Latest Odisha News

BREAKING NEWS

ମରାମତି କାର୍ଯ୍ୟ ପାଇଁ ଆସନ୍ତା ଦୁଇଦିନ ଆପଣଙ୍କ ସହରରେ ଏହି ସମୟରେ ବନ୍ଦ ରହିବ ବିଦ୍ୟୁତ ସେବା !

ଭୁବନେଶ୍ୱର: ମରାମତି କାର୍ଯ୍ୟ ପାଇଁ ଆସନ୍ତା ମଙ୍ଗଳବାର ଓ ବୁଧବାର ଦିନ ଏସିସବୁ ଅଞ୍ଚଳରେ ବିଦ୍ୟୁତ ସରବରାହ ବନ୍ଦ ରହିବା ନେଇ ସେସୁ ପକ୍ଷରୁ ଘୋଷଣା ହୋଇଛି ।

ମଙ୍ଗଳବାର (୧୦.୧୨.୧୯)

ଭୁବନେଶ୍ୱର ସହରାଞ୍ଚଳ

ମଞ୍ଚେଶ୍ୱର: ସକାଳ ୭ ଟାରୁ ୧୦ ଟା

କଳ୍ପନା-୧: ସକାଳ ୧୦ ଟାରୁ ୪ଟା

ଭୁବନେଶ୍ୱର ଗ୍ରାମାଞ୍ଚଳ

ଫୁଲନଖରା: ସକାଳ ୭ ଟାରୁ ୧୦ ଟା

କଟକ ସହରାଞ୍ଚଳ:

ମେଡିକାଲ, ମହାନଦୀ ବିହାର: ସକାଳ ୯ ଟାରୁ ୧୨ ଟା

କଟକ ଗ୍ରାମାଞ୍ଚଳ:

ଆଠଗଡ: ସକାଳ ୮ ଟାରୁ ୧୦.୩୦
ନଖରା ଓ ସଲଗାଓଁ ରେଳ ଷ୍ଟେସନ ଅଞ୍ଚଳ: ସକାଳ ୯ ଟାରୁ ୩ ଟା

ଢେଙ୍କାନାଳ

ଢେଙ୍କାନାଳ, ଗନ୍ଦିଆ: ସକାଳ ୯ ଟାରୁ ୩ ଟା

ବୁଧବାର(୧୧.୧୨.୧୯)

ଭୁବନେଶ୍ୱର ସହରାଞ୍ଚଳ:

ସପ୍ତଶତୀ ବିହାର, ପାଣ୍ଡରା, ବ୍ୟାଙ୍କ କଲୋନି : ସକାଳ ୯ ଟାରୁ ୧୨ ଟା

କଟକ ସହରାଞ୍ଚଳ

ଶିଶୁଭବନ, ଶିଖରପୁର: ଦିନ ୧୦ ଟାରୁ ୧୨ଟା

କଟକ ଗ୍ରାମାଞ୍ଚଳ:

ଆଠଗଡ଼, ବଡମ୍ବା, କାନପୁର, ଗୁରୁଡ଼ିଝାଟିଆ, ମାଣିଆବନ୍ଧ,ବାଲିଝରି: ସକାଳ ୮ ଟାରୁ ୧୨ଟା

ନୂଆଗାଁ, କଳିଆଘାଇ, ଅଦଶପୁର: ସକାଳ ୧୦ ଟାରୁ ୧ ଟା

ଗୋପାଳପୁର, ଟାଙ୍ଗୀ: ସକାଳ ୧୦ ଟାରୁ ୪ଟା

ଅଦଶପୁର, ଉତ୍ତରଣ: ଅପରାହ୍ନର ୩ ଟାରୁ ୫ଟା

ଢେଙ୍କାନାଳ

ଭୁବନ କାମାକ୍ଷାନଗର, ହିନ୍ଦୋଳ ରୋଡ଼, ଗନ୍ଦୀଆ, ଜୋରନ୍ଦା, ନିହାଲପ୍ରସାଦ: ସକାଳ ୮ ଟାରୁ ୨ ଟା ।

Leave A Reply

Your email address will not be published.