଙ୍କ ବେଜବଲ ଫର୍ମୂଲା ସମ୍ପୂର୍ଣ୍ଣ ଭାବେ ଫେଲ ମାରିଛି । କ୍ରମାଗତ ୩ଟି ଟେଷ୍ଟ ହାରି ଅଷ୍ଟ୍ରେଲିଆ ନିକଟରୁ ଆଶେସ ସିରିଜ ହାତଛଡା କରିଥିବା ଇଂଲଣ୍ଡ ଟିମ ସମାଲୋଚିତ ହୋଇଛି । ରିପୋର୍ଟ…

ଥାଇଲ୍ୟାଣ୍ଡ-କମ୍ବୋଡିଆ ସୀମାରେ ବୁଲଡୋଜରରେ ଭଙ୍ଗାଗଲା ବିଷ୍ଣୁ ମୂର୍ତ୍ତି, ଦୃଢ଼ ଆଭିମୁଖ୍ୟ ଗ୍ରହଣ କଲା ଭାରତ

ନୂଆଦିଲ୍ଲୀ: କିଛି ଦିନ ପୂର୍ବେ, ଥାଇ ସେନା କାମ୍ବୋଡିଆ ସହିତ ଏକ ବିବାଦୀୟ ସୀମାବର୍ତ୍ତୀ ଅଞ୍ଚଳରେ ଭଗବାନ ବିଷ୍ଣୁଙ୍କ ଏକ ମୂର୍ତ୍ତିକୁ ନଷ୍ଟ କରିଦେଇଥିଲା । ବୁଲଡୋଜର ବ୍ୟବହାର କରି ମୂର୍ତ୍ତିଟିକୁ ଭାଙ୍ଗି ଦିଆଯାଇଥିଲା । ଏହି ଭିଡିଓଟି ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା, ଯାହା ପରେ…

Birth anniversary:ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ପିଏମ୍ ମୋଦୀ

ନୂଆଦିଲ୍ଲୀ: ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ୯୪ତମ ଜନ୍ମବାର୍ଷିକୀ।  ଏହି ଅବସରରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଜୟ ଘାଟରେ ନିର୍ମିତ ଭାରତରତ୍ନ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସମାଧି ‘ସଦୈବ ଅଟଳ’କୁ ଯାଇ ପୁଷ୍ପମାଲ୍ୟ ଅର୍ପଣ…

world-famous Dhanu Yatra: ଆଜିଠୁ ଦୁଲୁକିବ ବରଗଡ଼, ଧନୁଯାତ୍ରାର ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି

ବରଗଡ଼: ବିଶ୍ବ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ପାଇଁ ସଜେଇ ହୋଇଛି କଂସଙ୍କ ରାଜ ଦରବାର ସମେତ ରଂଗମହଲ ।ଯାହାକୁ ନେଇ ସାରା ବରଗଡ଼ ସହର ଚଳଚଂଚଳ ହୋଇ ଉଠିଥିବା ବେଳେ ଏହାର ପ୍ରସ୍ତୁତି କାମ ଯୋରସୋରରେ ଆଗେଇ ଚାଲିଛି ।  ଚଳିତଥର ୭୮ ବର୍ଷରେ ପଦାର୍ପଣ କରିବ ବରଗଡ଼ ଧନୁଯାତ୍ରା। ଆଜି (ବୁଧବାର)ଠାରୁ…

ଅଜବ ବ୍ୟବସ୍ଥା; ଟ୍ରେନ ଟଏଲେଟ ପାଖରେ ବସି ଯାତ୍ରା କଲେ ଓଡ଼ିଶା ଖେଳାଳି

ଭୁବନେଶ୍ୱର: ଉତ୍ତର ପ୍ରଦେଶରେ ହେବାକୁ ଥିବା ଜାତୀୟ ସ୍କୁଲ କୁସ୍ତି ଚାମ୍ପିଅନସିପରେ ଅଂଶଗ୍ରହଣ କରିବା ପାଇଁ ଓଡ଼ିଶାର ୧୬ ଜଣ ଯୁବ ଖେଳାଳିଙ୍କୁ ଅତ୍ୟନ୍ତ ଦୟନୀୟ ଭାବରେ ଟ୍ରେନରେ ଯାତ୍ରା କରିବାକୁ ବାଧ୍ୟ କରାଯାଇଥିବା ଜଣାପଡ଼ିଛି। ରାଜ୍ୟ ସ୍କୁଲ ଏବଂ ଗଣଶିକ୍ଷା ବିଭାଗ ଦ୍ୱାରା…

