Latest Odisha News

BREAKING NEWS

Browsing Category

Uncategorized

ମହିଳା କର୍ମଚାରୀଙ୍କ ପାଇଁ ଆଶ୍ୱସ୍ତି: ଲୋକସେବା ଭବନରେ ସାନିଟାରୀ ନାପକିନ୍ ଭେଣ୍ଡିଂ ମେସିନ୍ ଉଦଘାଟନ କଲେ…

ଭୁବନେଶ୍ୱର : ମହିଳା କର୍ମଚାରୀଙ୍କୁ ମିଳିଲା ଆଶ୍ଵସ୍ତି। ଲୋକସେବା ଭାବନର ମହିଳା କର୍ମଚାରୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର। ମହିଳାମାନଙ୍କ ସ୍ଵଚ୍ଛତାକୁ ଦୃଷ୍ଟିରେ ରଖି ଆଜି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସାନିଟାରୀ ନାପକିନ୍ ଭେଣ୍ଡିଂ ମେସିନ୍ ଓ…

ଅପରାଧୀଙ୍କୁ ଧରାଇଦେଲେ ମିଳିବ ୨୫ ପଇସା ପୁରସ୍କାର, କାହିଁକି ଏମିତି… 

ଯୋଧପୁର: ରାଜସ୍ଥାନର ଭରତପୁର ଜିଲ୍ଲାରୁ ଜଣେ ଅଭ୍ୟାସଗତ ଅପରାଧୀଙ୍କୁ ଗିରଫ କରିବା ପାଇଁ ରାଜସ୍ଥାନ ପୋଲିସ ପୁରସ୍କାର ରାଶି ଘୋଷଣା କରିଛି। ପୁରସ୍କାର ରାଶି ବିଷୟରେ ଜାଣିଲେ ଯେକେହିବି ଚକିତ ହୋଇପଡିବେ। ନଚେତ୍ ହସିହସି ବେଦମ ହୋଇଯିବେ। କାରଣ ପୁରସ୍କାର ରାଶି ହେଉଛି ୨୫ ପଇସା। ଯାହାର…

ମହାପ୍ରଭୁ ଜଗନ୍ନାଥଙ୍କ ଜମି ଜାଲିଆତି, ଥାନାରେ ଏତଲା

ପୁରୀ: ମହାପ୍ରଭୁ ଜଗନ୍ନାଥଙ୍କ ଜମି ଜାଲିଆତି ନେଇ ଥାନାରେ ଏତଲା। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପୁରୀ ବାସେଳିସାହି ଥାନାରେ ଦିଆଯାଇଛି ଏତଲା । ପୁରୀ ମାଟିତୋଟା ମୌଜାରେ ମହାପ୍ରଭୁଙ୍କ ନାଁରେ ଥିବା ଜମିକୁ ଜବରଦଖଲ କରି ବେଆଇନ ଭାବେ ହସ୍ତାନ୍ତର ଉଦ୍ୟମ ଅଭିଯୋଗ ହୋଇଥିବା ଜାଣିବାକୁ ମିଳିଛି।…

ଧନୁଷ ପଠାଇଲେ ୧୦ କୋଟିର ନୋଟିସ୍, ଜବାବ ଦେଲେ ନୟନତାରା

ମୁମ୍ବାଇ: ସାଉଥ୍ ଲେଡି ସୁପରଷ୍ଟାର୍ ନୟନତାରା ଅଭିନୟ ସହିତ ନିଜର ନିଆରା ଅନ୍ଦାଜ ପାଇଁ ଜଣାଶୁଣା। ସେ ନିଜର ଜୀବନ ଏବଂ କ୍ୟାରିୟର ଉପରେ ଆଧାରିତ ନେଟଫ୍ଲିକ୍ସ ଡକ୍ୟୁମେଣ୍ଟାରୀ 'ନୟନତାରା: ବିଅଣ୍ଡ୍ ଫେରି ଟେଲ୍' ଡକ୍ୟୁମେଣ୍ଟାରୀ ପାଇଁ ଲାଇମ୍ ଲାଇଟରେ ରହିଛନ୍ତି। ତେବେ ନିକଟରେ ଫିଲ୍ମର…

ହିନ୍ଦୁ ଝିଅର ବିବାହ ହିନ୍ଦୁ ପୁଅ ସହ ହେବା ଉଚିତ୍: ଧର୍ମଗୁରୁ

ନୂଆଦିଲ୍ଲୀ: ଧର୍ମଗୁରୁ ତଥା କଥାବାଚକ ଦେବକିନନ୍ଦନ ଠାକୁର ଆଜି ଦିଲ୍ଲୀରେ ସନାତନ ଧର୍ମ ସଂସଦ ଡାକିଛନ୍ତି। ଏହି ଧର୍ମ ସଂସଦରେ ଭାଗ ନେବାକୁ ମଲ୍ଲିକାର୍ଜୁନ ଖଡଗେ, ରାହୁଲ ଗାନ୍ଧୀ, ଜେପି ନଡ୍ଡା, ଅଖିଳେଶ ଯାଦବଙ୍କ ପରି ବହୁ ବଡ଼ବଡ଼ ନେତାଙ୍କୁ ନିମନ୍ତ୍ରଣ ପଠାଯାଇଛି। ଦେବକିନନ୍ଦନ ଠାକୁର…

