Latest Odisha News

BREAKING NEWS

Browsing Category

Uncategorized

ଡ୍ୟୁଟି ଅବଧି ସରିଲା; ଅନ୍ତର୍ଜାତୀୟ ବିମାନକୁ ଜୟପୁରରେ ଛାଡି ପଳାଇଲେ ପାଇଲଟ୍

ଜୟପୁର: ଏୟାର ଇଣ୍ଡିଆ ଅନ୍ତର୍ଜାତୀୟ ବିମାନରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ଏୟାର ଇଣ୍ଡିଆର ଏକ ଅନ୍ତର୍ଜାତୀୟ ବିମାନଟିକୁ ଜଣେ ପାଇଲଟ ଜୟପୁର ବିମାନବନ୍ଦରରେ ଛାଡି ଚାଲି ଯାଇଥିବା ଭଳି ଘଟଣା ସାମ୍ନାକୁ ଆସିଛି। ତେବେ ପ୍ୟାରିସରୁ ଦିଲ୍ଲୀ ଆସୁଥିବା ଏହି ବିମାନରେ ୧୮୦ରୁ ଅଧିକ ଯାତ୍ରୀ…

ମେଟା ଉପରେ ୨୧୩ କୋଟିର ଫାଇନ ଲଗାଇଲା ସିସିଆଇ

ନୂଆଦିଲ୍ଲୀ: ଲୋକପ୍ରିୟ ମେସେଜିଂ ପ୍ଲାଟଫର୍ମ ହ୍ବାଟ୍ସଆପର ପ୍ୟାରେଣ୍ଟ୍ କମ୍ପାନୀ ମେଟା ଉପରେ ପ୍ରତିଯୋଗିତା ଆୟୋଗ ଅଫ୍ ଇଣ୍ଡିଆ (ସିସିଆଇ) ଏକ ବଡ଼ ଜୋରିମାନା ଲଗାଇଛି। ୨୦୨୧ ମସିହାରେ କମ୍ପାନୀ ଦ୍ବାରା ଜାରି କରାଯାଇଥିବା ହ୍ବାଟ୍ସଆପର ଗୋପନୀୟତା ନୀତି ଉପରେ ସିସିଆଇ ୨୧୩ କୋଟିର ଏହି…

କାହାକୁ ବିବାହ କରିବେ ଅଭିନେତ୍ରୀ କୀର୍ତ୍ତି ସୁରେଶ…

ନୂଆଦିଲ୍ଲୀ: ବିବାହ ବନ୍ଧନରେ ଆବଦ୍ଧ ହେବେ ସାଉଥ ଅଭିନେତ୍ରୀ କୀର୍ତ୍ତି ସୁରେଶ। ସେ ତାଙ୍କର ପୁରାତନ ବନ୍ଧୁଙ୍କୁ ବିବାହ କରିବେ ବୋଲି ଚର୍ଚ୍ଚା ହେଉଛି। କୀର୍ତ୍ତି ସୁରେଶ ୨୦୦୦ ମସିହାରେ ଶିଶୁ କଳାକାର ଭାବରେ ତାଙ୍କର ଚଳଚ୍ଚିତ୍ର ଜୀବନ ଆରମ୍ଭ କରିଥିଲେ। ସେ କିଛି ମାଲାୟାଲମ୍…

ବଢିବ କି ଆରବିଆଇ ଗଭର୍ଣ୍ଣରଙ୍କ କାର୍ଯ୍ୟକାଳ? 

ନୂଆଦିଲ୍ଲୀ: ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ କାର୍ଯ୍ୟକାଳ ଦ୍ୱିତୀୟ ଥର ପାଇଁ ବୃଦ୍ଧି ହେବାର ସମ୍ଭାବନା ରହିଛି। ମହାରାଷ୍ଟ୍ର ନିର୍ବାଚନ ପରେ ଏହାର ଘୋଷଣା କରାଯାଇପାରେ। ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, କେନ୍ଦ୍ରୀୟ ବ୍ୟାଙ୍କର…

ଇନଷ୍ଟାଗ୍ରାମ ଡାଉନ, ଲଗଇନ୍ କରିପାରୁନାହାନ୍ତି ୟୁଜର୍ସ

ନୂଆଦିଲ୍ଲୀ: ସୋସିଆଲ ମିଡିଆ ପ୍ଲାଟଫର୍ମ 'ଇନଷ୍ଟାଗ୍ରାମ' ବ୍ୟବହାର କରିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ୟୁଜର୍ସ। ଅନେକ ୟୁଜର୍ସ ସୋସିଆଲ ମିଡିଆ ପ୍ଲାଟଫର୍ମ 'ଏକ୍ସ'ରେ ଇନଷ୍ଟାଗ୍ରାମ ଜନିତ ସମସ୍ୟା ସମ୍ପର୍କରେ ଜଣାଇଛନ୍ତି। କେବଳ ଭାରତରେ ନୁହେଁ ଇନଷ୍ଟାଗ୍ରାମର ସେବା ବିଶ୍ୱର ଅନେକ…

