Latest Odisha News

BREAKING NEWS

ଜାଣନ୍ତୁ, ନବୀନଙ୍କ ମନ୍ତ୍ରୀମଣ୍ଡଳରେ କେଉଁ ବିଭାଗ କିଏ ପାଇଲେ

ଭୁବନେଶ୍ୱର: କ୍ରମାଗତ ଭାବେ ପଞ୍ଚମ ଥର ଲାଗି ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ପରେ ନବୀନ ପଟ୍ଟନାୟକ ତାଙ୍କ ନୂଆ ମନ୍ତ୍ରୀମଣ୍ଡଳର ବିଭାଗ ବଣ୍ଟନ କରିଛନ୍ତି ।

ନବୀନ ନିଜେ ଗୃହ ଓ ସାଧାରଣ ପ୍ରଶାସନ ବିଭାଗ ରଖିଥିବା ବେଳେ ୧୧ ଜଣ କ୍ୟାବିନେଟ ମନ୍ତ୍ରୀଙ୍କୁ ମଧ୍ୟ ବିଭିନ୍ନ ବିଭାଗ ବଣ୍ଟନ କରିଛନ୍ତି ।

କ୍ୟାବିନେଟ ମନ୍ତ୍ରୀ:

ନିରଞ୍ଜନ ପୂଜାରୀ: ଅର୍ଥ ଓ ଅବକାରୀ

ରଣେନ୍ଦ୍ର ପ୍ରତାପ ସ୍ୱାଇଁ: ଖାଦ୍ୟ, ଯୋଗାଣ ଓ ସମବାୟ

ପଦ୍ମନାଭ ବେହେରା: ବାଣିଜ୍ୟ, ପରିବହନ, ଯୋଜନା ଓ ସମ୍ମନ୍ୱୟ

ଟୁକୁନି ସାହୁ: ମହିଳା ଓ ପରିବାର କଲ୍ୟାଣ, ମିଶନ ଶକ୍ତି

ସୁଦାମ ମାରାଣ୍ଡି: ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ

ନବ ଦାସ: ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ

ଅରୁଣ ସାହୁ: କୃଷି, ମତ୍ସ୍ୟ ଓ ପଶୁ ସମ୍ପଦ, ଉଚ୍ଚ ଶିକ୍ଷା

ବିକ୍ରମ ଆରୁଖ: ଜଙ୍ଗଲ ଓ ପରିବେଶ, ସଂସଦୀୟ ବ୍ୟାପାର

ପ୍ରଫୁଲ୍ଲ ମଲ୍ଲିକ: ଖଣି, ଇସ୍ପାତ, ପୂର୍ତ୍ତ ଓ ଗୃହ (ରାଜ୍ୟ ପାହ୍ୟା)

ପ୍ରତାପ ଜେନା: ପଞ୍ଚାୟତିରାଜ, ଆଇନ ଓ ନଗର ଉନ୍ନୟନ

ସୁଶାନ୍ତ ସିଂହ: ଗ୍ରାମ ଉନ୍ନୟନ ଓ ଶ୍ରମ ବିଭାଗ

ରାଷ୍ଟ୍ରମନ୍ତ୍ରୀ:

ଜଗନ୍ନାଥ ସାରକା: ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ, ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ

ଦିବ୍ୟ ଶଙ୍କର ମିଶ୍ର: ଶକ୍ତି, ଶିଳ୍ପ, ସୂକ୍ଷ୍ମ, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ

ଅଶୋକ ଚନ୍ଦ୍ର ପଣ୍ଡା: ବିଜ୍ଞାନ ଓ କାରିଗରି, ସାଧାରଣ ଉଦ୍ୟୋଗ, ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ସଶକ୍ତିକରଣ

ସମୀର ରଞ୍ଜନ ଦାଶ: ବିଦ୍ୟାଳୟ ଓ ଗଣଶିକ୍ଷା

ଜ୍ୟୋତି ପ୍ରକାଶ ପାଣିଗ୍ରାହୀ: ପର‌୍ୟ୍ୟଟନ, ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି

ପ୍ରେମାନନ୍ଦ ନାୟକ: ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା

ରଘୁନନ୍ଦନ ଦାସ: ଜଳସମ୍ପଦ, ସୂଚନା ଓ ଲୋକସମ୍ପର୍କ

ପଦ୍ମିନୀ ଦିଆନ: ହସ୍ତତନ୍ତ, ବୟନଶିଳ୍ପ ଏବଂ ହସ୍ତଶିଳ୍ପ

ତୁଷାରକାନ୍ତି ବେହେରା: ଆଇଟି କ୍ରୀଡା ଓ ଯୁବ ବ୍ୟାପାର ବିଭାଗ

Leave A Reply

Your email address will not be published.