ହିଂସା ଉସକାଉଥିବା ଅଭିଯୋଗରେ କଂଗ୍ରେସର ପୂର୍ବତନ ମ୍ୟୁନିସିପାଲ କାଉଂସିଲର ଗିରଫ
ନୂଆଦିଲ୍ଲୀ: କଂଗ୍ରେସର ପୂର୍ବତନ ମ୍ୟୁନିସିପାଲ କାଉଂସିଲ ଇଶରତ ଜହାଁକୁ ପୋଲିସ ଗିରଫ କରିଛି । ହିଂସାକୁ ଉସ୍କାଉଥିବା ଅଭିଯୋଗରେ ଶନିବାର ପୋଲିସ ତାଙ୍କୁ ଗିରଫ କରିଛି । ଗତ ସୋମବାର ଓ ମଙ୍ଗଲବାର ଜଗତପୁରୀ ଅଂଚଳରେ ହୋଇଥିବା ସାମ୍ପ୍ରଦାୟିକ ହିଂସାରେ ଇଶରତ ସାମିଲ ଥିବା ଅଭିଯୋଗ ହୋଇଛି ।…