Latest Odisha News

BREAKING NEWS

୫୦୦ ବର୍ଷ ହେବ ବୃନ୍ଦାବନର ରାଧାରମଣ ମନ୍ଦିରର ଚୁଲି ଲିଭି ନାହିଁ

ମଥୁରା: ଭଗବାନଙ୍କ ଶ୍ରୀକୃଷ୍ଣଙ୍କ ମହିମା ଅବର୍ଣ୍ଣନୀୟ । ଆସନ୍ତୁ ଜାଣିବା ବୃନ୍ଦାବନର ରାଧାରମଣ ମନ୍ଦିରରେ ଏ ଭଳି ଏକ ମହିମା ଯାହା ଶୁଣିଲେ ବିଶ୍ୱାସ କରି ହୁଏ ନାହିଁ । ଏଠାରେ ଯେଉଁ ରୋଷେଇ ଘରେ ମହାପ୍ରଭୁଙ୍କ ଭୋଗ ପ୍ରସ୍ତୁତ ହୁଏ ତାହାର ଚୁଲି ୫୦୦ ବର୍ଷରୁ କ୍ରମାଗତ ଜଳି ଆସୁଛି । ଏହା କେବେ ହେଲେ ଲିଭି ନାହିଁ ।

BjdElectrycity

ସେତେବେଳେ ଯେଉଁ ଶୈଳୀରେ ଭୋଗ ହେଉଥିଲା ଏବେ ମଧ୍ୟ ସେଭଳି ପ୍ରସ୍ତୁତ ହେଉଛି । ଏଠାରେ ଯେଉଁ ସେବାୟତ ଭୋଗ ପ୍ରସ୍ତୁତ ପାଇଁ ଥରେ ରୋଷେଇ ଘରେ ପ୍ରବେଶ କରେ ଶେଷ ନ କରିବା ପର୍ଯ୍ୟନ୍ତ ବାହାରକୁ ଆସନ୍ତି ନାହିଁ । ଆଚାର୍ଯ୍ୟ ଗୋପାଳଭଟ୍ଟଙ୍କ ପରିବାର ଆବାହନ କାଳରୁ ଭୋଗ ପ୍ରସ୍ତୁତ କରି ଆସୁଛନ୍ତି । ଚୈତନ୍ୟ ମହାପ୍ରଭୁଙ୍କ ସେ ବଡ ଭକ୍ତ ।

Leave A Reply

Your email address will not be published.