Latest Odisha News

BREAKING NEWS

କେନ୍ଦୁଝରରେ ହାତୀ ଉପଦ୍ରବ

କେନ୍ଦୁଝର : ତେଲକୋଇ ବନାଞ୍ଚଳ ଗୋଳାବନ୍ଧ ଗାଁରେ ହାତୀପଲ ଆତଙ୍କ । ଏହି ହାତୀପଲରେ ୩୫ଟି ହାତୀ ଅଛନ୍ତି । ଏହି ହାତୀପଲ ସ୍ଥାନୀୟ ଅଂଚଳରେ ଧାନଫସଲ ନଷ୍ଟ କରୁଥିବାରୁ ଚାଷୀମାନେ ଚିନ୍ତାରେ ପଡିଯାଇଛନ୍ତି । ଏଥି ସହ ଜନବସତି ଆଡକୁ ମାଡି ଆସୁଥିବାରୁ ସମସ୍ତେ ଆତଙ୍କିତ ଅବସ୍ଥାରେ ଅଛନ୍ତି ।

BjdElectrycity

ଏହି ହାତୀପଲକୁ ଘଉଡାଇବା ପାଇଁ ବନବିଭାଗ ପକ୍ଷରୁ ଉଦ୍ୟମ ଜାରି ରହିଛି ।

Leave A Reply

Your email address will not be published.