Latest Odisha News

BREAKING NEWS

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ; ଆସନ୍ତାକାଲି ମଧ୍ୟପ୍ରଦେଶରେ ହେବ ଫ୍ଲୋର୍ ଟେଷ୍ଟ !

ନୂଆଦିଲ୍ଲୀ: ଆସନ୍ତାକାଲି ଅର୍ଥାତ୍ ମାର୍ଚ୍ଚ ୨୦ ତାରିଖ ଶୁକ୍ରବାର ଦିନ ମଧ୍ୟପ୍ରଦେଶର କମଳନାଥ ସରକାର ଫ୍ଲୋରଟେଷ୍ଟର ସମ୍ମୁଖୀନ ହେବେ ।

ଗୁରୁବାର ଦିନ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଆସନ୍ତାକାଲି ସନ୍ଧ୍ୟା ୫ଟା ସମୟରେ ମଧ୍ୟପ୍ରଦେଶ ବିଧାନସଭାରେ ଅନୁଷ୍ଠିତ ହେବ ଫ୍ଲୋର୍ ଟେଷ୍ଟ ।

Leave A Reply

Your email address will not be published.