ଭୁବନେଶ୍ୱର: ରାଜ୍ୟରେ ପୁଣି ବଢ଼ିବାରେ ଲାଗିଛି କରୋନା ସଂକ୍ରମଣ। ଦିନକରେ ଚିହ୍ନଟ ହୋଇଛନ୍ତି ଆଉ ୧୦ ହଜାରରୁ ଅଧିକ ଆକ୍ରାନ୍ତ।
5. Balangir: 160
6. Boudh: 87
7. Cuttack: 828
8. Deogarh: 103
9. Dhenkanal: 42
10. Gajapati: 156
11. Ganjam: 232
12. Jagatsinghpur: 241
13. Jajpur: 332
14. Jharsuguda: 442
15. Kalahandi: 376
16. Kandhamal: 55
17. Kendrapada: 77
18. Keonjhar: 126
19. Khurda: 1796
20. Koraput: 68— I & PR Department, Odisha (@IPR_Odisha) May 1, 2021
କ୍ୱାରେଣ୍ଟାଇନରୁ ୫୮୮୭ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୪୫୨୬ଟି । ଆଜି ୩୦ଟି ଯାକ ଜିଲ୍ଲାରୁ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସର୍ବାଧିକ ଖୋର୍ଦ୍ଧା ଜିଲ୍ଲାରୁ ୧୭୯୬ ଜଣ ସଂକ୍ରମିତ ହୋଇଛନ୍ତି । ଦ୍ୱିତୀୟ ସ୍ଥାନରେ ରହିଛି ସୁନ୍ଦରଗଡ଼ ଜିଲ୍ଲା।
New recoveries: 5014
Cumulative tested: 10134118
Positive: 454607
Recovered: 385414
Active cases: 67086— I & PR Department, Odisha (@IPR_Odisha) May 1, 2021
ଉଲ୍ଲେଖଯୋଗ୍ୟ, ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ମୋଟ୍ ସଂଖ୍ୟା ୪ ଲକ୍ଷ ୫୪ ହଜାର ୬୦୭କୁ ବୃଦ୍ଧି ପାଇଛି । ସୁସ୍ଥ ହୋଇଛନ୍ତି ୩ ଲକ୍ଷ ୮୫ ହଜାର ୪୧୪ ସଂକ୍ରମିତ। ଏବେ ରାଜ୍ୟରେ ୬୭ ହଜାର ୦୮୬ଟି ଆକ୍ଟିଭ୍ କେସ୍ ରହିଛି ।
Comments are closed.