Latest Odisha News

BREAKING NEWS

ଓଡିଆ ଆଇଏଫଏସ ଅଧିକାରୀ ସଞ୍ଜୟ କୁମାର ପଣ୍ଡା ରିପବ୍ଲିକ ଅଫ୍ ତୁର୍କୀର ରାଷ୍ଟ୍ରଦୂତ ନିଯୁକ୍ତ

ଭୁବନେଶ୍ୱର: ୧୯୯୧ ବ୍ୟାଚର ବରିଷ୍ଠ ଆଇଏଫଏସ ଅଧିକାରୀ ସଞ୍ଜୟ କୁମାର ପଣ୍ଡାଙ୍କୁ ରିପବ୍ଲିକ ଅଫ୍ ତୁର୍କୀରେ ଭାରତର ପରବର୍ତ୍ତୀ ରାଷ୍ଟ୍ରଦୂତ ଭାବେ ନିଯୁକ୍ତ କରାଯାଇଛି । ଏନେଇ ବିଦେଶ ମନ୍ତ୍ରାଳୟ ମଙ୍ଗଳବାର ଦିନ ଏକ ବିଜ୍ଞପ୍ତି ଜାରି କରିଛନ୍ତି । ବର୍ତ୍ତମାନ ସଞ୍ଜୟ କୁମାର ପଣ୍ଡା…

ଆସନ୍ତା ୭ ଯାଏଁ ରାଜ୍ୟରେ ବର୍ଷା; ୮ରୁ ବଢ଼ିବ ତାତି

ଭୁବନେଶ୍ୱର: ଘୁର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟରେ ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି । ଆଜିଠାରୁ ୪ ଦିନ ପର୍ଯ୍ୟନ୍ତ ରାଜ୍ୟର କେତେକ ସ୍ଥାନରେ ବର୍ଷା ହେବାର ଆଶଙ୍କା କରାଯାଉଛି । ଆସନ୍ତା ୭ ତାରିଖ ଯାଏଁ ରାଜ୍ୟରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ଅଛି । ଆଜି ୧୨ଟି…

ପୂର୍ବ ଭାରତର ସବୁଠୁ ଖ୍ୟାତନାମା ବିଶ୍ୱବିଦ୍ୟାଳୟ ଭାବେ ସୋଆ ସମ୍ମାନିତ

ଭୁବନେଶ୍ୱର: ପୂର୍ବ ଭାରତର ସବୁଠାରୁ ଖ୍ୟାତନାମା ବିଶ୍ୱବିଦ୍ୟାଳୟ ଭାବେ ଦୈନିକ ଇଂରାଜୀ ସମ୍ବାଦପତ୍ର ‘ଟାଇମ୍ସ ଅଫ୍ ଇଣ୍ଡିଆ’ ପକ୍ଷରୁ ଆୟୋଜିତ ଟାଇମ୍ସ ବିଜ୍‌ନେସ୍ ଆୱାର୍ଡ-୨୦୨୦ରେ ଶିକ୍ଷା ଓ ଅନୁସନ୍ଧାନ (ଡିମ୍‌ଡ ବିଶ୍ୱବିଦ୍ୟାଳୟ)କୁ ସମ୍ମାନିତ କରାଯାଇଛି । ଭୁବନେଶ୍ୱର ଠାରେ ଶନିବାର…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ ତା ୪-୩-୨୦୨୦ ବୁଧବାର ଆଜି ଦିନର ମହତ୍ତ୍ୱ ଆଜି ହେଉଛି ୨୦୨୦ ମସିହା ମାର୍ଚ୍ଚ  ତା୪ ରିଖ ବୁଧବାର  କୁମ୍ଭ ୨୧ ଦିନ ଫାଲଗୁନ ମାସ ଶୁକ୍ଳ ପକ୍ଷ  ନବମୀ ତିଥି   ମୃଗଶିରା  ନକ୍ଷତ୍ର ମିଥୁନ  ଚନ୍ଦ୍ର ଘାତ ବାର-: କର୍କଟ  ରାଶିର ଘାତ ଚନ୍ଦ୍ର-: କନ୍ୟା ରାଶି ପୁରୁଷ ଓ ବିଛା…

କରୋନା ଭାଇରସ: ଆମେରିକାରେ ମୃତ୍ୟୁ ସଂଖ୍ୟା ୯ ଛୁଇଁଲା ,ବିଶ୍ୱରେ ଟପିଲା ୩ ହଜାର

ଭୁବନେଶ୍ୱର: ସାରା ବିଶ୍ୱରେ ଏବେ କରୋନା ଭୟ । ଚୀନ ପରେ ଏହି ମାରାତ୍ମକ ଭୂତାଣୁ ଏବେ ଯୁକ୍ତରାଷ୍ଟ୍ର ଆମେରିକାରେ ନିଜ କାୟା ବିସ୍ତାର କରିବାରେ ଲାଗିଛି । ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ଯୁକ୍ତରାଷ୍ଟ୍ର ଆମେରିକାର ୱାସିଙ୍ଗଟନ ସହରରେ କରୋନା ପ୍ରଭାବରେ ୯ ଜଣଙ୍କର ପ୍ରାଣ…

ଭୋଡାଫୋନ୍ ଆଇଡିଆ, ଏୟାରଟେଲ୍ ଏବଂ ରିଲାଏନ୍ସ ଜିଓ ସରକାରଙ୍କୁ ପ୍ରଦାନ କଲେ ବକେୟା ସ୍ପେକ୍ଟ୍ରମ୍ ପେମେଣ୍ଟ

ନୂଆଦିଲ୍ଲୀ: ଭୋଡାଫୋନ୍ ଆଇଡିଆ ମଙ୍ଗଳବାର ଟେଲିକମ୍ ବିଭାଗକୁ ୩,୦୪୩ କୋଟି ଟଙ୍କା ବକେୟା ଦେଇଛି। ସ୍ପେକ୍ଟ୍ରମର ବକେୟା ପରିଶୋଧ କରିବାକୁ କମ୍ପାନୀ ଏହି ଦେୟ ପ୍ରଦାନ କରିଛି | ଏହି କିସ୍ତି କମ୍ପାନୀ ଏୟାରୱେଭ କ୍ରୟ ପାଇଁ ଗତ ନିଲାମରେ ଟେଲିକମ୍ ବିଭାଗକୁ ପ୍ରଦାନ କରିବାକୁ ପଡିବ | ଏହି ଦେୟ…

ଦେଶର ନୂତନ ଅର୍ଥ ସଚିବ ହେବେ ଅଜୟ ଭୂଷଣ ପାଣ୍ଡେ; ଜାଣନ୍ତୁ ତାଙ୍କ ବ୍ୟକ୍ତିତ୍ୱ ସହ ଜଡିତ କିଛି କଥା

ନୂଆଦିଲ୍ଲୀ: ରାଜସ୍ୱ ସଚିବଙ୍କ ଦାୟିତ୍ୱ ତୁଲାଉଥିବା ବରିଷ୍ଠ ଆଇଏଏସ୍ ଅଧିକାରୀ ଅଜୟ ଭୂଷଣ ପାଣ୍ଡେ ଦେଶର ନୂତନ ଅର୍ଥ ସଚିବ ହେବେ | ସେ ଗତ ମାସରେ ଅବସର ନେଇଥିବା ରାଜୀବ କୁମାରଙ୍କ ସ୍ଥାନ ନେବେ | ଇଂରାଜୀ ଖବରକାଗଜ 'ମେଣ୍ଟ'ର ଖବର ଅନୁଯାୟୀ କ୍ୟାବିନେଟର ନିଯୁକ୍ତି କମିଟି ପାଣ୍ଡେଙ୍କ…

ଆଜି ରାତିରେ ଏହି ୭ଟି ଜିଲ୍ଲାରେ ବଜ୍ରପାତ ସହ ଝଡ଼ବର୍ଷା ସମ୍ଭାବନା

ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ଓଡ଼ିଶାରେ ମଙ୍ଗଳବାର ରାତିରେ ବଜ୍ରପାତ ସହିତ ଝଡ଼ବର୍ଷା ହେବାର ସମ୍ଭାବନା ରହିଥିବାର ସତର୍କ ସୂଚନା ପ୍ରଦାନ କରିଛି । ରାଜ୍ୟର ୭ଟି ଜିଲ୍ଲାରେ ବଜ୍ରପାତ ସହ ଝଡ଼ବର୍ଷା ହେବାର ସମ୍ଭାବନା ରହିଛି ବୋଲି ସୂଚନା ହସ୍ତଗତ ହୋଇଛି ।…

ଦୁର୍ଗମ ଗାଆଁ’ର ଦୃଢମନା ଝିଅ ମୁନି ଟିଗା; ଓଡ଼ିଶାର ପ୍ରଥମ ମହିଳା ଲୋକୋ ପାଇଲଟ୍‌

ସୁନ୍ଦରଗଡ ଜିଲ୍ଲାର ବଣଜଙ୍ଗଲ ଘେରା ରୁତକୁକୁଡି ଗାଁ । ଗରିବ କୃଷକ ପରିବାରର ଝିଅ ମୁନି ଟିଗା । ସାତ ଭାଇ ଭଉଣୀ ଓ ବାପା ମାଆଙ୍କୁ ନେଇ ପରିବାର । ଘରେ ପାଠ ପଢିବା ତ ଦୂରେ ଥାଉ ଓଳିଏ ପେଟ ଭରି ଖାଇବା ମିଳିବା ବି ଥିଲା କଷ୍ଟକର । ପିଲାଟି ବେଳରୁ ମୁନିଙ୍କର କିନ୍ତୁ ପାଠ ପଢା ପ୍ରତି ପ୍ରବଳ…

କରୋନା ଭାଇରସ: ମୁକାବିଲା କରିବା ପାଇଁ ସହଯୋଗ କରିବାକୁ ଆହ୍ୱାନ ଦେଲେ ଜି-୭ ରାଷ୍ଟ୍ର

ବ୍ୟାଙ୍କ ଅଫ୍ ଇଂଲଣ୍ଡ ଗଭର୍ଣ୍ଣର ମାର୍କ କାର୍ନି କହିଛନ୍ତି ଯେ ନୀତି ନିର୍ମାତାମାନେ ବିସ୍ତାରିତ କରୋନା ଭାଇରସ୍ ବିରୁଦ୍ଧରେ ବିଶ୍ୱ ଅର୍ଥନୀତିର ଏକ “ଶକ୍ତିଶାଳୀ ଏବଂ ସମୟାନୁବର୍ତ୍ତୀ” ପ୍ରତିରକ୍ଷା ପାଇଁ ପ୍ରସ୍ତୁତି କରୁଛନ୍ତି, ଯେହେତୁ ଗ୍ରୁପ୍ ଅଫ୍ ସେଭେନ ଦେଶରୁ ଆସିଥିବା ଲୋକମାନେ ଏକ…