ଲଦାଖ: କରୋନା ମହାମାରୀର ସଂକ୍ରମଣକୁ ରୋକିବା ଲାଗି ଲଦାଖରେ ଲାଗୁ ହୋଇଥିବା କର୍ଫ୍ୟୁକୁ ଆସନ୍ତା ସପ୍ତାହ ଅର୍ଥାତ୍ ମେ ୨୪ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ବୋଲି ଅଧିକାରୀମାନେ ରବିବାର କହିଛନ୍ତି।
ଅଧିକାରୀଙ୍କ ଅନୁଯାୟୀ ରବିବାର ସୁଦ୍ଧା ଲଦାଖର କରୋନା ପଜିଟିଭ କେସ୍ ୧୬,୩୩୩ ରହିଥିବା ବେଳେ ମୃତ୍ୟୁ ସଂଖ୍ୟା ୧୬୫ ରେ ପହଞ୍ଚିଛି।
Comments are closed.