Latest Odisha News

BREAKING NEWS

Browsing Tag

vaccine

ଗଞ୍ଜାମରେ ମିଳୁନି କୋଭିସିଲ୍‌ଡ ଟିକା

ବ୍ରହ୍ମପୁର: ଗଞ୍ଜାମ ଜିଲାରେ କୋଭିସିଲ୍‌ଡ ଟିକା ଖୋଜିଲେ ମିଳୁନି । ଜିଲା ବ୍ୟାପି ସବୁଆଡ଼େ କୋଭିସିଲ୍‌ଡ ସରିଯାଇଛି। ଯାହା ଫଳରେ ଜିଲାରେ କୋଭିଡ ଟିକାକରଣ ପ୍ରଭାବିତ ହୋଇଛି । କେବଳ ବ୍ରହ୍ମପୁର ସହର ନୁହଁ, ଜିଲାର ଗ୍ରାମାଞ୍ଚଳ ଏବଂ ଛୋଟ ସହର ଗୁଡ଼ିକରେ ମଧ୍ୟ କୋଭିସିଲ୍‌ଡ ଶେଷ ହୋଇଯାଇଛି ।…

ଆଜିଠୁ ୧୮ରୁ ୫୯ ବର୍ଗଙ୍କୁ ମାଗଣା ବୁଷ୍ଟର ଡୋଜ୍

ଭୁବନେଶ୍ବର: ରାଜ୍ୟରେ ଆଜିଠାରୁ ୧୮ରୁ ୫୯ ବର୍ଷ ବୟସ୍କଙ୍କୁ ମାଗଣାରେ ବୁଷ୍ଟର ଡୋଜ୍‌ ଦିଆଯିବ। ଟିକାକରଣକୁ ବ୍ୟାପକ କରିବା ପାଇଁ ଇଞ୍ଜିନିୟରିଂ ମହାବିଦ୍ୟାଳୟ, ଉଚ୍ଚଶିକ୍ଷାନୁଷ୍ଠାନ ଏବଂ ଛାତ୍ରାବାସଗୁଡ଼ିକର ଛାତ୍ରଛାତ୍ରୀଙ୍କୁ ଟିକା ଦିଆଯିବ।…

ଆଜିଠୁୂ ୧୫ରୁ ୧୮ ବର୍ଷର ପିଲାଙ୍କ ଟିକାକରଣ

ଭୁବନେଶ୍ୱର: ଆଜିଠୁ ଆରମ୍ଭ ହୋଇଛି ୧୫ରୁ ୧୮ବର୍ଷର ପିଲାଙ୍କ ଲାଗି କରୋନାର ଟିକାକରଣ । ସକାଳ ୮ଟାରୁ ଦିନ ଗୋଟାଏ ପର୍ଯ୍ୟନ୍ତ ବିଭିନ୍ନ ଟିକାଦାନ କେନ୍ଦ୍ରରେ ଟିକାକରଣ କରାଯିବ । କେନ୍ଦ୍ରର ଗାଇଡ଼ ଲାଇନ ଅନୁସାରେ ଟିକାକରଣ କରାଯିବ । ଟିକାଦାନ ଲାଗି ପଞ୍ଜିକରଣ ଚାଲିଛି । ସମସ୍ତଙ୍କୁ କୋଭାକ୍ସିନ…

ସପ୍ତାହରେ ସରିବ ୧୫ରୁ ୧୮ ବର୍ଷ ବୟସ୍କଙ୍କ ଟିକାକରଣ

ଗୁଆହାଟି: ଆସାମ ସରକାର ୧୫ରୁ ୧୮ ବର୍ଷ ବୟସର ସମସ୍ତ ଯୋଗ୍ୟ ପିଲାଙ୍କୁ ସପ୍ତାହ ମଧ୍ୟରେ ଟିକାକରଣ କରିବାକୁ ଲକ୍ଷ୍ୟ ରଖିଛନ୍ତି ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ଶୁକ୍ରବାର ଦିନ କହିଛନ୍ତି। ସ୍ବାସ୍ଥ୍ୟ ଏବଂ ଶିକ୍ଷା କର୍ତ୍ତୃପକ୍ଷ ମିଳିତ ଭାବେ ରାଜ୍ୟର ସ୍କୁଲ ଏବଂ ଜୁନିଅର କଲେଜଗୁଡ଼ିକରେ…

ପିଲାଙ୍କୁ ଟିକାକରଣ ଉପରେ ସରକାରଙ୍କ ନିଷ୍ପତ୍ତିକୁ ନେଇ ଏମିତି କହିଲେ ଏମ୍‌ସ ବିଶେଷଜ୍ଞ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ରାତିରେ ଦେଶକୁ ଦେଇଥିବା ସମ୍ବୋଧନରେ ଘୋଷଣା କରିଛନ୍ତି ଯେ ଜାନୁୟାରୀ ୩ ରୁ ୧୫ରୁ ୧୮ ବର୍ଷର ପିଲାମାନଙ୍କୁ କରୋନା ଟିକାକରଣ କରାଯିବ। ଅଧିକାଂଶ ବିଶେଷଜ୍ଞ ସରକାରଙ୍କ ଏହି ନିଷ୍ପତ୍ତିକୁ ପ୍ରଶଂସା କରୁଥିବାବେଳେ ଅନ୍ୟପକ୍ଷରେ ଅଲ୍ ଇଣ୍ଡିଆ…

