Latest Odisha News

BREAKING NEWS

ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କୁ ଅସମ୍ମାନ, ଥାନାରେ ମାମଲା ରୁଜୁ

କାକଟପୁର: ସୋସିଆଲ ମିଡିଆରେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କୁ ଅସମ୍ମାନ । ଭାଇରାଲ ହେଉଛି ଗାଳି ସହ ଅଶାଳୀନ ପୋଷ୍ଟ ଏବଂ ଫଟୋ । ଭାଇରାଲ ପୋଷ୍ଟରେ ଉପମୁଖ୍ୟମନ୍ତ୍ରୀଙ୍କ ଫଟୋରେ ଅଶୃଳ ଶ୍ରଦ୍ଧାଞ୍ଜଳି ଲେଖାଯାଇଛି ।

ଏହାସହ ସୁଭଦ୍ରା ପରିଡାଙ୍କ ଅକାଳ ବିୟୋଗରେ ସୁଭଦ୍ରା ଦୀପ ଦ୍ଵାରା ଅଶୃଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛୁ ବୋଲି ଲେଖାଯାଇଛି ।

ଏପରି ଫଟୋ ଭାଇରାଲ ହେବା ପରେ ରାଜ୍ୟ ବିଜେପିରେ ଅସନ୍ତୋଷ ଦେଖାଦେଇଛି । ବିଜେପି ଯୁବମୋର୍ଚ୍ଚା ପକ୍ଷରୁ କାକଟପୁର ଥାନାରେ ଏକ ଏତଲା ଦାୟର କରାଯାଇଥିବା ନେଇ ସୂଚନା ରହିଛି ।

Comments are closed.