Latest Odisha News

BREAKING NEWS

ମାଆର ମନ: ଭୋକିଲା ବାଛୁରୀକୁ ସ୍ତନ୍ୟପାନ କରାଇଲା କୁକୁର

ପୁରୀ: ଧର୍ମର ସହର ପୁରୀରେ ଏକ ଅଦ୍ଭୁତ ଦୃଶ୍ୟ ଦେଖିବାକୁ ମିଳିଛି । ମଣିଷ ଦିନକୁ ଦିନ ସ୍ୱାର୍ଥପର ହୋଇଯାଉଛି । କିଏ ନିଜ ଜନ୍ମ କଲା ଛୁଆଙ୍କୁ ପିଙ୍ଗି ଦେଉଥିବା ବେଳେ ପଶୁମାନେ କିନ୍ତୁ ସ୍ନେହ, ଶ୍ରଦ୍ଧା ଓ ମାଆର ମନ ରଖିଛନ୍ତି ।

ସ୍ଥାନୀୟ ହରଚଣ୍ଡୀ ସାହିରେ ସକାଳେ ଗୋଟିଏ ବାଛୁରୀକୁ କୁକୁର ସନ୍ତ୍ୟପାନ କରାଉଥିଲା । କୁକୁରଟି ନିର୍ବିକାର ଭାବେ ଛିଡା ହୋଇଥିବା ବେଳେ ବାଛୁରୀ ଭୋକ, ଶୋଷ ମେଟାଂଇବା ସହ ଅମୃତ ପାନ କରିଚାଲିଥିଲା । ଘଟଣାଟି ଆମ କ୍ୟାମେରାମ୍ୟାନ ଲେନ୍ସରେ କଏଦ ହୋଇ ଯାଇଥିଲା ।

Leave A Reply

Your email address will not be published.