Latest Odisha News

BREAKING NEWS

ଏପ୍ରିଲ ସୁଦ୍ଧା ଚାଲିପାରେ ସବୁ ପାସେଞ୍ଜର ଓ ଏକ୍ସପ୍ରେସ ଟ୍ରେନ୍

ଭୁବନେଶ୍ୱର: ଆସନ୍ତା ମାସରୁ ଚାଲିପାରେ ସବୁ ଟ୍ରେନ । ଏପ୍ରିଲ ସୁଦ୍ଧା ଚାଲିପାରେ ସବୁ ପାସେଞ୍ଜର ଓ ଏକ୍ସପ୍ରେସ ଟ୍ରେନ୍ । ECR ମୁଖ୍ୟ ଜନ ସମ୍ପର୍କ ଅଧିକାରୀ କୈଶଳେନ୍ଦ୍ର କେ. ଖାଡଙ୍ଗା  ଏନେଇ ସୂଚନା ଦେଇଛନ୍ତି । 

ECRରେ ୮୨ଟି ଏକ୍ସପ୍ରେସ ଟ୍ରେନ୍ ଚାଲେ, କୋଭିଡ ପାଇଁ ୫୯ ଟ୍ରେନ୍ ଚାଲିଛି, ଯାହା କି ୭୨% ରହିଛି । ଠିକ ସେହିପରି ପାସେଞ୍ଜର ଟ୍ରେନ୍ ମାତ୍ର ୨୯ଟି ଚାଲେ, ମାତ୍ର ଏବେ ସବୁ ବନ୍ଦ ରହିଛି । ରାଜ୍ୟ ସରକାର ଓ ECR ବୋର୍ଡ ଆଲୋଚନା ପରେ ଆଗାମୀ ଦିନରେ ନିଷ୍ପତ୍ତି ନିଆଯିବ ବୋଲି କୈଶଳେନ୍ଦ୍ର କେ. ଖାଡଙ୍ଗା କହିଛନ୍ତି ।

Leave A Reply

Your email address will not be published.