ଆନ୍ତର୍ଜାତୀୟ ସ୍ପେସ୍ ଷ୍ଟେସନରେ ଲିକ୍, ଚିନ୍ତାରେ ନାସା

ନୂଆଦିଲ୍ଲୀ: ବିଗତ ପାଞ୍ଚ ବର୍ଷ ଧରି ଆନ୍ତର୍ଜାତୀୟ ସ୍ପେସ୍ ଷ୍ଟେସନ୍ (ଆଇଏସ୍ଏସ୍) ରେ ସାମାନ୍ୟ ଲିକ୍ ହେଉଛି ଓ  ଅତି କମରେ ୫୦ଟି ସ୍ଥାନ ଲିକେଜ ଥିବାର ସୂଚନା ମିଳିଛି। ନାସାର ଏକ ରିପୋର୍ଟ ଲିକ୍ ହେବାପରେ ଏନେଇ ଜଣାପଡିଛି।ଯେଉଁଥିରେ ଆଇଏସ୍ଏସ୍ ପ୍ରତି ବିପଦ ଥିବା ଉଲ୍ଲେଖ ରହିଛି। ଏହା…

ବଲାଙ୍ଗୀରରେ ଆପ୍ ଜିଲ୍ଲା ସଭାପତିଙ୍କୁ ମରଣାନ୍ତକ ଆକ୍ରମଣ

ବଲାଙ୍ଗୀର: ବଲାଙ୍ଗୀରରେ ଆମ ଆଦମୀ ପାର୍ଟି ଜିଲ୍ଲା ସଭାପତିଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଛି।  ଦଶରୁ ଉର୍ଦ୍ଧ ଅସାମାଜିକ ଯୁବକ ସଂଗବଦ୍ଧ ହୋଇ ବିଭିନ୍ନ ମାରଣାସ୍ତ୍ର ଦ୍ଵାରା ଆମ୍ ଆଦମୀ ପାର୍ଟିର ଜିଲ୍ଲା ସଭାପତି  ଆଶିଷ ପାଣ୍ଡେଙ୍କୁ ମରଣାନ୍ତକ ଆକ୍ରମଣ କରିଛନ୍ତି। ସେ ବର୍ତ୍ତମାନ ଗୁରୁତର…

ଝାରସୁଗୁଡାରେ ‘ନନ୍ଦଘର’ରେ ପରିଣତ ହେବ ୫୦୦ ଅଙ୍ଗନୱାଡି କେନ୍ଦ୍ର, ଅନିଲ ଅଗ୍ରୱାଲ ଫାଉଣ୍ଡେସନ ଏବଂ ଓଡ଼ିଶା ସରକାରଙ୍କ…

ଝାରସୁଗୁଡା: ଝାରସୁଗୁଡ଼ାରେ ‘ନନ୍ଦଘର’ରେ ପରିଣତ ହେବ ୫୦୦ ଅଙ୍ଗନୱାଡି କେନ୍ଦ୍ର। ଶିଶୁ ଦିବସ ଅବସରରେ ଅନିଲ ଅଗ୍ରୱାଲ ଫାଉଣ୍ଡେସନ ଏବଂ ଜିଲ୍ଲା ସାମାଜିକ କଲ୍ୟାଣ କାର୍ଯ୍ୟାଳୟ (ଡିଏସଡବ୍ଲୁଓ) ସହିତ ବୁଝାମଣାପତ୍ର ସ୍ୱାକ୍ଷର ହୋଇଛି।  ବେଦାନ୍ତ ଆଲୁମିନିୟମର ମୁଖ୍ୟ ପରିଚାଳନା ଅଧିକାରୀ ସୁନୀଲ…

କ’ଣ ଏହି ପ୍ରୋବା -୩ ମିସନ ? କାହିଁକି ଭାରତକୁ ବାଛିଲା ୟୁରୋପ ?

ନୂଆଦିଲ୍ଲୀ: ଭାରତରେ ପହଞ୍ଚିଥିବା ୟୁରୋପୀୟ ସ୍ପେସ ଏଜେନ୍ସିର ଏକ ସାଟେଲାଇଟ୍ ଆସନ୍ତା ମାସରେ ଇସ୍ରୋ ଦ୍ବାରା ଶ୍ରୀହରିକୋଟାରୁ ଲଞ୍ଚ ହେବ। ୧୪ ଦେଶ ଓ ୪୦ କମ୍ପାନୀର ଭାଗୀଦାରୀରେ ହେଉଥିବା ଏହି ମିସନର ନାଁ ରହିଛି ପ୍ରୋବା - ୩। ୟୁରୋପୀୟ ସ୍ପେସ ଏଜେନ୍ସି ନିଜର ସାଟେଲାଇଟ ନିଜେ ଲଞ୍ଚ କରୁଥିବା…

ଛାତ୍ରଙ୍କୁ ମରି ଯିବାକୁ ଧମକ ଦେଲା ଏଆଇ ଚାଟବୋଟ୍

ନୂଆଦିଲ୍ଲୀ: ଗୁଗୁଲର ଏଆଇ ଚାଟବଟ୍ ଜେମିନିକୁ ଅଫିସ୍ ହେଉ କିମ୍ବା ବିଦ୍ୟାଳୟ, ପ୍ରାୟ ସମସ୍ତେ ଭାଷା ଅନୁବାଦ ଏବଂ ବିଭିନ୍ନ ପ୍ରକାରର ସୂଚନା ପାଇଁ ବ୍ଯବହାର କରିଥାନ୍ତି। ଜଣେ ୨୯ ବର୍ଷ ବୟସ୍କ କଲେଜ ଛାତ୍ର ମଧ୍ୟ ଏହି ଟେକ୍ନୋଲୋଜି ବ୍ୟବହାର କରି କିଛି ସୂଚନା ମାଗିଥିଲେ ଯାହାର ଉତ୍ତରରେ ସେ…