Latest Odisha News

BREAKING NEWS

ବଡ଼ ଖବର: ବିଜେପିରେ ଯୋଗ ଦେବା ସ୍ପଷ୍ଟ କଲେ ଦାମୋଦର ରାଉତ

ଭୁବନେଶ୍ୱର: ବରିଷ୍ଠ ନେତା ତଥା ପାରାଦୀପ ବିଧାୟକ ଡ଼ାକ୍ତର ଦାମୋଦର ରାଉତ ଖୁବଶିଘ୍ର ବିଜେପିରେ ଯୋଗଦେବେ ।

ନୂଆଦିଲ୍ଲୀରୁ ‘ଓଡ଼ିଶା ସମ୍ବାଦ’କୁ ସୂଚନା ଦେଇ ଡ଼ାକ୍ତର ଦାମୋଦର ରାଉତ କହିଛନ୍ତି, “ମୁଁ ଆଜି କିମ୍ବା ଆସନ୍ତାକାଲି ସକାଳେ ବିଜେପିରେ ଯୋଗଦାନ କରୁଛି,”ବୋଲି ସେ କହିଛନ୍ତି ।

ବୈଜୟନ୍ତ ପଣ୍ଡାଙ୍କ ପରେ ଡ଼ାକ୍ତର ରାଉତ ହେଉଛନ୍ତି ୨ୟ ବରିଷ୍ଠ ପୂର୍ବତନ ବିଜେଡ଼ି ନେତା ଯିଏକି ଗୈରିକ ଦଳରେ ସାଧାରଣ ନିର୍ବାଚନର ଅବ୍ୟବହିତ ପୂର୍ବରୁ ଯୋଗଦାନ କରୁଛନ୍ତି ।

Leave A Reply

Your email address will not be published.