Latest Odisha News

BREAKING NEWS

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ

ତା୧୦-୦୮-୨୦୧୯ ଶନିବାର

ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର

ଆଜି ଦିନର ମହତ୍ତ୍ୱ.

ଆଜି ହେଉଛି ୨୦୧୯ ମସିହା ଅଗଷ୍ଟ
ତା ୧୦ ରିଖ ଶନିବାର କର୍କଟ ୨୫ ଦିନ ଶ୍ରାବଣ ମାସ ଶୁକ୍ଳ ପକ୍ଷ ଦଶମୀ ଭୁକ୍ତ ଏକାଦଶୀ ତିଥି ଜ୍ୟେଷ୍ଠା ନକ୍ଷତ୍ର ବିଛା ଚନ୍ଦ୍ର
ଘାତ ବାର-: ବୃଷ ସିଂହ କନ୍ୟା ରାଶିର ଘାତ ଚନ୍ଦ୍ର:-ସିଂହ କନ୍ୟା ଓ ମକର ରାଶି ମହିଳାଙ୍କର
ଆଜି: କଳମ୍ବି ଶାଗ ଓ ଶିମ୍ବ ଖାଇବା ନିଷେଧ

ମେଷ
ଯଗି ରଖି ଚଳନ୍ତୁ ପାରିବାରିକ ଅଶାନ୍ତି, ମତ ପାର୍ଥକ୍ୟ ମନକୁ ଭାରାକ୍ରାନ୍ତ କରାଇବ । ବୃଥା ଭ୍ରମଣ,ସ୍ବାସ୍ଥ୍ୟ ହାନୀ ଆକସ୍ମିକ ଦୁର୍ଘଟଣା ଦେଖା ଦେଇପାରେ ।ବ୍ୟବସାୟ ବାଣିଜ୍ୟ କ୍ଷେତ୍ରରେ ଦ୍ରବ୍ୟ ହାନୀ କ୍ଷଯ କ୍ଷତି ହେବ ।
ବୃଷ
ବହୁଦିନର ଆଶା ଆଙ୍କାକ୍ଷା ପୂରଣ ହେବ ।ସ୍ଥଗିତ ଥିବା କାମ ପୁନର୍ବାର କାର‌୍ୟ୍ୟକାରୀ ହେବ ।ମନୋରଞ୍ଜନ ଧର୍ମୀ କାର‌୍ୟ୍ୟରେ ଯୋଗଦାନ କରିବେ ।ଯାତ୍ରା କଲାବେଳେ ସତର୍କତା ଅବଲମ୍ବନ କରନ୍ତୁ ନଚେତ୍ ବିପଦରେ ପଡିପାରନ୍ତି ।

ମିଥୁନ
ଶତୃମାନେ ପରାଜିତ ହେବେ ।ପ୍ରତ୍ୟେକଟି କାର‌୍ୟ୍ୟରେ ସଫଳତା ଲାଭ କରିବେ ।ଅପରାହ୍ନରେ କୌଣସି ଶୁଭ ଖବର ପାଇ ମନ ଆନନ୍ଦିତ ହେବ ।ମହିଳାମାନେ ସାଙ୍ଗଠନିକ କାର‌୍ୟ୍ୟରେ ପ୍ରଶଂସନୀୟ ହେବେ ।
କର୍କଟ
ପାରିବାରିକ ଓ ଗ୍ରାହ୍ୟସ୍ଥ ଜୀବନ ସୁଖ ପ୍ରଦ ହେବ ।କର୍ମ କ୍ଷେତ୍ରରେ ସମ୍ମାନିତ ହେବେ ।ବ୍ୟବସାୟ ବାଣିଜ୍ୟରେ ଆଶାନୁରୂପ ଲାଭ ମିଳିବ ।ଧାର୍ମିକ ଅନୁଷ୍ଠାନରେ ନିଜକୁ ନିୟୋଜିତ କରିବେ ।ଯାତ୍ରାରେ ସଫଳତା ମିଳିବ ।

ସିଂହ
ଯଗି ରଖି କାମ କରନ୍ତୁ ନଚେତ ଅଶାନ୍ତି ଅସନ୍ତୋଷ ସୃଷ୍ଟି ହେବ ।ସାଂସାରିକ ଜୀବନରେ ମନାନ୍ତର ମତାନ୍ତର ଦେଖା ଦେବ ।ଗୁପ୍ତ ଶତୃମାନେ ଚକ୍ରାନ୍ତ କରି ବିପଦରେ ପକାଇ ପାରନ୍ତି ।ସନ୍ତାନ ମାନେ ବିଶୃଙ୍ଖଳିତ ହେବେ ।

