Latest Odisha News

BREAKING NEWS

ଶାହାରୁଖ୍‌ ବିଜେପିରେ ମିଶିଲେ ଡ୍ରଗ୍ସ ବି ସୁଗାର୍‌ ପାଉଡର୍‌ ହୋଇଯିବ; ମନ୍ତ୍ରୀ ଛଗନ ଭୁଜବଲ

ବିଡ୍: କ୍ରୁଜ୍ ଡ୍ରଗ୍ସ ମାମଲାରେ ମହାରାଷ୍ଟ୍ର ମନ୍ତ୍ରୀ ଛଗନ ଭୁଜବଲ ବିଜେପିକୁ କଟାକ୍ଷ କରି କହିଛନ୍ତି ଯେ ଯଦି ଅଭିନେତା ଶାହାରୁଖ୍‌ ବିଜେପିରେ ମିଶନ୍ତି ତେବେ ଡ୍ରଗ୍ସ ସୁଗାର୍‌ ପାଉଡରରେ ପରିଣତ ହୋଇଯିବ ବୋଲି ସେ କହିଛନ୍ତି।

ଗୁଜୁରାଟର ମୁନ୍ଦ୍ରା ବନ୍ଦରରେ ବହୁ ପରିମାଣର ଡ୍ରଗ୍ସ ଜବତ କରାଯାଇଛି, କିନ୍ତୁ ଏହି ଘଟଣାର ଯାଞ୍ଚ କରିବା ପରିବର୍ତ୍ତେ କେନ୍ଦ୍ରୀୟ ଏଜେନ୍ସି ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଶାହରୁଖ ଖାନଙ୍କ ପୁଅ ପଛରେ ପଡ଼ିଛି ବୋଲି ସେ ଅଭିଯୋଗ କରିଛନ୍ତି।

ଶାହରୁଖ ଖାନ ବିଜେପିରେ ଯୋଗଦେଲେ ଡ୍ରଗ୍ସ ସୁଗାର୍‌ ପାଉଡରରେ ପରିଣତ ହେବ ବୋଲି ବରିଷ୍ଠ ଏନସିପି ନେତା କହିଛନ୍ତି।

Leave A Reply

Your email address will not be published.