Latest Odisha News

BREAKING NEWS

Browsing Tag

Sanjay Dutt

ବଲିଉଡ ବାହାରେ ବଢୁଛି ସଞ୍ଜୁ ବାବାଙ୍କ ‘ଭାଉ’

ମୁମ୍ବାଇ: ଅନେକ ଚଳଚ୍ଚିତ୍ରରେ ଭିଲେନ୍ ଭୂମିକାରେ ଅଭିନୟ କରିଛନ୍ତି ସଞ୍ଜୟ ଦତ୍ତ। ତାଙ୍କୁ ଭିଲେନ୍ ଭାବରେ ମଧ୍ୟ ବହୁତ ପସନ୍ଦ କରାଯାଉଛି। ନିକଟରେ ମୁକ୍ତିଲାଭ କରିଥିବା ବ୍ଲକବଷ୍ଟର ଫିଲ୍ମ 'କେଜିଏଫ 2' ରେ ସଞ୍ଜୟଙ୍କ ଖଳନାୟକ ଅଭିନୟ ବେସ ସଫଳ ପାଇଥିଲା। ବଲିଉଡରେ ଭିଲେନ୍ ହୋଇ ସମସ୍ତଙ୍କ…

ବହୂଭାଷୀ ଫିଲ୍ମ ରାକ୍ଷୀରେ ଏକତ୍ର ଅଭିନୟ କରିବେ ସଞ୍ଜୟ, ଶାହାରୁଖ !

ମୁମ୍ବାଇ: ବଲିଉଡର ଦୁଇ ମହାନ କଳାକାର ସଞ୍ଜୟ ଦତ ଏବଂ ଶାହାରୁଖ ଖାଁ ଅନେକ ସୁପରହିଟ ଫିଲ୍ମ ପ୍ରଶଂସକଙ୍କୁ ଭେଟି ଦେଇଛନ୍ତି । ଖୁବ୍‌ଶୀଘ୍ର ଏକ ବିଗ ବଜେଟ ବହୁଭାଷୀ ଫିଲ୍ମରେ ଉଭୟ ଏକତ୍ର ଆସୁଛନ୍ତିି । ଶାହାରୁଖଙ୍କ ରା ୱାନ ଏବଂ ଓମ ଶାନ୍ତି ଓମରେ ସଞ୍ଜୟ ଅତିଥି କଳାକାର ଭାବେ ଅଭିନୟ କରିଥିଲେ…

ସଞ୍ଜୟ ଦତ୍ତ ଏବେ ସମ୍ପୂର୍ଣ୍ଣ ‘କର୍କଟମୁକ୍ତ

ନୂଆଦିଲ୍ଲୀ: ସଞ୍ଜୟ ଦତ୍ତଙ୍କ ସହ ଦୁଇଥର କାମ କରିଥିବା ଚଳଚ୍ଚିତ୍ର ନିର୍ମାତା ରାହୁଲ ମିତ୍ର ନିକଟରେ କର୍କଟ ରୋଗରେ ପୀଡିତ ହୋଇ ସେଥିରୁ କିଛି ମାତ୍ରାରେ ଆରୋଗ୍ୟ ଲାଭ କରିଥିବା ଅଭିନେତାଙ୍କ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମ୍ପୂର୍ଣ୍ଣ ବିବରଣୀ ପ୍ରଦାନ କରିଛନ୍ତି। ଏକ ସାକ୍ଷାତକାରରେ…

ଫିଲ୍ମ ତୋରବାଜ୍‌ରେ ଫେରୁଛନ୍ତି ସଂଜୟ ଦତ୍ତ !

ମୁମ୍ବାଇ: ଚଳିତବର୍ଷ ତିନୋଟି କାରଣକୁ ନେଇ ଚର୍ଚ୍ଚାରେ ରହିଛନ୍ତି ସଂଜୟ ଦତ୍ତ । ପ୍ରଥମତଃ ଫିଲ୍ମ କେଜିଏଫ୍‌-୨ରେ ତାଙ୍କ ୟୁନିକ୍ ଲୁକ୍‌, ଦ୍ୱିତୀୟତଃ ସଡକ-୨ର ବିଫଳତା ଓ ଶେଷରେ ଫୁସ୍‌ଫୁସ୍ କ୍ୟାନ୍ସର ପାଇଁ ଚିନ୍ତାରେ ପଡିଥିଲେ ତାଙ୍କ ଅଗଣିତ ଫ୍ୟାନ୍ । ହେଲେ କ୍ୟାନ୍ସର ସହ ଜୁଝିବା ପରେ ଏବେ…

ନୂଆ ରୂପରେ ସଞ୍ଜୁ ବାବା, ଦେଖନ୍ତୁ ଫଟୋ

ମୁମ୍ବାଇ: ସଞ୍ଜୟ ଦତ୍ତଙ୍କ ହେୟାର ଡ୍ରେସର ଆଲିମ ଖାନ ନୂଆ ଲୁକ୍ ସହିତ ଅଭିନେତା ସଞ୍ଜୟ ଦତ୍ତଙ୍କ କିଛି ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି। ଏହି ଫଟୋରେ ସଞ୍ଜୁ ବାବା ଏକ ସନ ଗ୍ଲାସ ସହ ନୀଳ ରଙ୍ଗର ଟି-ସାର୍ଟ ପିନ୍ଧିଥିବା ନଜର ଆସିଛନ୍ତି। ଏହି ଫଟୋରେ କ୍ୟାପସନ୍ ଦିଆଯାଇଛି, ଆଃହା ଦ…

KGF-2′ ର ସୁଟିଂ ସେଟ୍‌ରେ ସକ୍ରିୟ ସଂଜୟ ଦତ୍ତ !

