Latest Odisha News

BREAKING NEWS

ବିଶ୍ୱ ଟିକାକରଣ ତାଲିକାରେ ଶୀର୍ଷରେ ଭାରତ!

ନୂଆଦିଲ୍ଲୀ: କୋଭିଡ-୧୯ ବିପକ୍ଷରେ ବିଶ୍ୱ ଟିକାକରଣ ତାଲିକାରେ ଭାରତ ଶୀର୍ଷରେ ରହିଛି। ବିଶ୍ୱ ଟିକାକରଣ ତଥ୍ୟ ଅନୁଯାୟୀ ଭାରତରେ ଜୁନ୍ ୨୮ ସକାଳ ୮ ଟା ପର୍ଯ୍ୟନ୍ତ ୩୨.୩୬ କୋଟି ଲୋକ ଟିକାକରଣ କରିଛନ୍ତି।

ଆମେରିକା ପରେ ଭାରତରେ ୩୨.୩୩ କୋଟି ଡୋଜ ଦିଆଯାଇଛି। ୧୩୫ କୋଟି ଲୋକଙ୍କ ସହ ଭାରତ ଦ୍ୱିତୀୟ ବୃହତ୍ତମ ଜନସଂଖ୍ୟା ବିଶିଷ୍ଟ ଦେଶ ହୋଇଥିବାବେଳେ ଆମେରିକାରେ ୩୩ କୋଟି ଲୋକ ବାସ କରୁଛନ୍ତି।

ବ୍ରିଟେନ ୭.୬୭ କୋଟି ଲୋକଙ୍କୁ ଟିକାକରଣ କରିଛି ଏବଂ ବିଶ୍ୱ ଟିକାକରଣ ତାଲିକାରେ ତୃତୀୟ ସ୍ଥାନରେ ରହିଛି।

Comments are closed.