Latest Odisha News

BREAKING NEWS

Browsing Tag

Abhula gita

ଅଭୁଲା ଗୀତ : ଜାଗ ବରଦା ଗୋ

ଗାୟନ : ସନ୍ଧ୍ୟା ମୁଖାର୍ଜୀ ସଙ୍ଗୀତ :ନଚିକେତା ଘୋଷ ଗୀତ : ସତ୍ୟ ନାରାୟଣ ପଣ୍ଡା ଚଳଚ୍ଚିତ୍ର : ମହାଲକ୍ଷ୍ମୀ ପୂଜା, ୧୯୫୯ ଜାଗ ବରଦା ଗୋ ଜାଗ ବରଦା ଗୋ ଜାଗ ଅଭୟା ଗୋ ଘେନ ପୂଜାଫୁଲ ହାର ଜୁହାର ମା’ ଗୋ ଏହି ଭଙ୍ଗାମାଟି ଘରେ କି ଦେଇପାରିବି ଆଜ ଅଭାଗିନୀ…

ଅଭୁଲା ଗୀତ : ରାଧିକା ମୋହନ

ଗାୟନ : ସନ୍ଧ୍ୟା ମୁଖାର୍ଜୀ ସଙ୍ଗୀତ : ଶ୍ରୀକୁମାର ଗୀତ : ପାର୍ଥସାରଥୀ ମହାପାତ୍ର ଚଳଚ୍ଚିତ୍ର : ପରିଣାମ, ୧୯୬୦ ରାଧିକା ମୋହନ ରାଧିକା ମୋହନ ଏବେ ପଦ ତଳେ ନିଅ ଡାକି ଆଉ କେତେ କନ୍ଦାଇବ ନୟନ ଗଲାଣି ଶୁଖି ରାଧିକା ମୋହନ ଏବେ ପଦ ତଳେ ନିଅ ଡାକି…

ଅଭୁଲା ଗୀତ : ଆଲୋ କଳାଶାରୀ!

ଗାୟନ : ତୃପ୍ତି, ଗୀତା, ଜୟଶ୍ରୀ ଓ ମୀରା ସଙ୍ଗୀତ : ଅକ୍ଷୟ ମହାନ୍ତି ଗୀତ : ସ୍ୱରୂପ ନନ୍ଦନ ନାୟକ ଚଳଚ୍ଚିତ୍ର : ସଂସାର, ୧୯୭୩ ଆଲୋ କଳାଶାରୀ! ପ୍ରଥମ ନାୟିକା: ଆଲୋ କଳାଶାରୀ! କିଏ ତୋର ଶୁଆ ଆଲୋ କଳାଶାରୀ! କିଏ ତୋର ଶୁଆ ଆହା! ବର ସେ’ ତ କଲକତିଆ ବର ସେ’ ତ କଲକତିଆ…

ଅଭୁଲା ଗୀତ : ମରୁଆ ଫୁଟିଲା ବନେ

ଗାୟନ : ରାଧାରମଣ ରାୟ ଓ କମଳା ଦେବୀ ସଙ୍ଗୀତ : ଗୌର ଗୋସ୍ୱାମୀ ସୁରେନ୍ ପାଲ୍‌ ଗୀତ : ରାଧାରମଣ ରାୟ ଚଳଚ୍ଚିତ୍ର : ରୋଲସ୍ ଟୁ ଏଇଟ୍‌, ୧୯୫0 ନାୟିକା :ମରୁଆ ଫୁଟିଲା ବନେ ମନକଥା ମୋର ମନ ନ ମାନେ ମନ ନ ମାନେ ମୋ ନାହିଁ କେ ଶୁଣିବ ଜଣେ ନାହିଁ କେ ଶୁଣିବ ଜଣେ ହାୟ ହାୟ! ନାୟକ…

ଅଭୁଲା ଗୀତ : ମନ ମାରି ଦେ’ନା

ଗାୟନ : ମହମ୍ମଦ ସିକନ୍ଦର ଆଲାମ୍‌, ସିପ୍ରା ବୋଷ ସଙ୍ଗୀତ : ଶ୍ରୀକୁମାର ଗୀତ : ନରସିଂହ ମହାପାତ୍ର ଚଳଚ୍ଚିତ୍ର : ବନ୍ଧନ, ୧୯୬୯ ମନ ମାରି ଦେ’ନା ନାୟକ: ନା ନା ନା ରେ ମନ ମାରି ଦେ’ନା ତୁ ମନ ମାରିଲେ ଜଳେ ମୋ ଦୁନିଆ ନାୟିକା: ଯା ଯା ଯା’ରେ ମୋ ସାଥେ ଲଗାନା…

