Latest Odisha News

ନୂଆ ରୂପରେ ସଞ୍ଜୁ ବାବା, ଦେଖନ୍ତୁ ଫଟୋ

ମୁମ୍ବାଇ: ସଞ୍ଜୟ ଦତ୍ତଙ୍କ ହେୟାର ଡ୍ରେସର ଆଲିମ ଖାନ ନୂଆ ଲୁକ୍ ସହିତ ଅଭିନେତା ସଞ୍ଜୟ ଦତ୍ତଙ୍କ କିଛି ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି।

ଏହି ଫଟୋରେ ସଞ୍ଜୁ ବାବା ଏକ ସନ ଗ୍ଲାସ ସହ ନୀଳ ରଙ୍ଗର ଟି-ସାର୍ଟ ପିନ୍ଧିଥିବା ନଜର ଆସିଛନ୍ତି। ଏହି ଫଟୋରେ କ୍ୟାପସନ୍ ଦିଆଯାଇଛି, ଆଃହା ଦ ରକ୍ ଷ୍ଟାର।

ସଞ୍ଜୟ ଦତ୍ତ କିଛି ଦିନ ପୂର୍ବରୁ କର୍କଟ ରୋଗରେ ଆକ୍ରାନ୍ତ ହୋଇଥିଲେ କିନ୍ତୁ ଏବେ ସେ ଭଲ ହୋଇ ତାଙ୍କ ପରିବାର ଏବଂ ସାଙ୍ଗମାନଙ୍କ ଗହଣକୁ ଫେରି ଆସିଛନ୍ତି । ସଞ୍ଜୟ ଖୁବ୍ ଶୀଘ୍ର ସେଟକୁ ଫେରିବେ ଏବଂ ତାଙ୍କର ବାକି ଥିବା ପ୍ରୋଜେକ୍ଟକୁ ସମ୍ପୂର୍ଣ୍ଣ ସଂପୂର୍ଣ୍ଣ କରିବେ । ତାଙ୍କ ପାଖରେ ପ୍ରୀତିରାଜ, ସମସେର ଏବଂ କେଜିଏଫ୍ ଭାଳି ଫିଲ୍ମସ ରହିଥିବା ନ୍ୟୁଜ ୧୮ ରେ ରିପୋର୍ଟ ପ୍ରକାଶ।

Leave A Reply

Your email address will not be published.