Latest Odisha News

କେଉଁ ରାଜ୍ୟରେ କେତେ ରହିଛି କରୋନା ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ଜାଣନ୍ତୁ…

ନୂଆଦିଲ୍ଲୀ: ଭାରତରେ ଦିନକୁ ଦିନ ବଢ଼ିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଦେଶର ୨୬ ଟି ରାଜ୍ୟ ଓ ୪ ଟି କେନ୍ଦ୍ରଶାସିତ ଅଞ୍ଚଳକୁ କବଳିତ କରି ସାରିଲାଣି ଏହି ମହାମାରୀ। ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୨୧୦୦୦ ଟପି ସାରିଥିବା ବେଳେ ମୃତ୍ୟୁ ସଂଖ୍ୟା ୬୧୮ ରେ ପହଞ୍ଚିଲାଣି।

BjdElectrycity

ଆସନ୍ତୁ ଜାଣିବା କେଉଁ ରାଜ୍ୟରେ କେତେ ରହିଛି ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା…

ମହାରାଷ୍ଟ୍ର: ଦେଶରେ ସର୍ବାଧିକ ମାମଲା ସହ ମହାରାଷ୍ଟ୍ରରେ ଆକ୍ରାନ୍ତଙ୍କ ସଂଖ୍ୟା ୫,୬୫୨ ହୋଇଥିବା ବେଳେ ମୃତକଙ୍କ ସଂଖ୍ୟା ୨୬୯ ଛୁଇଁଛି ।

ତାମିଲନାଡୁ: ଆକ୍ରାନ୍ତ-୧୬୨୯, ମୃତକ-୬୬୨

ଦିଲ୍ଲୀ: ଆକ୍ରାନ୍ତ-୨୨୪୮, ମୃତକ- ୭୮

କେରଳ: ଆକ୍ରାନ୍ତ- ୪୨୭, ମୃତକ-୩

ଆନ୍ଧ୍ରପ୍ରଦେଶ: ଆକ୍ରାନ୍ତ-୮୧୩, ମୃତକ-୨୪

ତେଲେଙ୍ଗାନା: ଆକ୍ରାନ୍ତ-୯୪୫, ମୃତକ- ୨୩

ରାଜସ୍ଥାନ: ଆକ୍ରାନ୍ତ-୧୮୯୦, ମୃତକ-୨୭

ଉତ୍ତରପ୍ରଦେଶ: ଆକ୍ରାନ୍ତ-୧୪୪୯, ମୃତକ- ୨୧

କର୍ଣ୍ଣାଟକ: ଆକ୍ରାନ୍ତ-୪୨୭, ମୃତକ-୧୭

ମଧ୍ୟପ୍ରଦେଶ: ଆକ୍ରାନ୍ତ-୧୫୯୨, ମୃତକ- ୮୦

ଗୁଜୁରାଟ: ଆକ୍ରାନ୍ତ- ୨୪୦୭ , ମୃତକ-୧୦୩

ଜାମ୍ମୁ କାଶ୍ମୀର: ଆକ୍ରାନ୍ତ-୪୦୭, ମୃତକ-୫

ପଶ୍ଚିମବଙ୍ଗ: ଆକ୍ରାନ୍ତ-୪୫୬, ମୃତକ-୧୫

ହରିୟାଣା: ଆକ୍ରାନ୍ତ-୨୬୨, ମୃତକ-୩

ପଞ୍ଜାବ: ଆକ୍ରାନ୍ତ-୨୫୧, ମୃତକ-୧୬

ବିହାର: ଆକ୍ରାନ୍ତ-୧୪୩, ମୃତକ-୨

ଚଣ୍ଡିଗଡ଼: ଆକ୍ରାନ୍ତ-୨୭, ମୃତକ-୦

ଆସାମ: ଆକ୍ରାନ୍ତ-୩୫, ମୃତକ-୦୧

ଲଦାଖ: ଆକ୍ରାନ୍ତ-୧୮, ମୃତକ-୦

ଆଣ୍ଡାମାନ ଏବଂ ନିକୋବର: ଆକ୍ରାନ୍ତ- ୧୮, ମୃତକ-୦

ଉତ୍ତରାଖଣ୍ଡ: ଆକ୍ରାନ୍ତ-୪୬, ମୃତକ- ୦

ଛତିଶଗଡ ଆକ୍ରାନ୍ତ- ୩୬, ମୃତକ-୦

ହିମାଚଳ ପ୍ରଦେଶ: ଆକ୍ରାନ୍ତ-୪୦, ମୃତକ-୧

ଗୋଆ: ଆକ୍ରାନ୍ତ-୭, ମୃତକ-୦

ଓଡ଼ିଶା: ଆକ୍ରାନ୍ତ-୮୩, ମୃତକ-୦୧

ପୁଡୁଚେରୀ: ଆକ୍ରାନ୍ତ-୭, ମୃତକ-୦

ମଣିପୁର: ଆକ୍ରାନ୍ତ-୨, ମୃତକ-୦

ଝାଡ଼ଖଣ୍ଡ: ଆକ୍ରାନ୍ତ-୪୯, ମୃତକ-୩

ମିଜୋରାମ: ଆକ୍ରାନ୍ତ-୧, ମୃତକ-୦

ଅରୁଣାଚଳ ପ୍ରଦେଶ: ଆକ୍ରାନ୍ତ-୧, ମୃତକ-୦

Leave A Reply

Your email address will not be published.