Latest Odisha News

BREAKING NEWS

ଟ୍ବିଟରର ପ୍ରଥମ ଟ୍ବିଟ୍ ନିଲାମ, ଜାଣନ୍ତୁ କ’ଣ ରହିଛି ଖାସ୍

ନ୍ୟୁୟର୍କ: ଟ୍ୱିଟର ମାଲିକ ଜ୍ୟାକ୍ ଡୋର୍ସିଙ୍କ ଦ୍ୱାରା ହୋଇଥିବା ସର୍ବପ୍ରଥମ ଟ୍ୱିଟ୍ ସ୍ୱତନ୍ତ୍ର ଡିଜିଟାଲ୍ ସିଗ୍ନେଚର ସହ ବିକ୍ରି ହେଉଛି।

ମାର୍ଚ୍ଚ ୨୦୦୬ ରେ ଡୋର୍ସିଙ୍କ ଆକାଉଣ୍ଟରୁ “Just setting up my twttr” ବୋଲି ପୋଷ୍ଟ କରାଯାଇଥିଲା।

ଏକ ଟ୍ୱିଟ୍ ନିଲାମ $ ୧,୦୦,୦୦୦ ଡଲାର (୧.୯୫ କୋଟି ଟଙ୍କା) ଅତିକ୍ରମ କରିଛି।

ଏହା ନନ ଫଞ୍ଜିବଲ୍ ଟୋକନ ((NFT)ରେ ବିକ୍ରି ହେବ। ଏହା ଏକ ଡିଜିଟାଲ୍ ଫାଇଲ୍ ଯାହା ଫଟୋ, ଭିଡିଓ ଏବଂ ଅନ୍ୟାନ୍ୟ ଅନଲାଇନ୍ ମିଡିଆର ମାଲିକାନା କିଣାବିକାର ଅନୁମତି ଦେଇଥାଏ।

Leave A Reply

Your email address will not be published.