ଅଟୋ ଡ୍ରାଇଭରଙ୍କ ନିଆରା ପଦକ୍ଷେପ, ନିଜ ଷ୍ଟାର୍ଟଅପ୍ ପାଇଁ କଲେ… 

ବେଙ୍ଗାଲୁରୁ: ବେଙ୍ଗାଲୁରୁ ସହରରେ ଷ୍ଟାର୍ଟଅପ କରିବାକୁ ଅନେକ ଲୋକ ସେମାନଙ୍କ ନୂତନ ଚିନ୍ତାଧାରା ଧରି ପ୍ରଚେଷ୍ଟା କରିବାରେ ଲାଗିଥାନ୍ତି। କିନ୍ତୁ ଷ୍ଟାର୍ଟଅପ୍ ପାଇଁ ବାଧକ ସାଜେ ପାଣ୍ଠି। ତେବେ  ଷ୍ଟାର୍ଟଅପ୍ ନିମନ୍ତେ ପାଣ୍ଠି ସଂଗ୍ରହ କରିବା ପାଇଁ ଅନେକ ନିବେଶକଙ୍କ ନିକଟକୁ ଯାଇଥାନ୍ତି।…

ଆମ୍ବୁଲାନ୍ସ ପାଇଁ ଝଗଡ଼ା ବନ୍ଦ କରିଦେଲେ ଦୁଇ ଗୋଷ୍ଠୀ, ତା’ପରେ… 

କାଲିକଟ: ଆମ୍ବୁଲାନ୍ସ ପାଇଁ ଝଗଡ଼ା ବନ୍ଦ କରିଦେଲେ ଦୁଇ ଗୋଷ୍ଠୀ। ଯାହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ସୂଚନା ଅନୁଯାୟୀ, ରାଜ୍ୟର କାଲିକଟ ଜିଲ୍ଲାର ଏକ ସ୍ଥାନୀୟ ସମବାୟ ବ୍ୟାଙ୍କ ରାସ୍ତାରେ ଦୁଇ ବିରୋଧୀ ଗୋଷ୍ଠୀ ପରସ୍ପର ସହ ଝଗଡ଼ା କରୁଥିଲେ। ବ୍ୟାଙ୍କର…

‘ଭୁଲଭୁଲେୟା ୩’କୁ ଟକ୍କର ଦେଇ ଭୁଲ୍ କଲେ: ଆମୀର

ମୁମ୍ବାଇ: ଚଳିତ ବର୍ଷ ଦୀପାବଳିରେ ରୋହିତ ଶେଟ୍ଟୀଙ୍କ 'ସିଂଘମ ଏଗେନ' ଏବଂ ଅନିସ୍ ବାଜମିଙ୍କ 'ଭୁଲ୍ ଭୁଲେୟା ୩' ଏକାସାଙ୍ଗରେ   ରିଲିଜ୍ ହୋଇଥିଲା। ରିଲିଜ୍ ହେବାର ତିନି ସପ୍ତାହ ପରେ ଆକଳନରୁ ଜଣାପଡିଛି ଯେ 'ଭୁଲ୍ ଭୁଲେୟା' ବକ୍ସ ଅଫିସରେ ବାଜି ମାରିବାରେ ସଫଳ ହୋଇପାରିଛି। ଏହାରି ମଧ୍ୟରେ…

୪୯ ସିଗାରେଟର ଧୁଆଁ ସହ ସମାନ ଦିଲ୍ଲୀର ବାୟୁ

ନୂଆଦିଲ୍ଲୀ: ଦିଲ୍ଲୀ-ଏନସିଆରରେ ବାୟୁ ପ୍ରଦୂଷଣ ପରିସ୍ଥିତି ବହୁତ ଖରାପ ପରିସ୍ଥିତିରେ ପହଞ୍ଚିଲାଣି। ବାଣ ଏବଂ ନଡା ଜଳିବା ପ୍ରଦୂଷଣର ମୁଖ୍ୟ କାରଣ ବୋଲି ଜଣାପଡିଛି। ବିଷାକ୍ତ ବାୟୁ ଯୋଗୁଁ ନିଶ୍ୱାସ ପ୍ରଶ୍ୱାସ ରେ ଅସୁବିଧା ସହ ଲୋକମାନେ ଆଖିରେ ଜ୍ୱଳନ ମଧ୍ଯ ଅନୁଭବ କରୁଛନ୍ତି। ତେବେ…

ବିଦ୍ୟାଳୟ ଛାତ୍ରୀଙ୍କ କେଶ କାଟିଦେଲେ ପ୍ରିନ୍ସିପାଲ୍, ଜାଣନ୍ତୁ କଣ ରହିଛି ଘଟଣା… 

ହାଇଦ୍ରାବାଦ: ଆନ୍ଧ୍ରପ୍ରଦେଶର ଅଲ୍ଲୁରି ସୀତାରାମ ରାଜୁ ଜିଲ୍ଲାର ଏକ ବିଦ୍ୟାଳୟରେ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ସକାଳ ପ୍ରାର୍ଥନା ସମୟରେ ବିଳମ୍ବରେ ଆସିଥିବା ଛାତ୍ରୀମାନଙ୍କର କେଶ କାଟିବା ସହ ମାଡ ମାରି ଖରାରେ ଛିଡା କରାଯାଇଥିବା ନେଇ ଅଭିଯୋଗ ହୋଇଛି। ଏପରିକି ଏହି ଘଟଣା ବିଷୟରେ…