Latest Odisha News

BREAKING NEWS

କୋଭିଡ୍ କଟକଣା ଭିତରେ ମଦ ହୋମ୍ ଡେଲିଭରୀକୁ ଅନୁମତି ଦେଲା ଏହି ରାଜ୍ୟ

ନୂଆଦିଲ୍ଲୀ: ମଦ ହୋମ୍ ଡେଲିଭରୀକୁ ଅନୁମତି ଦେଇଛନ୍ତି ଦିଲ୍ଲୀ ସରକାର । ଏଣିକି ଉଭୟ ଦେଶୀ ଓ ବିଦେଶୀ ମଦର ହୋମ୍ ଡେଲିଭରୀ ହୋଇପାରିବ । ଅନଲାଇନ୍ ପୋର୍ଟାଲରେ ଗ୍ରାହକ ଅର୍ଡର କରିପାରିବେ । ଏଥିପାଇଁ ଅନୁମତି ଦେଇଛନ୍ତି ଦିଲ୍ଲୀ ସରକାର । ରାଜ୍ୟରେ ଏବେ କରୋନା କଟକଣା କଡ଼ାକଡ଼ି ଥିବାରୁ ମଦର ହୋମ୍ ଡେଲିଭରୀକୁ ଅନୁମତି ମିଳିଛି । ମୋବାଇଲ୍ ଆପ୍ କିମ୍ବା ଅନଲାଇନ୍ ଓ୍ୱେବ୍ ପୋର୍ଟାଲରେ ଅର୍ଡର କରି ହେବ । ଏହାପରେ ଆପଣଙ୍କ ଘରେ ଆସି ପହଞ୍ଚିବ ମଦ ।

Leave A Reply

Your email address will not be published.