ଅଭୁଲା ଗୀତ : କଳିଯୁଗ କୃଷ୍ଣ ମୁହିଁ

ଗାୟନ : ଅକ୍ଷୟ ମହାନ୍ତି ସଙ୍ଗୀତ : ଶ୍ରୀକୁମାର ଗୀତ : ସ୍ୱରୂପ ନନ୍ଦନ ନାୟକ ଚଳଚ୍ଚିତ୍ର : ସ୍ତ୍ରୀ, ୧୯୬୯ କଳିଯୁଗ କୃଷ୍ଣ ମୁହିଁ କଳିଯୁଗ କୃଷ୍ଣ ମୁହିଁ ତୁ ମୋ ହିରୋଇନ୍‌ ଲୋ ରାଧା ତୁ ମୋ ହିରୋଇନ୍‌ ହେ ରାଧା ତୁ ମୋ ହିରୋଇନ୍‌ ତୋହରି ପାଇଁ କଲିଜା ମୋର ହେଲା ଲୋ ଏକ ଦୁଇ…

ଅଭୁଲା ଗୀତ : ଉଡ଼ିଗଲେ ଗେଣ୍ଡାଳିଆ

ଗାୟନ : ଅକ୍ଷୟ ମହାନ୍ତି ସଙ୍ଗୀତ : ଶ୍ରୀକୁମାର ଗୀତ : କାଳୀଚରଣ ପଟ୍ଟନାୟକ ଚଳଚ୍ଚିତ୍ର : ମାଟିର ମଣିଷ (୧୯୬୮) ଉଡ଼ିଗଲେ ଗେଣ୍ଡାଳିଆ ଉଡ଼ିଗଲେ ଗେଣ୍ଡାଳିଆ ଝାଡ଼ି ଦେଲେ ପର ଝାଡ଼ିଦେଲେ ପର ଉଡ଼ିଗଲେ ଗେଣ୍ଡାଳିଆ ଝାଡ଼ି ଦେଲେ ପର ରେ ରଜାଝିଆ ବାହୁନୁଚି ଦେଖି ବୁଢ଼ାବର ଆହା…

ଅଭୁଲା ଗୀତ : ତୁମକୁ ପାରୁନି ତ ଭୁଲି

ଗାୟନ : ମହମ୍ମଦ ରଫି ସଙ୍ଗୀତ : ଶାନ୍ତନୁ ମହାପାତ୍ର ଗୀତ : ଗୁରୁକୃଷ୍ଣ ଗୋସ୍ୱାମୀ ଚଳଚ୍ଚିତ୍ର : ଅରୁନ୍ଧତୀ, ୧୯୬୯ ତୁମକୁ ପାରୁନି ତ ଭୁଲି ମୁହଁରେ ହସ ଏ ଛାତିରେ ଦରଜ ରଖି ମୁଁ ଯାଉଛି ଯେ ଚାଲି ତୁମକୁ ପାରୁନି ତ ଭୁଲି ବରଷା ନହେଲେ ଶୁଖେ ସିନା…

ଅଭୁଲା ଗୀତ : ଜୋଛନା ଲୁଚନା

ଗାୟନ : ନିର୍ମଳା ମିଶ୍ର ସଙ୍ଗୀତ :  ବାଳକୃଷ୍ଣ ଦାଶ ଗୀତ :  ନାରାୟଣ ପ୍ରସାଦ ସିଂହ ଚଳଚ୍ଚିତ୍ର : ଅଦିନ ମେଘ ଜୋଛନା ଲୁଚନା ଜୋଛନା ଲୁଚନା, ଦୂର ନୀଳ ଗଗନେ ଏ ମନ ମନେନା, ଏଇ ମଧୁ ଲଗନେ ଜୋଛନା ଲୁଚନା , ଲୁଚନା ସମୀରେ ସୁରଭି ଭରା ଆକାଶେ…

ଅଭୁଲା ଗୀତ : ବାରି ଝରେ

ଗାୟନ : ଉଦୟନାଥ ସାହୁ ସଙ୍ଗୀତ : କାଳୀଚରଣ ଉଦୟନାଥ ଗୀତ : କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକ ଚଳଚ୍ଚିତ୍ର : ନାରୀ, ୧୯୬୩ ବାରି ଝରେ ନାୟକ:ବାରି ଝରେ ବାରି ଝରେ ବାରି ଝରେ ଅଦିନ ଘୋର ଘନ ଘେରି ନୀଳାମ୍ବରେ ନାୟିକା:କେ’ ପିଆସୀ ମୋରେ ଡାକେରେ କେ’ ପିଆସୀ ମୋରେ ଡାକେରେ…