ମୁମ୍ବାଇ: ଲକ ଡାଉନ ବେଳେ ଘରୁ ବାହାରି ପୋଲିସର ଲାଠି ମାଡ ଖାଇଲେ କମେଡିଆନ୍ ଗୁଥି ଓରଫ ସୁନୀଲ ଗ୍ରୋଭର । ତେବେ ଏକଥା ଆମେ କହୁନୁ । ସେ ନିଜ ଇଂଷ୍ଟାଗ୍ରାମରେ ସେୟାର କରିଥିବା ଦୁଇଟି ଫଟୋକୁ ଦେଖିଲେ ଏହା ଜଣାପଡୁଛି । ତାଙ୍କର ଏହି ଦୁଇ ଫଟୋ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି ।
ସୁନୀଲ ନିଜେ ଏହି ଦୁଇଟ ଫଟୋ ବା ମିମ୍କୁ ସେୟାର କରି ଭଗବାନଙ୍କ ପାଇଁ ଘରେ ରୁହନ୍ତୁ। କାରଣ ବାହାରକୁ ଆସିଲେ ପୋଲିସର ମାଡ ଖାଇବାକୁ ପଡ଼ିବ ବୋଲି କ୍ୟାପସନରେ ଲେଖିଛନ୍ତି । ସୁନୀଲ ନିଜର ଏହି ୨ଟି ମିମ୍ ଜରିଆରେ ଲୋକଙ୍କୁ ଘରେ ରହିବାକୁ ସଚେତନ କରିଛନ୍ତି।
କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ପାଇଁ ମୋଦୀ ସରକାର ୨୧ ଦିନ ଯାଏଁ ସାରା ଦେଶରେ ଲକ ଡାଉନ ଘୋଷଣା କରିଛନ୍ତି । ଏହି ସମୟରେ ଘରେ ରହିବାକୁ ସମସ୍ତେ ବାଧ୍ୟ । ତେବେ ଅନେକ ଲୋକେ ଏହାକୁ ମାନୁ ନାହାନ୍ତି । ଯେଉଁମାନେ ଆବଶ୍ୟକ ନଥାଇ ଘରୁ ବାହାରକୁ ବାହାରୁଛନ୍ତି ସେମାନଙ୍କ ଉପରେ ପୋଲିସର ଥାର୍ଡ ଡିଗ୍ରୀ ଚାର୍ଜ କରୁଛି ।
BREAKING NEWS
- Monalisa Marries Boyfriend: ହାତକୁ ଦୁଇହାତ ହେଲେ ମହାକୁମ୍ଭ ଭାଇରାଲ ଗାର୍ଲ୍, ମୁସଲିମ ବୟଫ୍ରେଣ୍ଡଙ୍କ ସହ ମନ୍ଦିରରେ କଲେ ବିବାହ
- ଗ୍ରୀଷ୍ମ ଆରମ୍ଭରୁ ରାଜ୍ୟ ସରକାରଙ୍କ ସ୍ବତନ୍ତ୍ର ପଦକ୍ଷେପ: ଖରାଦିନେ ହେବନି ବିଜ୍ୟୁତ କାଟ୍
- ରାଜ୍ୟସଭା ନିର୍ବାଚନ ପାଇଁ ହୁଇପ୍ ଜାରି କଲା ବିଜେଡି କଂଗ୍ରେସ
- LPG Gas Row Protests In Assembly: ବିଧାନସଭାରେ ଏଲପିଜି ଗ୍ୟାସ୍ ତାତି, ଅପରାହ୍ନ ୪ଟା ପର୍ଯ୍ୟନ୍ତ ଗୃହ ମୁଲତବୀ
- ଓଡିଶା ସହିତ ଆସାମ ଓ ତେଲେଙ୍ଗାନାକୁ ସଂଯୋଗ କରିବ ନୂଆ ଅମୃତ ଭାରତ ଟ୍ରେନ
- Om Birla Back In Chair: ଗୃହକୁ ଫେରି ଭାବପ୍ରବଣ ହୋଇଗଲେ ବାଚସ୍ପତି ଓମ୍ ବିର୍ଲା, କହିଲେ, “ଚାପ ନୁହେଁ, ନିୟମରେ ପରିଚାଳନା କରେ ଗୃହ”
- ଭାରତ ପାଇଁ ଖୁସି ଖବର; ଇରାନ ନେଲା ବଡ଼ ନିଷ୍ପତ୍ତି..
- ହାତୁଡ଼ିରେ ପିଟି ସ୍ତ୍ରୀ, ବୋହୂ ଓ ନାତୁଣୀକୁ ହତ୍ୟା
- ମଧ୍ୟପ୍ରାଚ୍ୟ ବିବାଦ ମଧ୍ୟରେ କ୍ଷେପଣାସ୍ତ୍ର ପରୀକ୍ଷା କଲା ଉତ୍ତର କୋରିଆ
- ଟି୨୦ରେ ଅମୋଘ ବୋଲିଂ ଅସ୍ତ୍ର ସାଜିଛି ଅଫ କଟର
Comments are closed.