Latest Odisha News

BREAKING NEWS

ସ୍ଥଗିତ ରହିଲା ମ୍ୟାଟ୍ରିକ ଖାତା ମୂଲ୍ୟାୟନ

ଭୁବନେଶ୍ୱର: ପୁଣି ବାତିଲ ହେଲା ମ୍ୟାଟ୍ରିକ ଖାତା ଦେଖା। ବାତ୍ୟା ଅମ୍ଫାନ ପାଇଁ ପୁଣି ଥରେ ମ୍ୟାଟ୍ରିକ ଖାତା ଦେଖା ବାତିଲ ହୋଇଥିବା ଗଣଶିକ୍ଷା ମନ୍ତ୍ରୀ ସୂଚନା ଦେଇଛନ୍ତି ।

ଆସନ୍ତା ୨୧ ତାରିଖରୁ ମ୍ୟାଟ୍ରିକ ଖାତା ଦେଖା ହେବା ନେଇ ସୂଚନା ମିଳିଥିବା ବେଳେ ଆଜି ଏହା ବାତିଲ କରାଯାଇଥିବା ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ସୂଚନା ଦେଇଛନ୍ତି । ମନ୍ତ୍ରୀ କହିଛନ୍ତି ଯେ, ସ୍ଥିତି ଉପରେ ନଜର ରଖାଯାଇଛି ସ୍ଥିତିରେ ସୁଧାର ଆସିଲେ ନୂଆ ତାରିଖ ଘୋଷଣା ହେବ ।

ପୂର୍ବରୁ ମେ ୨୦ ତାରିଖରେ ଖାତା ଦେଖା ହେବା ନେଇ ନିଷ୍ପତ୍ତି ହୋଇଥିଲା ।

Leave A Reply

Your email address will not be published.