କନ୍ୟା
ପୁରାତନ ବନ୍ଧୁକ ସହିତ ସାକ୍ଷାତ ହେବ ।ମନ ମୁତାବକ କାର‌୍ୟ୍ୟ କରି ପ୍ରଶଂସିତ ହେବେ ।ପାରିବାରରେ ଥିବା ସଂଦେହ ଭୁଲ ବୁଝାମଣା ଦେଖା ଦେବ ।ଦୂର ସ୍ଥାନକୁ ଯାତ୍ରା କରନ୍ତୁ ନାହିଁ ଆକସ୍ମିକ ଦୁର୍ଘଟଣା ଦେଖା ଦେଇପାରେ ।

ତୁଳା
ଦେହ ମନ ସୁସ୍ଥ ରହିବ ଓ ଲୋକସମ୍ପର୍କ ବୃଦ୍ଧି ପାଇବ ।ନିର୍ମାଣଧୀନ କାର‌୍ୟ୍ୟ ଶେଷ ପର‌୍ୟ୍ୟାୟରେ ପହଞ୍ଚିବେ ।ଛାତ୍ରଛାତ୍ରୀମାନେ ପ୍ରତ୍ୟେକଟି ପ୍ରତିଯୋଗିତାରେ କୃତକାର‌୍ୟ୍ୟ ହେବେ ।ମହିଳାମାନେ ଯଶସ୍ବିନୀ ହେବେ ।

ବିଛା
ଶାରୀରିକ ଓ ମାନସିକ ଶାନ୍ତି ମିଳିବ ।ସଞ୍ଚିତ ଅର୍ଥ ବୃଦ୍ଧି ଘଟିବ ।ମାନ ସମ୍ମାନ ଯଶ ଗୌରବ ପ୍ରାପ୍ତ ହେବେ।ସ୍ଵାଦିଷ୍ଟ ଭୋଜନ ମିଳିବ । ମହିଳାମାନେ ସମାଜରେ ଆଦରଣୀୟା ହେବେ ।ବିଦ୍ୟାର୍ଥୀମାନେ ବିଦ୍ୟାରେ ସଫଳତା ଲାଭ କରିବେ ।

ଧନୁ
ମିଥ୍ୟା ଅଭିଯୋଗ,ବୃଥା ଆରୋପରେ ଦଣ୍ଡିତ ହୋଇପାରନ୍ତି ।ଅଧିକ ବ୍ୟୟ ,ବୃଥା ଭ୍ରମଣ ଜନିତ କ୍ଳାନ୍ତି ଅନୁଭବ କରିବେ ।ବୃତ୍ତିଗତ ବ୍ୟବସାୟରେ ବାଧାବିଘ୍ନ ସୃଷ୍ଟି ହେବ ।ମହିଳାମାନେ ଯଗି ରଖି ଚଳନ୍ତୁ ଶାରୀରିକ ପୀଡା ଅନୁଭବ କରିବେ ।
,

ମକର
ଆଜି ଆପଣଙ୍କୁ ସଫଳତା ମିଳିବ ।ପ୍ରତ୍ୟେକ ଟି କାର‌୍ୟ୍ୟରେ ସାହାଯ୍ୟ ସହାନୁଭୂତି ପାଇବେ ।ନିଜ ଜୀବନ ସାଥୀର ପ୍ରେରଣା ପାଇ ଲକ୍ଷ୍ୟ ସ୍ଥଳରେ ପହଞ୍ଚିବେ ।ବକେୟା ଅର୍ଥ ହସ୍ତଗତ ହେବ ।ବ୍ୟବସାୟରେ ସଫଳତା ମିଳିବ ।

କୁମ୍ଭ
ସାଂସାରିକ ଜୀବନ ସୁଖମୟ ହେବ ।ଆଶା କରୁଥିବା ଦିଗରୁ ସଫଳତା ପାଇବେ ।ତରଳ ଜାତୀୟ ବ୍ୟବସାୟରେ ଲାଭବାନ ହେବେ ।ବିଦ୍ୟାର୍ଥୀମାନେ ବିଦ୍ୟାରେ କୃତ କାର‌୍ୟ୍ୟ ହେବେ ।ଧର୍ମ ଦିଗରେ ମନୋନିବେଶ କରିବେ ।

ମୀନ
ଆଜି ଆପଣଙ୍କୁ ସଫଳତା ମିଳିବ ।କର୍ମ କ୍ଷେତ୍ରରେ ମାନ ସମ୍ମାନ ପଦ ମର‌୍ୟ୍ୟାଦା ବୃଦ୍ଧି ପାଇବ ।ନିର୍ମାଣଧୀନ କାର‌୍ୟ୍ୟ ଶେଷ ପର‌୍ୟ୍ୟାୟରେ ପହଞ୍ଚିବ ।ମାଲିମକଦମାରେ ବିଜୟ ଲାଭ କରିବେ ।ସଞ୍ଚିତ ଅର୍ଥ ବୃଦ୍ଧି ପାଇବ ।

Leave A Reply

Your email address will not be published.