ମୁମ୍ବାଇ: ଫୁସ୍‌ଫୁସ୍ କ୍ୟାନ୍ସରରେ ପୀଡିତ । ତଥାପି ହାର ମାନିନାହାନ୍ତି ଅନ୍‌ସ୍କ୍ରିନ୍ ମୁନ୍ନାଭାଇ ଓରଫ ସଂଜୟ ଦତ୍ତ । କେତେବେଳେ ଏୟାରପୋର୍ଟରେ ତାଙ୍କ ଫଟୋ ଭାଇରାଲ୍ ତ ପୁଣି କେତେବେଳେ ହେୟାର କଟିଂକୁ ନେଇ ଚର୍ଚ୍ଚା । ଏବେ ଫିଲ୍ମ କେଜିଏଫ୍‌-୨ର ସୁଟିଂ ଆରମ୍ଭ କରି ନିଜ ଫ୍ୟାନମାନଙ୍କୁ…

ସଂଜୟ ଦତ୍ତଙ୍କ ଭାଇରାଲ ଫଟୋ, କେତେ ସତ ?

ମୁମ୍ବାଇ: ସୋସିଆଲ୍ ମିଡିଆରେ ସଂଜୟ ଦତ୍ତଙ୍କର ଏକ ଫଟୋ ଭାଇରାଲ ହୋଇଛି । ଫଟୋକୁ ନେଇ ଚର୍ଚ୍ଚା ଯେତିକି ଜୋର ଧରିଛି, ତାଠୁ ଅଧିକ ଚର୍ଚ୍ଚାରେ ରହିଛି ସଂଜୟ ଦତ୍ତଙ୍କ ଲୁକ୍ । ତେବେ ଭାଇରାଲ ହୋଇଥିବା ଏହି ଫଟୋରେ କେତେ ରହିଛି ସତ୍ୟତା ? କିଛି ଦିନ ପବର୍ମରୁ ସଂଜୟ ଫୁସ୍‌ଫୁସ୍ କ୍ୟାନ୍ସରରେ…

ଫୁସ୍‌ଫୁସ୍‌ରେ ଲଗାତାର ଜମୁଛି ପାଣି, ତଥାପି ବିଦେଶ ଯିବେନି ସଂଜୟ ଦତ୍ତ !

ମୁମ୍ବାଇ: କିଛିଦିନ ପୂର୍ବରୁ ସଂଜୟ ଦତ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡିବା ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପରୀକ୍ଷଣରେ ଜଣାପଡିଥିଲା ସେ ଫୁସ୍‌ଫୁସ୍ କ୍ୟାନ୍ସରରେ ପୀଡିତ । ସେବେଠୁ ଶୁଣିବାକୁ ମିଳିଥିଲା ଚିକିତ୍ସା ପାଇଁ ସେ ବିଦେଶ ଯିବେ । ହେଲେ ଶେଷରେ ମୁମ୍ବାଇରେ ରହି…

ସଂଜୟ ଦତ୍ତଙ୍କୁ ଫୁସଫୁସ୍ କ୍ୟାନସର, ଚିକିତ୍ସା ପାଇଁ ଯିବେ ଆମେରିକା

ମୁମ୍ବାଇ: ସଞ୍ଜୟ ଦତ୍ତ ଫ୍ୟାନଙ୍କ ପାଇଁ ଖରାପ ଖବର । ସଞ୍ଜୁ ବାବାଙ୍କୁ କ୍ୟାନସର । ଫୁସଫୁସ କର୍କଟରେ ଆକ୍ରାନ୍ତ ହୋଇଛନ୍ତି । ଷ୍ଟେଜ ଥ୍ରୀ ଆଡଭାନ୍ସ କ୍ୟାନସର ହୋଇଛି । ଚିକିତ୍ସା ପାଇଁ ସେ ଆମେରିକା ଯିବେ ବୋଲି ସୂଚନା ମିଳିଛି । ତେବେ ଏଯାଏଁ ସଞ୍ଜୟ ଦତ୍ତଙ୍କ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା…

ହସ୍ପିଟାଲରେ ଭର୍ତ୍ତି ହେଲେ ବଲିଉଡ ଅଭିନେତା ସଂଜୟ ଦତ୍ତ

ମୁମ୍ବାଇ: ବଲିଉଡ ଅଭିନେତା ସଂଜୟ ଦତ୍ତ ଆଜି ମୁମ୍ବାଇର ଲୀଲାବତୀ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରିବାରୁ ତାଙ୍କୁ ଡାକ୍ତରଖାନାକୁ ଅଣାଯାଇଛି । ତାଙ୍କୁ ପ୍ରଥମେ ଆଇସିୟୁରେ ଭର୍ତ୍ତି କରାଯାଇଥିଲେ ସୁଦ୍ଧା ତାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା…