‘ସୂର୍ଯ୍ୟବଂଶୀ’ର ନୂଆ ପୋଷ୍ଟର ରିଲିଜ
ମୁମ୍ବାଇ: ରିଲିଜ ହୋଇଛି ଅପକମିଂ ଫିଲ୍ମ ‘ସୂର୍ଯ୍ୟବଂଶୀ’ର ଆଉ ଏକ ପୋଷ୍ଟର । ଏହାକୁ ଅଭିନେତ୍ରୀ କ୍ୟାଟ୍ରିନା କୈଫ ନିଜ ଇଂଷ୍ଟା ହ୍ୟାଣ୍ଡେଲରେ ସେୟାର କରିଛନ୍ତି । ଏହି ପୋଷ୍ଟରରେ ବଲିଉଡର ଖିଲାଡି ଷ୍ଟାର ଅକ୍ଷମ କୁମାର କ୍ୟାଟ୍ରିନାଙ୍କୁ ଆଲିଙ୍ଗନ କରି ଧରିଥିବା ଦେଖିବାକୁ ମିଳିଛି ।
ରୋହିତ…