Latest Odisha News
Browsing Tag

kendujhar

ବେଙ୍ଗ ପୋଡା ଖାଇ ଶିଶୁକନ୍ୟା ମୃତ, ଜଣେ ଗୁରୁତର

କେନ୍ଦୁଝର:  କେନ୍ଦୁଝର ଜିଲ୍ଲା ବାମେବାରୀ ଥାନା ଗୁରୁଡ଼ା ଗ୍ରାମରେ ବେଙ୍ଗ ତରକାରୀ ଖାଇ ଜଣେ ବାଳିକାର ମୃତ୍ୟୁ ହୋଇଛି । ଅନ୍ୟ ଜଣେ ଗୁରୁତର ଅବସ୍ଥାରେ ଜିଲା ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ମୃତ ଶିଶୁକନ୍ୟାର ନାମ ସୁମିତ୍ରା ମୁଣ୍ଡା (୬) । ଗୁରୁବାର ରାତିରେ ଏକ ବେଙ୍ଗ…

ପରିବା ବିକି ଘରକୁ ଫେରୁଥିଲେ, ଚାପିଦେଲା ଭ୍ୟାନ

କେନ୍ଦୁଝର:  ହାଟକୁ ପରିବା ନେଇ ଯାଇଥିଲେ । ବେପାର ସାରି ପଇସା ହିସାବ କରି ଘରକୁ ଫେରୁଥିଲେ । ହେଲେ ଘରେ ପହଞ୍ଚି ପାରିଲେନି । ଅଧାବାଟରେ ଯେମିତି ଛକି ବସିଥିଲା ଯମଦୂତ । ସାମ୍ନାପଟୁ ଆସି ଚାପିଦେଲା ଭ୍ୟାନ । ଚାଲିଗଲା ୪ ଜଣ ପରିବା ବିକାଳିଙ୍କ ଜୀବନ । ଘଟଣା ଘଟିଛି କେନ୍ଦୁଝର ଜିଲ୍ଲାରେ ।…

କେହି କିଣିଲେନି, ଶେଷରେ ଅନାହାରରେ ମା’ କୋଳରେ ଆଖି ବୁଜିଲା ଶିଶୁ

କେନ୍ଦୁଝର: ନେହୁରା ହେଉଥିଲା, କେହି ହେଲେ ମୋ ଛୁଆକୁ କିଣିନିଅ । କେହି ଶୁଣିଲେନି ତା କଥା । ହୁଏତ କେହି କହିଲେ ମା’ ହୋଇ ସନ୍ତାନକୁ ବିକିବାକୁ ଚାହୁଁଛି ? ହେଲେ  ସେ ଥିଲା ମା’ । ତା ମନ ଚାହୁଁଥିଲା,  ମୋ ପାଖରେ ନହେଲା ନାହିଁ, କାହା ପାଖରେ ହେଲେ ତ ଛୁଆ ମୋର ବଞ୍ଚିଯିବ । ଏବେ ନ…

5T ଟି ସ୍କୁଲ, ହେଲେ ପିଲାଙ୍କ ପାଇଁ ଘର ନାହିଁ

ହାଟଡିହି:୫ଟି ସ୍କୁଲ । ହେଲେ ଗୋଟିଏ ବି ଟି ଏଠି ଦେଖିବାକୁ ମିଳେନି ।  ଇଂରେଜ ଅମଳର ଏହି ବିଦ୍ୟାଳୟଟି ବର୍ତ୍ତମାନ ତାର ଅସ୍ତିତ୍ବ ହରାଇବାକୁ ଯାଉଛି  ।  ସରକାରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଚାଲିଛି ହେଲେ ଏ ସ୍କୁଲରେ ପାଠ ପଢିବାକୁ ଶ୍ରେଣୀ ଗୃହ  ନାହିଁ । ବାରଣ୍ଡାରେ ବସି ପାଠ…

କୁନ୍ତଳାଙ୍କ କୋଳକୁ ଫେରିଲା ଜଙ୍ଗଲି ବାରହା ‘ଢୁଡ଼’

କେନ୍ଦୁଝର: ମଣିଷ ଓ ଜଙ୍ଗଲି ଜନ୍ତୁଙ୍କ ଅନାବିଳ କାହାଣୀ । ଘରକୁ ଫେରିଲା ଢୁଡ଼ । କେନ୍ଦୁଝର ତେଲକୋଇ ପୁରୁଷୋତମପୁରର କୁନ୍ତଳା କୁମାରୀ ପେଣ୍ଠେଇଙ୍କ କୋଳକୁ ଫେରିଛି ଜଙ୍ଗଲି ବାରହା । ଜଙ୍ଗଲରେ ବୁଲୁଥିବା ନେଇ ଗ୍ରାମବାସୀଙ୍କ ଠାରୁ ଖବର ପାଇବା ପରେ କୁନ୍ତଳା ଓ ତାଙ୍କ ଝିଅ ଜଙ୍ଗଲରେ ପହଞ୍ଚି…

ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା ପାଇଁ ଦୁଇ ଦିନିଆ କେନ୍ଦୁଝର ଗସ୍ତରେ ମୁଖ୍ୟ ଶାସନ ସଚିବ 

କେନ୍ଦୁଝର:ଦୁଇ ଦିନିଆ କେନ୍ଦୁଝର ଜିଲ୍ଲା ଗସ୍ତରେ ମୁଖ୍ୟ ଶାସନ ସଚିବ । ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା ପାଇଁ ଦୁଇ ଦିନିଆ ଗସ୍ତରେ ଯାଇଛନ୍ତି ସୁରେଶ ଚନ୍ଦ୍ର ମହାପାତ୍ର । ଏହି ସମୟରେ ଜାତୀୟ ରାଜପଥର ସମ୍ପୂର୍ଣ୍ଣିକରଣ, କାନପୁର ବୃହତ ଜଳ ପ୍ରକଳ୍ପ ଯୋଜନା, ମେଡିକାଲ କଲେଜ, ଓ ମେଗା ପାନୀୟ…

ମାଲ ବୋଝେଇ ଅଟୋ ଓଲଟି ୧୪ ମହିଳା ଆହତ

ପାଟଣା: ଭାରସାମ୍ୟ ହରାଇ ଏକ ମାଲ ବୋଝେଇ ଅଟୋ ଓଲଟି ୧୪ ମହିଳା ଆହତ । କେନ୍ଦୁଝର ଜିଲ୍ଲା ୨୨୦ ନମ୍ବର ଜାତୀୟ ରାଜପଥ ପାଟଣା-କରଞ୍ଜିଆ ରାସ୍ତାର ଖୁଞ୍ଚିବେଡା ନିକଟରେ ଘଟିଛି ଦୁର୍ଘଟଣା । ଆହତଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ଆହତଙ୍କ ମଧ୍ୟରେ ୨ ଜଣ ଶିଶୁ ଥିବା ଜଣାପଡିଛି ।…

ଜଙ୍ଗଲରେ ନିଆଁ, ଭୟଭୀତ ଅବସ୍ଥାରେ ୫୦ ପରିବାର

ପାଟଣା:ଜଙ୍ଗଲରେ ଜଳୁଛି ନିଆଁ । କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜ ଅଧିନ ତୋଣ୍ଡବିଟ୍ ଅଞ୍ଚଳର ସଡ଼ଙ୍ଗ ବାହାଳୀ ଓ ରୋହଣୀ ଦୁମା ଗାଁ ନିକଟ ଜଙ୍ଗଲରେ ନିଆଁ ଲାଗିଛି । ଏହି ଅଗ୍ନିକାଣ୍ଡ ଯୋଗୁଁ ଜଙ୍ଗଲ ନିକଟରେ ଥିବା ୫୦ରୁ ଉର୍ଦ୍ଧ୍ବ ପରିବାର ଭୟଭୀତ ଅବସ୍ଥାରେ ଦିନ କାଟୁଛନ୍ତି । ଜଙ୍ଗଲରେ…

ବୃଦ୍ଧାଙ୍କୁ କଚାଡି ମାରିଲା ଦନ୍ତା

ତେଲକୋଇ: କେନ୍ଦୁଝର ତେଲକୋଇ ରେଞ୍ଜ୍ ଜଗମୋହନପୁର ଗାଁରେ ଅଭାବନୀୟ ଘଟଣା । ଘର ଭିତରୁ ଜଣେ ବୃଦ୍ଧାଙ୍କୁ ଟାଣି ଆଣି ଦାଣ୍ଡରେ ଏକ ଦନ୍ତା ହାତୀ କଚାଡି ଦେବାରୁ ତାଙ୍କର ମୃତ୍ୟୁ ହୋଇଛି । ଏହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି । ଏଥି ସହ ସ୍ଥାନୀୟ ଲୋକେ ଭୟଭୀତ ଅବସ୍ଥାରେ…

ଭୂମିହୀନଙ୍କୁ ଜଙ୍ଗଲ ଜମି ପଟ୍ଟା ବଣ୍ଟନ କଲେ ବିଧାୟକ

ପାଟଣା: ଭୂମିହୀନଙ୍କୁ ଜଙ୍ଗଲ ଜମି ପଟ୍ଟା ବଣ୍ଟନ କରିଛନ୍ତି ବିଧାୟକ । କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ସଭାଗୃହରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଭୂମିହୀନଙ୍କୁ ଜଙ୍ଗଲ ଜମି ଅଧିକାର ଆଇନରେ ଜଙ୍ଗଲ ଜମିତ ପଟ୍ଟା ବଣ୍ଟନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ…