Latest Odisha News

BREAKING NEWS

ଆସନ୍ତା ମାସରୁ ୧୨ରୁ ଅଧିକ ବୟସର ପିଲାଙ୍କୁ ଦିଆଯିବ ଟିକା!

ନୂଆଦିଲ୍ଲୀ: ରିପୋର୍ଟ ଅନୁଯାୟୀ ୧୨ କିମ୍ବା ତାଠାରୁ ଅଧିକ ବୟସର ପିଲାମାନଙ୍କୁ ଆସନ୍ତା ମାସରୁ କରୋନା ଟିକା ପ୍ରଦାନ କରାଯାଇପାରେ। କାରଣ ଆସନ୍ତା ମାସରେ ପିଲାଙ୍କ ଲାଗି ଉପଲବ୍ଧ ଟିକା ଜାଇଡସ୍‌ କାଡିଲା ଲଞ୍ଚ ହୋଇପାରେ।

ବିଶ୍ୱର ପ୍ରଥମ ଡିଏନ୍‌ଏ ଆଧାରିତ କରୋନା ଟିକା, ZyCoV-D ଗତ ମାସରେ ଭାରତୀୟ ନିୟାମକଙ୍କ ଦ୍ବାରା ଜରୁରୀକାଳୀନ ପ୍ରାଧିକରଣ ହାସଲ କରିଥିଲା। ଅକ୍ଟୋବରରୁ, ଜାଇଡସ୍ କାଡିଲା ମାସକୁ ୧୦ ମିଲିୟନ୍ ଡୋଜ ଉତ୍ପାଦନ କରିବ ବୋଲି ସୂଚନା ମିଳିଛି।

Comments are closed.