Latest Odisha News

BREAKING NEWS

ନିଆଳି ବ୍ଲକର ୫ ପଞ୍ଚାୟତ ସଟଡାଉନ

କଟକ: ୬ ଜଣ କରୋନା ପଜିଟିଭ୍ ଚିହ୍ନଟ ହେବା ମଙ୍ଗଳବାର ଦିନ କଟକ ଜିଲ୍ଲା ନିଆଳି ବ୍ଲକ୍ ଅନ୍ତର୍ଗତ ୫ଟି ପଞ୍ଚାୟତକୁ ୪୮ ଘଣ୍ଟିଆ ସଟଡାଉନ୍ ଘୋଷଣା କରାଯାଇଛି।

ନିଆଳି, ନୁଆଗାଓଁ, ବାହରାନା, ମାଧବାଏବଂ ରତନପୁର ପଞ୍ଚାୟତରେ ମଙ୍ଗଳବାର ସକାଳ ୯ ଟାରୁ ଗୁରୁବାର ସକାଳ ୯ ଟା ଯାଏଁ ଏହି ସଟଡାଉନ୍ ବଳବତ୍ତର ରହିବ।

ଏହାବ୍ୟତୀତ ୪ ଜଣ କର୍ମଚାରୀ କରୋନା ପଜିଟିଭ ଚିହ୍ନଟ ହେବା ପରେ ସିଡିଏମଓ ନିଆଳିରେ ଥିବା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଓପିଡିକୁ ମଙ୍ଗଳବାର ଠାରୁ ୭୨ ଘଣ୍ଟା ପାଇଁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

Leave A Reply

Your email address will not be published.