ଗୁରୁଗାଓଁ : ସିଙ୍ଗର୍ ଦଲେର୍ ମେହେନ୍ଦୀଙ୍କ ୩ଟି ଫାର୍ମହାଉସ ସିଲ୍ । ଗୁରୁଗାଁରେ ଦମଦମା ଝରଣା ଜମିରେ ହୋଇଥିଲା ଏହି ଫାର୍ମହାଉସ । ଯାହା ୧.୫ ଏକରରେ ନିର୍ମିତ ହୋଇଥିଲା । ବେଆଇନ ଭାବେ ନିର୍ମାଣ କରିଥିବା ଏହି ଫାର୍ମହାଉସକୁ ସିଲ୍ କରିଦେଇଛି ଟାଉନ ପ୍ଲାନିଂ ବିଭାଗ । ଝରଣା ପାଣି ବୋହୁଥିବା ଅଞ୍ଚଳରେ ୩ଟି ଯାକ ଫାର୍ମହାଉସ ହୋଇଥିଲା । ଗୁରୁଗାଓଁ ଟାଉନ ପ୍ଲାନର ଅମିତ ମାଧୋଲିଆ କହିଛନ୍ତିଯେ, ଏହି ଫାର୍ମହାଉସଗୁଡିକୁ ଭଙ୍ଗାଯାଇପାରେ ନୋଚେତ୍ ଦଲେର ମେହେନ୍ଦୀଙ୍କ ଠାରୁ ଜରିମାନା ଆଦାୟ କରାଯାଇପାରେ ।
BREAKING NEWS
- ACF Soumya Ranjan death case:ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲା:ପତ୍ନୀ ବିଦ୍ୟାଭାରତୀଙ୍କ ଆବେଦନ ଖାରଜ କଲେ ସୁପ୍ରିମକୋର୍ଟ
- ହୁତୁହୁତୁ ହୋଇ ଜଳିଲା ବାଇକ୍ ଶୋ’ରୁମ୍
- SIR Declaration: ବିବାଦ ପରେ ନିର୍ବାଚନ କମିଶନଙ୍କ ବଡ ନିଷ୍ପତ୍ତି, ଫର୍ମ-୬ ସହ ଆଉ ଦେବାକୁ ପଡ଼ିବନି ଅତିରିକ୍ତ ଘୋଷଣା
- INDIA bloc Meet: ଦିଲ୍ଲୀରେ ବିରୋଧୀଙ୍କ ବଡ ବୈଠକ! SIR ବିବାଦ, CECଙ୍କ ଇସ୍ତଫା ନେଇ ତାତିଲା ରାଜନୀତି, ସରକାରଙ୍କୁ ଘେରିବାକୁ ବଡ ରଣନୀତି?
- ଗହୀରମଥାରୁ ୧୯ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ
- ବନ୍ୟାରେ ଉବୁଟୁବୁ ଭଦ୍ରକ, ଆଜି ୧୬୬ ସ୍କୁଲ ବନ୍ଦ…
- ଟେକ୍-ଅଫର କିଛି ସମୟ ପରେ ସେନା ବିମାନ କ୍ରାସ, ୬ ମୃତ
- ଦୀର୍ଘ ୬ ବର୍ଷ ପରେ ଖୋଲିଲା ଗୁଣ୍ଡିଚା ମନ୍ଦିର
- ଆଜି ୪ ଘଣ୍ଟା ବନ୍ଦ ରହିବ ମହାପ୍ରଭୁଙ୍କ ଦର୍ଶନ, ଜାଣନ୍ତୁ କାହିଁକି…
- ଆଜି ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ, ବିଭିନ୍ନ ସ୍ଥାନରେ ଟାୟାର ଜାଳି…

Comments are closed.