Latest Odisha News

BREAKING NEWS

ବଲିଉଡ଼ ଫିଲ୍ମ ‘ମଲାଲ୍’ ଗୀତରେ ଓଡ଼ିଆ ଅଭିନେତ୍ରୀଙ୍କ କମାଲ୍…

ଭୁବନେଶ୍ୱର : ସଞ୍ଜୟ ଲୀଲା ଭସାଂଲିଙ୍କ ଆଗାମୀ ଚଳଚ୍ଚିତ୍ର ‘ମାଲାଲ’ରେ ଓଡ଼ିଆ ଆକ୍ଟ୍ରେସଙ୍କ କମାଲ୍ ଦେଖିବାକୁ ମିଳିବ ।

ଓଡିଆ ଝିଅ ସୁଶ୍ରୀ ଶ୍ରେୟା ମିଶ୍ର ଏକ ସ୍ପେଶାଲ ହିଟ୍ ନଂ ‘ଆଇଲା ରେ’ ଜରିଆରେ ବଡ ପରଦାରେ ଧୁମ୍ ମଚାଇବାକୁ ଯାଉଛନ୍ତି । ପ୍ରଡକ୍ସନ ହାଉସ ପକ୍ଷରୁ ଏହି ଫିଲ୍ମର ପ୍ରଥମ ଗୀତ ରିଲିଜ ହୋଇଛି । ଗୀତର କୋରିଓଗ୍ରାଫି ଗଣେଶ ଆଚାର୍ଯ୍ୟ କରିଛନ୍ତି ।

ଏନେଇ ସୁଶ୍ରୀ ଟ୍ୱିଟ୍ କରିଛନ୍ତି ।

ଏହି ୨୮ ବର୍ଷୀୟା ଅଭିନେତ୍ରୀ ଜଣକ ଶାରୁଖାନଙ୍କ ଅଭିନିତ ଫିଲ୍ମ ‘ଜୁରୋ’ ମାଧ୍ୟମରେ ବଲିଉଡରେ ଡେବ୍ୟୁ କରିଥିଲେ । ସେ ୨୦୧୬ ଓ ୨୦୧୯ରେ କିଙ୍ଗଫିସର କ୍ୟାଲେଣ୍ଡରରେ ସ୍ଥାନ ପାଇଥିଲେ ।

Leave A Reply

Your email address will not be published.