Latest Odisha News

ଚୀନ, ପାକିସ୍ତାନ, ରୁଷିଆରେ ଆମେରିକାର ସିଆଇଏ ଏଂଜେଟଙ୍କୁ ହତ୍ୟା କରାଯାଉଛି !

ୱାଶିଂଟନ: ଆମେରିକାର ଗୋଇନ୍ଦ ସଂସ୍ଥା ସିଆଇଏ ଏବେ ଚିନ୍ତାରେ ପଡିଛି । ବିଭିନ୍ନ ଦେଶରେ ସେମାନଙ୍କ ଗୋଇନ୍ଦା ଏଜେଂଟକୁ ହତ୍ୟା କରାଯାଉଛି । ବିଶେଷ କରି ରୁଷିଆ, ଚୀନ, ଇରାନ ଓ ପାକିସ୍ତାନରେ ଏ ଭଳି ଘଟଣା ବାରମ୍ବାର ସାମ୍ନାକୁ ଆସୁଛି । ଏପରିକି କେତେକ ଏଜେଂଟଙ୍କୁ ଆମେରିକା ପଛରେ ଲଗାଇ ଦିଆଯାଉଛି । ଆମେରିକା ବିଭିନ୍ନ ଦେଶରେ ଥିବା ନିଜ ଅଧିକାରୀମାନଙ୍କୁ ଏ ନେଇ ସତର୍କ କରାଇ ଦେଇଛି ।

ଚୀନ ଏବଂ ଆମେରିକା ମଧ୍ୟରେ ଦୀର୍ଘ ଦିନ ଧରି ଅଶାନ୍ତି ଲାଗି ରହିଛି । ଏପରି କ୍ଷେତ୍ରରେ ଚୀନ ପାଲଟା ରଣନୀତି ଆପଣାଇ ଆମେରିକାର ଗୋଇନ୍ଦା ଅଧିକାରୀଙ୍କୁ ତାଙ୍କ ଦେଶର ଗୁପ୍ତ ତଥ୍ୟ ହାସଲ କରାଇବାରେ ନିୟୋଜିତ କରାଯାଉଛି । ଯାହାକି ଆମେରିକାର ମୁଣ୍ଡ ବ୍ୟଥାର କାରଣ ହୋଇଛି ।

Leave A Reply

Your email address will not be published.