Latest Odisha News

BREAKING NEWS

ହ୍ରାସ ପାଇପାରେ ସ୍କୁଲ ଫି୍‌

କଟକ: ଓଡିଶା ହାଇକୋର୍ଟରେ ସ୍କୁଲ୍ ଫି ହ୍ରାସ ସମ୍ପର୍କିତ ମାମଲାରେ ସରକାରଙ୍କ ପକ୍ଷରୁ ମିଳିତ କମିଟି ରିପୋର୍ଟ ଦାଖଲ କରାଯାଇଛି ।

ସୂଚନାନୁଯାୟୀ ୭ଟି ସ୍ଲାବରେ ସ୍କୁଲ ଫି କମାଇବାକୁ ସୁପାରିଶ କରାଯାଇଥିବା ଜଣାପଡିଛି । ଏପରିକି ରେସିଡେନସିଆଲ୍ ସ୍କୁଲ ଫି ୩୦% କମିବାର ସମ୍ଭାବନା ରହିଛି । ଏହି କମିଟି ସରକାର, ସ୍କୁଲ କର୍ତ୍ତୃପକ୍ଷ ଓ ଅଭିଭାବକ ମାନଙ୍କୁ ନେଇ ଗଠିତ ହୋଇଥିଲା ।

ତେବେ ଶୁଣାଣି ପରେ ହାଇକୋର୍ଟ ରାୟ ସଂରକ୍ଷିତ ରଖିଥିବା ସୁତ୍ରରୁ ପ୍ରକାଶ ।

Leave A Reply

Your email address will not be published.