Latest Odisha News

BREAKING NEWS

କଂଗ୍ରେସରୁ ଇସ୍ତଫା ଦେଲେ ଦୁଲାଲ ପ୍ରଧାନ

ଭୁବନେଶ୍ବର: ନିର୍ବାଚନ ଯେତେ ପାଖେଇ ଆସୁଛି ନେତା ମାନଙ୍କର ଦଳ ଛାଡିବା ସେତିକି ବଢିଚାଲିଛି । ତେବେ ଆଜି ଆାଉ ଜଣେ କଂଗ୍ରେସ ନେତା ଦଳ ଛାଡିଛନ୍ତି  । କଂଗ୍ରେସରୁ ଇସ୍ତଫା ଦେଲେ ଦୁଲାଲ ପ୍ରଧାନ । ସୋମବାର କଂଗ୍ରେସରୁ ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ଦୁଲାଲ ।ଚଳିତ ନିର୍ବାଚନ ପାଇଁ କଂଗ୍ରେସ  ଟିକେଟ ନ ଦେବାରୁ ଦଳ ଛାଡିଲେ ଦୁଲାଲ।

ଦୁଲାଲ ପ୍ରଧାନଙ୍କୁ ସମ୍ବଲପୁରରୁ ଲୋକସଭା ପ୍ରାର୍ଥି କରିଥିଲା କଂଗ୍ରେସ । କିନ୍ତୁ କାଲି ତାଙ୍କ ବଦଳରେ ନଗେନ୍ଦ୍ର ପ୍ରଧାନଙ୍କୁ ପ୍ରାର୍ଥୀ କରିଛି ଦଳ । ଦୁଲାଲ ତାଙ୍କର ଇସ୍ତଫାପତ୍ରକୁ ଏଆଇସିସି ସଭାପତି ମଲ୍ଲିକାର୍ଜୁନ୍ ଖଡ଼଼ଗେଙ୍କ ନିକଟକୁ ପଠାଇ ଦେଇଛନ୍ତି।

Leave A Reply

Your email address will not be published.