Latest Odisha News

BREAKING NEWS

ଓଡ଼ିଶାର କରୋନା ଅପଡେଟ; କେତେ ଆକ୍ରାନ୍ତ, କେତେ ସୁସ୍ଥ ଜାଣନ୍ତୁ ସମ୍ପୂର୍ଣ୍ଣ ତଥ୍ୟ

ଭୁବନେଶ୍ୱର: କରୋନା ଭୂତାଣୁ ରୋଗ (କୋଭିଡ୍‌-୧୯)ର ସଂକ୍ରମଣକୁ ପ୍ରତିହତ କରିବା ନିମନ୍ତେ ତତ୍ପରତା ଦେଖାଉଛି ସ୍ୱାସ୍ଥ୍ୟ ବିଭାଗ । ଏହା ସତ୍ତ୍ୱେ ମଧ୍ୟ ଏହି ଭୂତାଣୁ ଧୀରେ ଧୀରେ ବଢ଼ିବାରେ ଲାଗିଛି । ଯଦିଓ ଆମ ରାଜ୍ୟ ଅନ୍ୟ ରାଜ୍ୟଗୁଡିକ ତୁଳନାରେ କରୋନ ମୁକବିଲାରେ ଭଲ ପ୍ରଦର୍ଶନ କରୁଛି ତଥାପି ସଂକ୍ରମିତଙ୍କ ସଂଖ୍ୟା ବଢିବା ଏକ ଚିନ୍ତାର ବିଷୟ । ତେବେ ଏପର୍ଯ୍ୟନ୍ତ କ’ଣ ରହିଛି ଓଡ଼ିଶାରେ କରୋନା ସ୍ଥତି ଜାଣନ୍ତୁ ଏହି ରିପୋର୍ଟରେ…

ସ୍ୱାସ୍ଥ୍ୟ ବିଭାଗ ଦେଇଥିବା ସୁଚନା ଅନୁଯାୟୀ, ଶନିବାର ମଧ୍ୟରାତ୍ରି ସୁଦ୍ଧା ଓଡ଼ିଶାରେ ୮୬୧୯ଟି ନମୁନା କୋଭିଡ୍‌-୧୯ ପରୀକ୍ଷା କରାଯାଇଛି ।

-ବର୍ତ୍ତମାନ ସୁଦ୍ଧା ସମୁଦାୟ ୬୧ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି ।

-୨୪ ଜଣ ରୋଗୀ ସଂପୂର୍ଣ୍ଣ ସୁସ୍ଥ ହୋଇଛନ୍ତି/ଡାକ୍ତରଖାନାରୁ ଫେରିଛନ୍ତି ।

-ଜଣେ କୋଭିଡ୍‌-୧୯ ରୋଗୀଙ୍କର ମୃତ୍ୟୁ ହୋଇଛି ।

-ସକ୍ରିୟ ଥିବା ସଂକ୍ରମିତଙ୍କ ସଂଖ୍ୟା ୩୬ ରହିଛି ।
-୧୦୩ ଜଣ ହସ୍‌ପିଟାଲ୍‌ ଆଇସୋଲେସନ୍‌ରେ ଅଛନ୍ତି ।

Leave A Reply

Your email address will not be published.