Latest Odisha News

BREAKING NEWS

ବିଜେପିକୁ ଫେରିଲେ ପୂର୍ବତନ ବିଧାୟକ ଜୀବନପ୍ରଦୀପ ଦାଶ

ବାଲେଶ୍ୱର: ପୂର୍ବତନ ବିଧାୟକ ଜୀବନପ୍ରଦୀପ ଦାଶଙ୍କ ଘର ବାହୁଡା । । ଆଜି ଜିଲ୍ଲା ବିଜେପି ପକ୍ଷରୁ ଆୟୋଜିତ ମିଶ୍ରଣ ପର୍ବରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଉପସ୍ଥିତିରେ ଜୀବନ ପ୍ରଦୀପ ବିଜେପିରେ ସାମିଲ ହୋଇଛନ୍ତି ।

ଶ୍ରୀ ଦାଶ ୨୦୦୫ରେ ବିଜେପି ଟିକେଟରେ ଲଢିଥିବା ବେଳେ ୨୦୦୯ରେ ସେ ବିଜେଡିରେ ଯୋଗ ଦେଇଥିଲେ । ୨୦୦୯ରୁ ୨୦୧୯ ଯାଏଁ ସେ ବିଜେଡିରୁ ନିର୍ବାଚନ ଜିତିଥିଲେ । ଗତ ବର୍ଷ ନିର୍ବାଚନ ବେଳେ ବିଜେପି ପ୍ରାର୍ଥୀ ସ୍ୱର୍ଗତ ମଦନମୋହନ ଦତ୍ତଙ୍କଠାରୁ ପରାଜିତ ହୋଇଥିଲେ । ବାଲେଶ୍ୱର ଉପନିର୍ବାଚନ ପରେ ତାଙ୍କୁ ଦଳରୁ ନିଲମ୍ବନ କରାଯାଇଥିଲା ।

Leave A Reply

Your email address will not be published.