Sheikh Hasina Slams Yunus Govt: ବାଂଲାଦେଶରେ ଅଶାନ୍ତି ପାଇଁ ୟୁନୁସ ଦାୟୀ : ଶେଖ୍ ହସିନା

ନୂଆଦିଲ୍ଲୀ: ଗତ କିଛି ଦିନର ହିଂସା ଏବଂ ପ୍ରତିବାଦ ପରେ ଢାକାର ପରିସ୍ଥିତି ଶାନ୍ତ ଦେଖାଯାଉଥିଲେ ମଧ୍ୟ, ବାଂଲାଦେଶର ରାଜନୈତିକ ଦୃଶ୍ୟପଟରେ ଉତ୍ତେଜନା  ତୀବ୍ର ହୋଇଛି। ପୂର୍ବତନ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍ ହସିନା ମଧ୍ୟବର୍ତ୍ତୀକାଳୀନ ସରକାର ଏବଂ ଏହାର ମୁଖ୍ୟ ମହମ୍ମଦ ୟୁନୁସଙ୍କ ଉପରେ…

Imran Khan message: ଜେଲରୁ ବଡ଼ ବର୍ତ୍ତା ଦେଲେ ଇମ୍ରାନ ଖାନ, ରାଜରାସ୍ତାକୁ ଓହ୍ଲାଇବେ ଇମ୍ରାନଙ୍କ ସମର୍ଥକ

ନୂଆଦିଲ୍ଲୀ:  ତୋଶାଖାନା-୨ ଦୁର୍ନୀତି ମାମଲାରେ ପୂର୍ବତନ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଏବଂ ତାଙ୍କ ପତ୍ନୀ ବୁଶରା ବିବିଙ୍କୁ ୧୭ ବର୍ଷ ଜେଲଦଣ୍ଡ ଦିଆଯାଇଛି। ଏହା ପରେ, ଇମ୍ରାନ ଖାନ ଜେଲରୁ ଏକ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ପଠାଇଛନ୍ତି। ଏକ ରିପୋର୍ଟ ଅନୁଯାୟୀ, ଇମ୍ରାନ ଖାନ ତାଙ୍କ…

Health benefits: ସକାଳେ ଖାଲି ପେଟରେ ଦୁଇଟି କଞ୍ଚା ରସୁଣ ଖାଆନ୍ତୁ ମିଳିବ ଏସବୁ ଫାଇଦା, ଜାଣନ୍ତୁ…

ଓଡ଼ିଶା ସମ୍ବାଦ ବ୍ୟୁରୋ: ସମସ୍ତଙ୍କ ରୋଷେଇ ଘରେ ରସୁଣକୁ ମସଲା ଭାବରେ ବ୍ୟବହାର କରାଯାଏ। ଏହାକୁ ଔଷଧି ମଧ୍ୟ କୁହାଯାଏ କାରଣ ଏହା ଅନେକ ଔଷଧୀୟ ଗୁଣରେ ଭରପୂର। ପନିପରିବା, ଡାଲି, ମାଂସାହାରୀ ଖାଦ୍ୟ ଇତ୍ୟାଦିରେ ରସୁଣ ବିନା ଏହାର ସ୍ୱାଦ କିଛିଟା କମ୍ ଲାଗିଥାଏ । ରସୁଣରେ ଏତେ ପୋଷକ ତତ୍ତ୍ୱ…

BJP MLA :ପ୍ରତିଶ୍ରୁତି ପୂରଣ କରିବା ପରେ ୪ବର୍ଷ ପରେ ଚୁଟି କାଟିଲେ ବିଜେପି ବିଧାୟକ

ମହାରାଷ୍ଟ୍ର: ପ୍ରତିଶ୍ରୁତି ଦେଇଥିଲେ ଲୋକଙ୍କ ସମସ୍ୟାର ସମାଧାନ ନକରିବା ପର୍ଯ୍ୟନ୍ତ ନିଜ କେଶ କାଟିବେ ନାହିଁ । ୪ ବର୍ଷ ତଳେ ନେଇଥିଲେ ଶପଥ ଆଜି କଲେ ଫଳପ୍ରଦ। ମହାରାଷ୍ଟ୍ରର ବରିଷ୍ଠ ବିଜେପି ନେତା ଏବଂ ଘାଟକୋପର ପଶ୍ଚିମ ବିଧାନସଭା ନିର୍ବାଚନମଣ୍ଡଳୀର ବିଧାୟକ ରାମ କଦମ ବହୁ ଧୁମଧାମର ସହିତ…