ଭୁବନେଶ୍ୱର: କରୋନା ମୁକାବିଲା ପାଇଁ ସାରା ରାଜ୍ୟକୁ ସରକାର ଲକ୍ ଡାଉନ ଘୋଷଣା କରିଛନ୍ତି । ଏହି ସମୟରେ ସମସ୍ତେ ଘରେ ରହିବାକୁ ପରାମର୍ଶ ଦିଆଯାଇଛି । ତେବେ ଏହି ନିୟମ ସ୍ୱାସ୍ଥକର୍ମୀଙ୍କ ଉପରେ ଲାଗୁ କରାଯିବ ନାହିଁ । ସେମାନେ ସ୍ୱଚ୍ଛନ୍ଦରେ ଚଳପ୍ରଚଳ କରିପାରିବେ । ଏନେଇ ସବୁ ଜିଲ୍ଲାର ପୋଲିସ ଅଧିକାରୀଙ୍କୁ ଚିଠି ଲେଖି ଜଣାଇଛନ୍ତି ଡିଜିପି ।
ଲକ୍ ଡାଉନ ବେଳେ ଡାକ୍ତର ଓ ନର୍ସଙ୍କ ଉପରେ କୌଣସି କଟକଣା ରହିବ ନାହିଁ । ସେମାନେ ମୁକ୍ତ ଭାବେ ଚଲାବୁଲା କରିପାରିବେ ।
BREAKING NEWS
- ଇନଷ୍ଟାଗ୍ରାମରେ ଫଡ଼ନାଭିସ ଓ ସିନ୍ଦେଙ୍କୁ ପଛରେ ପକାଇଲେ ଆଇଏଏସ ତୁକାରାମ ମୁଣ୍ଡେ
- ଆର୍ଥିକ ଅନଟନ ଆଉ ହେବନି ବାଧକ: ନବମରୁ ଆରମ୍ଭ କରି ବିଦେଶରେ ପାଠ ପଢ଼ିବା ପାଇଁ ଏସବିଆଇ ଦେଉଛି ସ୍କଲାରସିପ୍
- ଜମ୍ମୁ-କଶ୍ମୀରରେ ଏନକାଉଣ୍ଟର; ଜଣେ ଆତଙ୍କବାଦୀ ନିହତ, ଚାଲିଛି ସର୍ଚ୍ଚ ଅପରେସନ
- ଆଖିର ରଙ୍ଗ ପରିବର୍ତ୍ତନ ହୋଇପାରେ କି? ଏହା ପଛରେ ଥିବା ବିଜ୍ଞାନ ଜାଣନ୍ତୁ..
- ଟଙ୍କାକୁ ଡଲାର ସହ ତୁଳନା କରଯାଏ, ଅନ୍ୟ କୌଣସି ମୁଦ୍ରା ସହ କାହିଁକି ନୁହେଁ?
- ମମତା ବାନାର୍ଜୀଙ୍କ ଉପରେ ବର୍ଷିଲେ ମିଥୁନ ଚକ୍ରବର୍ତ୍ତୀ, କହି ଦେଲେ ଏମିତି କଥା…
- ଗଞ୍ଜେଇ ବେପାରୀଙ୍କ ଘରେ ଟଙ୍କାର ପାହାଡ଼, ଚଢ଼ାଉ ବେଳେ ଭଡ଼ା ଘରୁ ମିଳିଲା ବିଡ଼ା ବିଡ଼ା ଟଙ୍କା
- ପାସିଂ ଆଉଟ୍ ପରେଡ୍ରେ ନୂଆ ପୋଲିସ ଅଫିସରଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଗୁରୁମନ୍ତ୍ର: ‘ଦୁର୍ନୀତି କଲେ ହେବ ଦୃଢ଼ କାର୍ଯ୍ୟାନୁଷ୍ଠାନ’
- ବିଶ୍ୱ ରାଜନୀତିରେ ମୋଦୀଙ୍କ ଜଲୱା: ପ୍ରମୁଖ ବିଶ୍ୱ ନେତାଙ୍କ ସହ ସାକ୍ଷାତ ତାଲିକାରେ ଭାରତର ପ୍ରଧାନମନ୍ତ୍ରୀଙ୍କୁ ଶୀର୍ଷରେ ରଖିଲେ ଟ୍ରମ୍ପ
- ଟିଏମସି ସାଂସଦ ଅଭିଷେକ ବାନାର୍ଜୀଙ୍କ କାର୍ଯ୍ୟାଳୟ ଫାୟାର୍ ଆଲାର୍ମ ଓ ସ୍ପ୍ରିଙ୍କଲର ଖରାପ ଥିବାରୁ ଖାଲି କରିବାକୁ ଆଦେଶ

Comments are closed.