Latest Odisha News

BREAKING NEWS

ଦୂରଦର୍ଶନ ସମେତ ଅନ୍ୟ ଘରୋଇ ଚ୍ୟାନେଲରେ ହେବ ରଥଯାତ୍ରା ସିଧାପ୍ରସାରଣ

ଭୁବନେଶ୍ୱର: ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶନାମା ଅନୁଯାୟୀ ମଙ୍ଗଳବାର ଦିନଠାରୁ କଟକଣାଯୁକ୍ତ ଭକ୍ତଙ୍କ ବିନା  ରଥଯାତ୍ରା ଉତ୍ସବ ଅନୁଷ୍ଠିତ ହେବାକୁ ଯାଉଛି । ଏହି ଉତ୍ସବକୁ ଟିଭି ମାଧ୍ୟମରେ ପ୍ରସାରଣ କରିବାକୁ କେନ୍ଦ୍ର ସରକାରର ନିଷ୍ପତ୍ତି ଗ୍ରହଣ କରିଛନ୍ତି ।

ଏକ ଟ୍ୱିଟ୍ ମାଧ୍ୟମରେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭେଡ଼କର୍ କହିଛନ୍ତି, ରଥଯାତ୍ରା ଉତ୍ସବକୁ ଦୂରଦର୍ଶନ ସମେତ ଅନ୍ୟ ଚ୍ୟାନେଲ୍ ଗୁଡ଼ିକ ସିଧା ପ୍ରସାରଣ କରିପାରିବେ । ଏନେଇ ବିଜେପି ନେତା ବୈଜୟନ୍ତ ପଣ୍ଡା ପରାମର୍ଶ ଦେଇଥିଲେ ।

Leave A Reply

Your email address will not be published.