କଟକ: ନକଲି ତେଲ, ଘିଅ, ମସଲା,ସସ୍, ଡିଟରଜେଣ୍ଟ, ଜର୍ଦ୍ଦା କାରଖାନା ଠାବ ହେବା ପରେ ଏବେ ନକଲି ଆକ୍ୱାଗାର୍ଡ କାରଖାନା ଠାବ କରିଛି ପୋଲିସ । କଟକ ବାଦାମବାଡ଼ିର ଜଗନ୍ନାଥ ଲେନ୍ରେ ଦୀର୍ଘ ଦିନରୁ ଚାଲିଥିବା ଏହି କାରଖାନାରୁ ନକଲି ଆକ୍ୱାଗାର୍ଡ ସହ ନକଲି ଯନ୍ତ୍ରାଂଶ ଜବତ କରିଛି । କୌଣସି ସୂତ୍ରରୁ ଖବର ପାଇ ବାଦାମବାଡ଼ି ପୋଲିସ ଓ ସ୍ପେଶାଲ ସ୍କ୍ୱାର୍ଡ ଟିମ୍ ଆଜି ସକାଳେ ଏହି ନକଲି ଆକ୍ୱାଗାର୍ଡ କମ୍ପାନୀରେ ଚଢ଼ାଉ କରିଥିଲା । ଏଠାରେ ନାମାଦାମୀ କମ୍ପାନୀର ଲୋଗୋକୁ ଲଗାଇ ଆକ୍ୱାଗାର୍ଡ ବିକ୍ରି କରାଯାଉଥିଲା । ଏହି ଘଟଣାରେ ପୋଲିସ କାହାକୁ ଗିରଫ କରି ନ ଥିବା ବେଳେ ଅଧିକ ତଦନ୍ତ ଚଳାଇଛି ।
BREAKING NEWS
- ଓଆଇଏସଏଫର ଆଉ ଏକ ବାଟାଲିୟନ ଗଠନକୁ ମଞ୍ଜୁରୀ; ସୃଷ୍ଟି ହେବ ୧୦୪୦ ନୂଆ ପଦବୀ
- ଜବରଦଖଲ ଉଚ୍ଛେଦ ବେଳେ ପୋଲିସ- ବସ୍ତିବାସିନ୍ଦାଙ୍କ ମଧ୍ୟରେ ଖଣ୍ଡଯୁଦ୍ଧ: ଜଣେ ମୃତ, ୬ ଆହତ
- ରାତି ପାହିଲେ କଳିଙ୍ଗ ସୁପର କପ୍ ; ଟୁର୍ଣ୍ଣାମେଣ୍ଟରୁ ଓହରିଲା ଚର୍ଚ୍ଚିଲ ବ୍ରଦର୍ସ
- ଆଇପିଏଲରେ ଇତିହାସ ରଚିଲେ ବୈଭବ
- ଚାଞ୍ଚଲ୍ୟ ଘଟଣା! ୬ ମାସର ଗର୍ଭବତୀ ହେଲେ ୬ଷ୍ଠ ଶ୍ରେଣୀ ଛାତ୍ରୀ
- ଗୁଜରାଟକୁ ଏକାକୀ ଜିତାଇଲେ ବଟଲର
- ଜୋରଦାର ଚାଲିଛି ମାଓ ବିରୋଧୀ ଅଭିଯାନ, ପୁଣି ମାଓଡମ୍ପ ଉଦ୍ଧାର କଲେ ଯବାନ୍
- ଓଡ଼ିଆ ପୁଅ ଓମ୍ ପ୍ରକାଶ ଜେଇଇ ମେନ୍ ଟପ୍ପର
- ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ସ୍ପେନର ରାଷ୍ଟ୍ରଦୂତ ଜୁଆନ୍ ଆଣ୍ଟୋନିଓ ମାର୍ଚ ପୁଜୋଲ
- ନାୟାରଙ୍କ ହାତ ଧରିଲା କେକେଆର
Comments are closed.