ସୋନପୁର: ଧରାବତରଣ କଲେ ମହାମାୟା । ଆଜି ମଣ୍ଡପରେ ମା’ଙ୍କ ସପ୍ତମୀ ଓ ପିଠରେ ଅଷ୍ଟମୀ ପୂଜା ଚାଲିଛି । ସେହିପରି ଭାବରେ ସୁବର୍ଣ୍ଣପୁର ଜିଲ୍ଲାର ଇଷ୍ଟ ଦେବୀ ମା’ ସୁରେଶ୍ୱରୀ ଆଜି ଅଷ୍ଟମୀ ତିଥିରେ ଜୟ ଦୁର୍ଗା ବେଶରେ ଶ୍ରଦ୍ଧାଳୁ ମନଙ୍କୁ ଦର୍ଶନ ଦେଉଛନ୍ତି । ଭୋର ସକାଳୁ ସକାଳୁ ଭକ୍ତଙ୍କ ବେଶ ଭିଡ ଦେଖିବାକୁ ମିଳୁଛି ଏହି ପିଠରେ । ଗତକାଲି ମା’ ବଗଲାମୁଖି ବେଶରେ ଦର୍ଶନ ଦେଇଥିବା ବେଳେ ଆଜି ମା’ ସୁରେଶ୍ୱରୀ ଜୟ ଦୁର୍ଗା ବେଶ ଧାରଣ କରିଛନ୍ତି । ଏହି ପିଠର ଚାଲିଥିବା ଚଣ୍ଡୀପାଠ ଓ ଯଜ୍ଞର ମନ୍ତ୍ର ଧ୍ୱନିରେ ସାରା ପରିବେଶ ଏକ ଆଧ୍ୟାତ୍ମିକ ପରିବେଶରେ ରୂପାନ୍ତରିତ ହୋଇଯାଇଛି ।ବିଶ୍ୱାସ ରହିଛି ଆଜିର ଦିନରେ ମା’ଙ୍କ ଜୟ ଦୁର୍ଗା ବେଶ ଦର୍ଶନ କଲେ ସମସ୍ତ ଦୁଖ କଷ୍ଟ ଲାଘବ ହୋଇଯାଏ l
BREAKING NEWS
- PM Modi Canada visit: ଟ୍ରମ୍ପଙ୍କ ଟାରିଫ୍ ଝଟକା ଭିତରେ ଭାରତ ମୁହାଁ କାନାଡା! ଡିସେମ୍ବରରେ ମୋଦୀଙ୍କ ଗସ୍ତ, ୭୦ ବିଲିୟନ ଡଲାର ବାଣିଜ୍ୟ ଉପରେ ନଜର…
- ଚାଷୀଙ୍କ ସହ ଗୁହାଳରେ ଗୋବର ଉଠାଇଲେ ଜର୍ମାନୀ କୂଟନୀତିଜ୍ଞ ଓସୱାଲ୍ଡ
- ବିଜିପୁର ଫ୍ରୁଟ ଭେଣ୍ଡିଂ ଜୋନ୍ରେ ଭୟାବହ ଅଗ୍ନିକାଣ୍ଡ, ହୁତୁହୁତୁ ହୋଇ ଜଳିଲା ୩ଟି ଫଳ ଦୋକାନ
- ଉତ୍କଳ ବିଶ୍ବବିଦ୍ୟାଳୟ କବ୍ଜା କଲା ABV: ସଭାପତି ପ୍ରାର୍ଥୀ ଅଭିରାମ ମିଶ୍ର ବିଜୟୀ, ଉପସଭାପତି ସହ ୨ଟି ସିଟ୍ ଜିତିଲା NSUI
- ଓଡ଼ିଶା ସରକାର ଓ BGU ମଧ୍ୟରେ ଚୁକ୍ତି; ‘ଅଦ୍ୱିକା’ ଯୋଜନାରେ କିଶୋରୀମାନେ ପାଇବେ ଦକ୍ଷତା ପ୍ରଶିକ୍ଷଣ
- ରମାଦେବୀ ବିଶ୍ୱଦ୍ୟାଳୟରେ ଐତିହାସିକ ନିର୍ବାଚନ: ରାତି ଅଧରେ ବାହାରିଲା ରେଜଲ୍ଟ, ବାଜି ମାରିନେଲା BCJD
- ଆମେରିକା ସିନେଟର ଓ ମେୟରଙ୍କ କିଟ୍-କିସ୍ ପରିଦର୍ଶନ, ୧୦ ଜଣଙ୍କୁ ‘କିଓ’ ଜୀବନବ୍ୟାପୀ ସାଧନା ସମ୍ମାନ
- Attempted Shooting at US Hindu Temple:ଆମେରିକାର ହିନ୍ଦୁ ମନ୍ଦିରରେ ଗଣ ଗୁଳିକାଣ୍ଡ ଘଟାଇବା ଷଡ଼ଯନ୍ତ୍ରକୁ ନେଇ ଭାରତ ଚିନ୍ତିତ; ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି
- ଦିଲ୍ଲୀ ରାମଲୀଳା: ରାବଣ ସହିତ ପୋଡ଼ାଯିବ ୩୦ ଫୁଟର ‘କକ୍ରୋଚ୍’ ପ୍ରତିମୂର୍ତ୍ତି
- ମହିଳା ଓ ଶିଶୁ ବିକାଶ ବିଭାଗ ଓ ବିର୍ଲା ଗ୍ଲୋବାଲ ବିଶ୍ୱବିଦ୍ୟାଳୟ ମଧ୍ୟରେ ବୁଝାମଣା ପତ୍ର ସ୍ୱାକ୍ଷରିତ

Comments are closed.