ସଙ୍ଗୀତ : ବାଳକୃଷ୍ଣ ଦାଶ
ଗୀତ : ନାରାୟଣ ପ୍ରସାଦ ସିଂହ
ଗାୟନ : ମହମ୍ମଦ୍ ସିକନ୍ଦର ଆଲାମ୍ ଓ ସିପ୍ରା ବୋଷ
ଚଳଚ୍ଚିତ୍ର : ନୂଆବୋଉ, ୧୯୬୨
ଦିଲ୍ ଦେବି
ଦିଲ୍ ଦେବି
ଦିଲ୍ ଦେବିରେ
ବସାଇବି ନେଇ ତୋତେ
ଦିଲ୍ର ମଞ୍ଜିଲ୍ରେ
ଦିଲ୍ ଦେବି ଦିଲ୍ ଦେବି
ଦିଲ୍ଟା ଦେବି ମୋର କାଟିରେ
ଦୁହିଁଙ୍କୁ ଅଧାଅଧି ବାଣ୍ଟିରେ
ଭାଗକଲେ ଅଭିମାନ
କେହି ନ କରିବରେ
ଦିଲ୍ ଦେବି ଦିଲ୍ ଦେବି
ଦିଲ୍ ଦେବି
ଦିଲ୍ ଦେବି
ଦିଲ୍ ଦେବିରେ
ବସାଇବି ନେଇ ତୋତେ
ଦିଲ୍ର ମଞ୍ଜିଲ୍ରେ
ଦିଲ୍ ଦେବି ଦିଲ୍ ଦେବି
ଲଗାଇ କହୁଛି ବାଜିରେ
ମିଆଁ ବିବି ଯେବେ ରାଜିରେ
କଡ଼ାଗଣ୍ଡା କରି ପ୍ରେମ
କରିବା ହାସଲ୍ରେ
ଦିଲ୍ ଦେବି ଦିଲ୍ ଦେବି
ଦିଲ୍ ଦେବି
ଦିଲ୍ ଦେବି
ଦିଲ୍ ଦେବିରେ
ବସାଇବି ନେଇ ତୋତେ
ଦିଲ୍ର ମଞ୍ଜିଲ୍ରେ
ଦିଲ୍ ଦେବି ଦିଲ୍ ଦେବି
କଥା ମୁଁ ତୋର ଜାଣେରେ
ପାଇଛୁ କେତେ ଦୁଃଖ ମନେରେ
ପାଇବୁ ତୁ ଏହି ଦିଲ୍ ବଡ଼ ମୁସ୍କିଲ୍ରେ
ଦିଲ୍ ଦେବି ଦିଲ୍ ଦେବି
ଦିଲ୍ ଦେବି
ଦିଲ୍ ଦେବି
ଦିଲ୍ ଦେବିରେ
ବସାଇବି ନେଇ ତୋତେ
ଦିଲ୍ର ମଞ୍ଜିଲ୍ରେ
ଦିଲ୍ ଦେବି ଦିଲ୍ ଦେବି
ସୂର୍ଯ୍ୟ ଦେଓଙ୍କ ଓଡ଼ିଆ ସିନେମା ଗୀତ ୧୯୩୬-୬୯ ବହିରୁ
ନିଜ ମନ ପସନ୍ଦର ଗୀତ ପାଇଁ ନିମ୍ନ ଆଇଡିରେ ମେଲ କରନ୍ତୁ।
( editorodishasambad@gmail.com )
Comments are closed.