Latest Odisha News

BREAKING NEWS

କାଶ୍ମୀରରେ ୩.୨ ତୀବ୍ରତାର ଭୂକମ୍ପ ଝଟକା

ଶ୍ରୀନଗର: ଜାମ୍ମୁ କାଶ୍ମୀରରେ ସୋମବାର ସକାଳ ପ୍ରାୟ ୪ଟା ୩୬ମି. ସମୟରେ ୩.୨ ତୀବ୍ରତାର ଭୂକମ୍ପ ଝଟକା ହୋଇଥିବା ନେଇ ଆଧିକାରୀକ ସୁତ୍ରରୁ ପ୍ରକାଶ।

ନ୍ୟୁଜ୍ ଏଜେନ୍ସି ପିଟିଆଇ ରିପୋର୍ଟ ଅନୁଯାୟୀ ମାତ୍ର ୫ କିଲୋମିଟର ଗଭୀରରେ ହୋଇଥିବା ଏହି କମ୍ପନ ଯୋଗୁଁ କୌଣସି କ୍ଷୟକ୍ଷତି ସମ୍ପର୍କିତ ସୂଚନା ମିଳିନାହିଁ।

Leave A Reply

Your email address will not be published.