ଭୁବନେଶ୍ୱର: ରାଜଧାନୀକୁ ବିଶୋଧନ କରିବା ପାଇଁ ସାମିଲ ହେଲା ଡ୍ରୋନ୍ । ଡ୍ରୋନ୍ ଜରିଆରେ ଭୁବନେଶ୍ୱର ରାଜମହଲରୁ ଶିଶୁଭବନ ଛକ ଯାଏଁ କରାଯାଉଛି ସାନିଟାଇଜ ସ୍ପ୍ରେ । ବିଏମ୍ସି ପକ୍ଷରୁ ବିଭିନ୍ନ ଅଂଳଚକୁ କଣ୍ଟେନମେଣ୍ଟ ଜୋନ୍ ଭାବେ ବିଭକ୍ତ କରାଯାଇ ବିଶୋଧନ କରାଯାଉଛି । ଏଥିରେ ତିନୋଟି ଡ୍ରୋନ୍ ସାମିଲ ହୋଇଛି । ପ୍ରତି ଅଂଚଳରେ ଦୁଇ ମିିଟର ଉଚ୍ଚତାରେ ଡ୍ରୋନ୍ ଉଡି ରାସାୟନିକ ପାଣି ସିଂଚନ କରିଛି ।
ମଙ୍ଗଳବାର ରାଜମହଲ ଛକରୁ ଶିଶୁଭବନ ଛକ ପର୍ୟ୍ୟନ୍ତ ରାସ୍ତାଘାଟକୁ ବିଶୋଧନ କରାଯାଇଛି। ତେବେ ଏଥିପାଇଁ ପ୍ରଶାସନ ଡ୍ରୋନର ସହୟତା ନେଇଛି। ପୂର୍ବରୁ ବିଶୋଧନ କାମରେ ଅଗ୍ନିଶମ ବିଭାର କର୍ମଚାରୀମାନେ ନିୟୋଜିତ ଥିଲେ । ଏବେ କିନ୍ତୁ ଏହି କାମରେ ଡ୍ରୋନ୍ ମଧ୍ୟ ସାମିଲ ହୋଇଛି।
BREAKING NEWS
- ମଣିପୁରରେ ପୁଣି ହିଂସା: ଆଖିବୁଜା ଗୁଳିମାଡ଼ରେ ଦୁଇ ମହିଳାଙ୍କ ମୃତ୍ୟୁ, ଜଳିଗଲା ଏକାଧିକ ଫାର୍ମହାଉସ୍
- ସାଉଦି ଆରବକୁ ପାକିସ୍ତାନର ଧୋକା ! : ପାକିସ୍ତାନର ମନା ପରେ ଇସ୍ରାଏଲର ସହାୟତା ଲୋଡ଼ିଲା ସାଉଦି ଆରବ
- ରେଳ ଯାତ୍ରୀଙ୍କ ପାଇଁ ଜରୁରୀ ସୂଚନା: ୩ ଦିନ ପାଇଁ ରାସ୍ତା ମଝିରୁ ଫେରିବ ଏକାଧିକ ମେମୁ ଟ୍ରେନ୍
- ଭାରତକୁ ଫେରିବ ଫର୍ମୂଲା ୱାନ: ସରକାର ଗଠନ କଲେ ଟାସ୍କ ଫୋର୍ସ
- ଚଳିତ ମୌସୁମୀରେ ନୂଆ ରେକର୍ଡ: ବଙ୍ଗୋପସାଗରରେ ସୃଷ୍ଟି ହେଲାଣି ୧୧ଟି ଲଘୁଚାପ
- ମହଙ୍ଗା ଜାଲରେ ଛନ୍ଦି ହେଲାଣି ମଧ୍ୟବିତ୍ତ ପରିବାର: ଦରଦାମ ନିୟନ୍ତ୍ରଣ କରିବାରେ ପ୍ରଶାସନ ଫେଲ୍!
- ଏମକେସିଜି ମେଡିକାଲର ସ୍ତ୍ରୀ ଓ ପ୍ରସୂତି ବିଭାଗରେ ଅଗ୍ନିକାଣ୍ଡ
- ଟି୨୦ ଆନ୍ତର୍ଜାତୀୟରେ ଜସପ୍ରୀତ ବୁମରାଙ୍କ ବିଶ୍ୱ ରେକର୍ଡ
- ଜନ୍ତର ମନ୍ତର ହିଂସା ମାମଲାରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି: ସ୍ୱତନ୍ତ୍ର ଭରଦ୍ୱାଜଙ୍କୁ ଜାମିନ ପ୍ରଦାନ କଲେ ପଟିଆଲା ହାଉସ କୋର୍ଟ
- ୟୁପିଆଇ କାରବାର ନେଇ ନୂଆ ନିୟମ:ଜାଣନ୍ତୁ ନୂଆ ସ୍ଲାବ୍

Comments are closed.