୯ରୁ ୧୨ ମାସ ରହିପାରେ ଦ୍ବିତୀୟ ଡୋଜ୍ ଓ ବୁଷ୍ଟର୍ ଡୋଜ୍ ମଧ୍ୟରେ ବ୍ୟବଧାନ

ନୂଆଦିଲ୍ଲୀ: ରିପୋର୍ଟ ଅନୁଯାୟୀ, ଦ୍ବିତୀୟ ଡୋଜ୍ କରୋନା ଟିକା ଏବଂ ବୁଷ୍ଟର୍ ଡୋଜ୍ ମଧ୍ୟରେ ବ୍ୟବଧାନ ନଅରୁ ୧୨ ମାସ ହେବାର ସମ୍ଭାବନା ରହିଛି। ଭାରତର ଇନୋକ୍ୟୁଲେସନ ପ୍ରୋଗ୍ରାମ କୋଭିଶିଲ୍ଡ ଏବଂ କୋଭାକ୍ସିନରେ ବର୍ତ୍ତମାନ ବ୍ୟବହୃତ ହେଉଥିବା ଟିକାଗୁଡ଼ିକରେ ଥିବା ବ୍ୟବଧାନ ଉପରେ…

କେବେ ମିଳିବ କୋଭାକ୍ସିନକୁ ‘ହୁ’ ର ମଞ୍ଜୁରୀ? ଆଜି ଆସିପାରେ ନିଷ୍ପତ୍ତି

ନୂଆଦିଲ୍ଲୀ: କେବେ ମିଳିବ କୋଭାକ୍ସିନକୁ ହୁର ମଞ୍ଜୁରୀ? ଆଜି ଆସିପାରେ ନିଷ୍ପତ୍ତି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବୁଧବାର ଏକ ସ୍ବତନ୍ତ୍ର ବୈଠକ ଜରିଆରେ ଭାରତ ବାୟୋଟେକ୍ ଆଣ୍ଟି-କୋଭିଡ୍ ଟିକା କୋଭାକ୍ସିନ୍ ପାଇଁ ଜରୁରୀକାଳୀନ ବ୍ୟବହାର ଅନୁମତି ପ୍ରଦାନ କରିବାକୁ ନିଷ୍ପତ୍ତି ନେଇପାରେ। ଏହି…

ଖୁବଶୀଘ୍ର ଶିଶୁଙ୍କୁ ଦିଆଯିବ ଟିକା, କାଲିଠୁ ପ୍ରଶିକ୍ଷଣ ନେବେ ସ୍ବାସ୍ଥ୍ୟକର୍ମୀ

ଭୁବନେଶ୍ବର : ଖୁବଶୀଘ୍ର ୨ରୁ ୧୮ ବର୍ଷ ଶିଶୁଙ୍କୁ ଦିଆଯିବ କରୋନା ଟିକା । ଏନେଇ ତତ୍ପରତା ଦେଖାଇଛି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ । ଏଥିପାଇଁ ଆସନ୍ତାକାଲିଠୁ ସ୍ବାସ୍ଥ୍ୟକର୍ମୀଙ୍କ ପ୍ରଶିକ୍ଷଣ ଆରମ୍ଭ ହେବ । ରାଜ୍ୟରେ ୨ରୁ ୧୮ ବର୍ଷର ୧ କୋଟି ୪୦ ଲକ୍ଷ ହିତାଧିକାରୀ ଅଛନ୍ତି । ସେମାନଙ୍କ…

ଜାୟଡସ କାଡିଲା ଟିକା; ଡୋଜ୍‌ ପିଛା ଦାମ୍‌ ୩୦୦ ଟଙ୍କା!

ନୂଆଦିଲ୍ଲୀ: କୋଭିଡ୍-୧୯ ବିରୋଧୀ ଟିକା ZyCov-D ର ମୂଲ୍ୟ ନିର୍ଣ୍ଣୟ ଉପରେ କେନ୍ଦ୍ର ଏବଂ ଜାୟଡସ୍ କ୍ୟାଡିଲା ମଧ୍ୟରେ ଆଲୋଚନା ଚାଲିଛି। ଏହାରି ଭିତରେ ସରକାରୀ ସୂତ୍ରରୁ ପ୍ରକାଶ ଯେ ଏହି ଟିକାର ମୂଲ୍ୟ ପ୍ରତି ଡୋଜ ପିଛା ୩୦୦ ଟଙ୍କା ରହିପାରେ। ଏହି ଟିକା ୧୨ ବର୍ଷରୁ ଅଧିକ ବୟସର ପିଲାଙ୍କ…

କରୋନା ମୁକାବିଲା; ପଡ଼ିପାରେ ନୂଆ ଟିକାର ଆବଶ୍ୟକତା!

ନୂଆଦିଲ୍ଲୀ: ଫାଇନାନ୍ସ ଟାଇମ୍ସ ରିପୋର୍ଟ ଅନୁଯାୟୀ ବାୟୋଏନ୍‌ଟେକ୍ ଏସ୍‌ଇ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅର୍ଥାତ୍‌ ଯେଉଁ କମ୍ପାନୀ ଫାଇଜର ସହିତ ପ୍ରଥମ କୋଭିଡ୍-୧୯ ଟିକା ବିକଶିତ କରିଛି, ଭବିଷ୍ୟତର କରୋନା ଭୂତାଣୁ ନୂଆ ପ୍ରଜାତିରୁ ରକ୍ଷା କରିବା ପାଇଁ ବୋଧହୁଏ ୨୦୨୨ ମଧ୍ୟଭାଗରେ ଏକ…