Latest Odisha News

BREAKING NEWS

ପିପିଲିରେ ଦନ୍ତାହାତୀ ଉତ୍ପାତ: ୩ ମୃତ

ପିପିଲି: ପୁରୀ ଜିଲ୍ଲା ପିପିଲି ବ୍ଲକରେ ରବିବାର ସକାଳୁ ବଣୁଆ ଦନ୍ତାହାତୀ ଆକ୍ରମଣରେ ୩ ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି । ଏଥିରେ ଏବଂ ଅନ୍ୟ ୩ ଜଣ ଆହତ ହୋଇଥିବା ଜଣାପଡିଛି । ମୃତକ ମାନେ ହେଉଛନ୍ତି ଚନ୍ଦ୍ରଦେଈପୁର ଗ୍ରାମପଞ୍ଚାୟତ ମକର ପଲେଇ(୬୫), ବଳଙ୍ଗା ଗୋପୀନାଥପୁର ଗ୍ରାମ ପଞ୍ଚାୟତ…

ପାଳଗଦାରେ ନିଆଁ ଲାଗି ଜଳିଗଲେ ୪ ଶିଶୁ

ପୋଲସରା: ପାଳଗଦାରେ ନିଆଁ ଲାଗି ଜଳିଗଲେ ୪ ଶିଶୁ । ଏଭଳି ହୃଦୟ ବିଦାରକ ଘଟଣା ଘଟିଛି ଗଂଜାମ ଜିଲ୍ଲା ପୋଲସରା ଥାନା ଖରିଛଟା ଗାଁରେ । ପାଳଗଦାରେ ଖେଳୁଥିବା ବେଳେ ନିଆଁ ଲାଗି ୪ ଶିଶୁ ଜଳି ଯାଇଛନ୍ତି । ସେମାନଙ୍କ ଶରୀରର ପ୍ରାୟ ୮୦ ପ୍ରତିଶତ ଭାଗ ପୋଡି ଯାଇଥିବା ସୂଚନା ମିଳିଛି । ସମସ୍ତ…

ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କ ଭାରତ ଗସ୍ତ; ବାଲୁକାକଳାରେ ସ୍ୱାଗତ କଲେ ଶିଳ୍ପୀ ସୁଦର୍ଶନ

ଭୁବନେଶ୍ୱର: ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଭାରତ ଗସ୍ତ ଲାଗି ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କୁ ବାଲୁକା କଳା ମାଧ୍ୟମରେ ସ୍ୱାଗତ ଜଣାଇଛନ୍ତି । ପୁରୀ ବେଳାଭୂମିରେ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଓ ତାଙ୍କ ସହଯୋଗୀମାନେ ବାଲୁକା କଳା ନିର୍ମାଣ କରିଛନ୍ତି । ଉକ୍ତ…

ଆସନ୍ତୁ ଜାଣିବା ସଲମାନଙ୍କୁ ମାରିବା ପାଇଁ ସୁପାରୀ କିଏ ନେଇଥିଲେ

ମେରଠ: ନିକଟରେ ୟୁପି ପୋଲିସ ନାଇଡୁ ଗ୍ୟାଙ୍ଗର ଶୁଟର ରବି ଭୁରାଙ୍କୁ ଗିରଫ କରିଛି । ସେ ଗିରଫ ହେବା ପରେ ଚାଂଚଲ୍ୟକର ତଥ୍ୟ ପ୍ରକାଶ କରିଛନ୍ତି । ବଲିଉଡ ସୁପର ଷ୍ଟାର ସଲମାନଙ୍କୁ ମାରିବା ପାଇଁ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଶ୍ନୋଇ ୩୦ ଲକ୍ଷ ଟଙ୍କାର ସୁପାରୀ ଦେଇଥିଲେ ବୋଲି ରବି କହିଛନ୍ତି । ମେରଠ…

ସିଏଏ: ଶାହିନବାଗ ଭଳି ଜାଫରାବାଦରେ ମହିଳାଙ୍କ ଧାରଣା; ରାସ୍ତା, ମେଟ୍ରୋ ବନ୍ଦ

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନ(ସିଏଏ) ବିରୋଧରେ ପୂର୍ବୋତ୍ତର ଦିଲ୍ଲୀର ଜାଫରାବାଦ ମେଟ୍ରୋ ଷ୍ଟେସନ ପାଖରେ ପାଖାପାଖି ୫୦୦ ଲୋକ ବିରୋଧ ପ୍ରଦର୍ଶନ ଆରମ୍ଭ କରିଦେଇଛନ୍ତି । ମେଟ୍ରୋ ଷ୍ଟେସନ ପାଖରେ ପ୍ରଦର୍ଶନ ହେଉଥିବାରୁ ଲୋକଙ୍କ ଯାତାୟାତ ଉପରେ ରୋକ ଲଗାଇଛନ୍ତି ଦିଲ୍ଲୀ ମେଟ୍ରୋ ଅଧିକାରୀ…

ବାହୁବଳୀ ଲୁକରେ ଡୋନାଲ୍ଡ୍ ଟ୍ରମ୍ପ; ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: ଆସନ୍ତା ଫେବୃଆରୀ ୨୪ ଓ ୨୫ ତାରିଖରେ ଦୁଇ ଦିନିଆ ଭାରତ ଗସ୍ତରେ ଆସୁଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ତାଙ୍କ ଗସ୍ତର କିଛି ସମୟ ପୂର୍ବରୁ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ସେ ସୁପରହିଟ୍ ଫିଲ୍ମ ବାହୁବଳୀ ଲୁକରେ ନଜର ଆସୁଛନ୍ତି । ଏନେଇ ଏକ…

ଭୀମ ଆର୍ମିର ଭାରତ ବନ୍ଦ ଡାକରା, ଯାତାୟାତ ବାଧାପ୍ରାପ୍ତ

ଭୁବନେଶ୍ୱର: ଜାତି ଭିତ୍ତିକ ସଂରକ୍ଷଣକୁ ନେଇ ସୁପ୍ରିମକୋର୍ଟଙ୍କ ରାୟକୁ ବିରୋଧ କରି ରବିବାର ଦିନ ଭୀମ ଆର୍ମି ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯାଇଛି । ଯାହାର ପ୍ରଭାବ ଓଡିଶାର କିଛି ଜିଲ୍ଲାରେ ମଧ୍ୟ ଦେଖାଦେଇଛି । ପ୍ରାପ୍ତ ସୂଚନାନୁଯାୟୀ ସିଏଏ, ଏନଆରସି ଓ ଅନ୍ୟ ଦାବି ନେଇ ସମ୍ବଲପୁର…

ରୋଗ ପ୍ରତିରୋଧକ ଶକ୍ତି ବଢାଏ ବାସି ଭାତ !

ଭୁବନେଶ୍ୱର: ଶରୀରକୁ ସୁସ୍ଥ ରଖିବା ପାଇଁ ଆମେ ପ୍ରତ୍ୟେକ ଦିନ ଭିନ୍ନ ଭିନ୍ନ ଖାଦ୍ୟ ଖଇଥାଉ । ଆମ ଦେଶର ଅଧିକାଂଶ ଲୋକ ପ୍ରାୟ ଭାତକୁ ଏକ ମୁଖ୍ୟ ଖାଦ୍ୟ ରୂପେ ଖାଇଥାନ୍ତି । ଏପରକି ଅନେକ ସମୟରେ ବଳକା ଭାତକୁ ଲୋକେ ଫୋପାଡି ଦେଇଥାନ୍ତି । କାରଣ ବାସି ଭାତ ଖାଇବା ଶରୀର ପାଇଁ କ୍ଷତିକାରକ ବୋଲି…

ଆଉ ଶୁଣିବାକୁ ମିଳୁନାହିଁ ଘରଚଟିଆର କିଚିରିମିଚିରି ଶବ୍ଦ…

ଭୁବନେଶ୍ୱର: ଘରଚଟିଆକୁ ମନୁଷ୍ୟର ଏକ ଉତ୍ତମ ବନ୍ଧୁ ଭାବେ ବିବେଚନା କରାଯାଏ । ଗାଁ ହେଉ ଅବା ସହର ସେ ସବୁବେଳେ ମନୁଷ୍ୟ ସାଥିରେ ରହିବାକୁ ଭଲପାଏ । ବିଶେଷ କରି ଏମାନେ ଗାଁରେ ଅଧିକ ଦେଖାଯାଆନ୍ତି । ଚାଳ ଘରର କାନ୍ଥରେ ଏମାନେ କୁଟାକାଠିର ବସାଟିଏ ତିଆରି କରି ରହିଥାନ୍ତି । ସକାଳୁ ସକାଳୁ…

ଭାରତ ବଜାରରେ ସାଓମିର ଇଲେକ୍ଟ୍ରିକ ଟୁଥ ବ୍ରସ, ଜାଣନ୍ତୁ ଏହାର ମୂଲ୍ୟ ଓ ବ୍ୟବହାର

ନୂଆଦିଲ୍ଲୀ: ଭାରତୀୟ ବଜାରରେ ପ୍ରବେଶ କରିଛି ସାଓମିର ନୂଆ ଇଲେକ୍ଟ୍ରିକ ଟୁଥ ବ୍ରସ । ଚୀନ୍‌ର ଟେକ୍‌ କମ୍ପାନୀ ସାଓମି ଭାରତରେ ଏମ୍‌ଆଇ ଇଲେକ୍ଟ୍ରିକ୍‌ ଟୁଥବ୍ରଶ୍‌ ଟି୩୦୦ ଲଞ୍ଚ୍‌ କରିଛି। ଏହାର ଦାମ୍‌ କମ୍ପାନୀ ୱେବସାଇଟରେ ୧୨୯୯ ଟଙ୍କା ରହିଛି। କିପରି କିଣିବେ: ଏହି ଇଲେକ୍ଟ୍ରିକ…